ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶୁକ୍ରବାର ଲବଣଗିରି ପାହାଡ଼ ଉପର ଦେଉଳରୁ ବାହାରି ରଥରେ ବସି ମାଉସୀ ଘରକୁ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।ପାଞ୍ଚଗାଁ ସ୍ଥିତ ମାଉସୀ ମା ମନ୍ଦିର ଆଡପ ମଣ୍ଡପରେ ଭାଇ ଭଉଣୀ ସହ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ । ରଥଯାତ୍ରା ସଂପର୍ଣ୍ଣ ହେବା ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଆଜି ସକାଳେ ରଥ ଉପରେ ମହାପ୍ରଭୁଙ୍କ ଦୈନଦିନ ନୀତି ମଙ୍ଗଳା ଆଳତୀ, ଅବକାଶ,ବେଶ ଲାଗି,ଗୋପାଳ ବଲ୍ଲଭ,















