• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଅସୁରଗଡ ଐତିହ୍ୟର ବୈଜ୍ଞାନିକ ପରୀକ୍ଷଣ ଉନ୍ମୋଚିତ – କଳାହାଣ୍ଡି

Proprietor Abhimanyu Maharana by Proprietor Abhimanyu Maharana
August 26, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଅସୁରଗଡ ଐତିହ୍ୟର ବୈଜ୍ଞାନିକ ପରୀକ୍ଷଣ    ଉନ୍ମୋଚିତ – କଳାହାଣ୍ଡି
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) କଳାହାଣ୍ଡି :– କଳାହାଣ୍ଡି : ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଭୁବନେଶ୍ୱର ସ୍ଥିତ ଉତଖନନ ଶାଖା ୪ ଦ୍ଵାରା କଳାହାଣ୍ଡି ଜିଲ୍ଲା ଅସୁରଗଡ ଦୁର୍ଗର ଉତଖନନ କାର୍ଯ୍ୟ ୨୦୧୮/୧୯ ମସିହାରେ ହୋଇଥିଲା । ଉତଖନନ ମୁଖ୍ୟ ପ୍ରତ୍ନତତ୍ତ୍ଵ ଅଧିକ୍ଷକ ଦିବିଶଦ ଗଡ଼ନାୟକଙ୍କ ନେତୃତ୍ବରେ ଆଶିଷ ସାହୁ, ଜିତେନ୍ଦ୍ର ନାଗ, ଉମାକାନ୍ତ ଭୋଇ, ବିଭୁତି ଭୁଷଣ ବଡମାଳି,ଏସ ଏନ୍ କୁଅଁର, ସୁବ୍ରତ ଦାଶ ପ୍ରମୁଖ ସାମିଲ ହୋଇଥିଲେ ।

ବର୍ତମାନ ସେଠାରୁ ମିଳିଥିବା ପୁରୁଣା ଜିନିଷର ବୈଜ୍ଞାନିକ ପରିକ୍ଷଣ ହୋଇ ବିଜ୍ଞାନ ସମ୍ମତ ସମୟ ଉନ୍ମୋଚିତ ହୋଇଛି। ଯାହା ଦ୍ଵାରା ପୂର୍ବରୁ ଦୁଇ ହଜାରରୁ ୨୩୦୦ ବର୍ଷ ପୂର୍ବେ ଅସୁରଗଡ ସଭ୍ୟତାର ବିକାଶ ଉପରେ ଯେଉଁ ଆକଳନ କରାଯାଇଥିଲା ତା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ତମାନ ଅସୁରଗଡର ଏଏମ୍ଏସ୍ ତାରିଖ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀ ଅର୍ଥାତ ୨୮୦୦ ବର୍ଷ ପୂର୍ବେ ଅସୁରଗଡରେ ବସତି ସ୍ଥାପନ ହୋଇଥିବାର ସୂଚନା ମୁଖ୍ୟ ପ୍ରତ୍ନତତ୍ତ୍ଵ ଅଧୀକ୍ଷକ ଶ୍ରୀ ଗଡ଼ନାୟକ ଜଣାଇଛନ୍ତି ।

ଏହା ସହ ଅସୁରଗଡର ଖନନ ସମୟରେ ମୈ।ର୍ଯ୍ୟ ଶାସନ କାଳରୁ କୁଷାଣ ଶାସନ ପର୍ଯ୍ୟନ୍ତ ବହୁ ସାମଗ୍ରୀ ମିଳିଥିଲା ସତ୍ତ୍ବେ ଏହା ଲୈ।ହ ସଭ୍ୟତାର ପ୍ରତୀକ ସୂଚିତ କରୁଥିବା ସହ ଶିଶୁପାଳ ଗଡ଼ ଠାରୁ ମଧ୍ୟ ପୁରୁଣା ବୋଲି କହିଛନ୍ତି। ଲୈ।ହର କଳା ,କୈ।ଶଲ ବ୍ୟବହାର କରି ଏଠାକାର ଆଦିମ ଅଧିବାସୀ ଏକ ପୁରାତନ ସହରୀକରଣ ପ୍ରକ୍ରିୟାରେ ଯଥେଷ୍ଟ ଉନ୍ନତି କରିଥିବା ବେଳେ ମଲ୍ଲାର ଅଞ୍ଚଳ ସହ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପ୍ରାଚୀନ ବାଣିଜ୍ୟ ସହ ସଂଯୋଗ ରହିଥିବା ଦର୍ଶାଇଛନ୍ତି ।

ଏଠାରୁ ଖନନ ବେଳେ ପୁରୁଣା ଅର୍ଦ୍ଧ ଗୋଲାକାର ଆକୃତିର ଇଟା ନିର୍ମିତ ଗୃହ, ଖମ୍ବ ଉପରେ ଟାଇଲର ଛପର, ଗୃହର ଗୋଟିଏ କୋଣ ଭିତରେ ପୋଡ଼ା ମାଟିରେ ତିଆରି ନନ୍ଦ କୂଅ, ଖାଦ୍ୟ ଗ୍ରହଣ ପରେ ବଳକା ଖାଦ୍ୟକୁ ଡଷ୍ଟବିନରେ ରଖିବା ଅର୍ଥାତ ଏକାଠି କରିବା ଆଦି ଆବିଷ୍କୃତ ହୋଇଥିଲା ।

ମାଟିଆ ରଙ୍ଗର ପଥର,ରକ୍ତମଣି ପଥର, ଗୋଲାକାର ରେଖାଥିବା ପଥର, ବିଭିନ୍ନ ରଙ୍ଗର କାଚ, କାଚ ଚୁଡିର ଖଣ୍ଡ, ଲୁହାର ଚକ, ଲୁହାର ଚକ୍ରୀ,ଧନୁର ମୁନିଆ ତୀର,ଏକ ପାଖିଆ ତୀର, ପୋଡ଼ା ମାଟିରେ ତିଆରି ନଙ୍ଗଲ ପାହାଡ଼ ଚିତ୍ରିତ ହୋଇଥିବା ମୋହର, କ୍ଷୁଦ୍ର ଆକୃତିର ସୂକ୍ଷ୍ମ ଟେରାକୋଟା ସିଂହର ମୂର୍ତ୍ତି, ପଥର ମାଳି, ରୁପା ଖୋଦେଇ ମୁଦ୍ରା,ଘରକଣା ମସଳାବଟା ପଥର, ମାଟି ପାତ୍ରର ଲାଲ ଓ କଳା ରଙ୍ଗର ଖଣ୍ଡ ଅଂଶ, ପଶୁ ପକ୍ଷୀ ଅସ୍ଥି , ବିଭିନ୍ନ ଆକୃତି ର ପୋଡ଼ା ଇଟା ଆଦି ମିଳିଥିଲା ।

ଅର୍ଦ୍ଧ ଗୋଲାକାର ଆକୃତିର ଇଟା ଆବିଷ୍କୃତ ହୋଇଥିଲା ଯାହାର ଲମ୍ବ ୪୪ ସେ.ମି, ଓସାର ୨୩ ସେ.ମି,ମୋଟାଇ ୬ ସେ.ମି ହୋଇଥିଲା । ଦୁର୍ଗର ନିକଟ ଭୀମକେଲା ଗ୍ରାମର ସାନ୍ଦୁଲ ନଦୀ କୂଳରୁ ଲୋକଙ୍କ ଦ୍ଵାରା ସଂଗ୍ରୃହିତ ଶିଳାର ବିଷ୍ଣୁ ପ୍ରତିମା, କଳା ମୁଗୁନି ପଥରରେ ନିର୍ମିତ ନାରୀ ମୂର୍ତ୍ତି ଗୁଡ଼ିକ ଖନନ ସମୟରେ ଚିହ୍ନଟ କରାଯାଇଛି। ( ରିପୋର୍ଟ ପ୍ରଦୀପ କୁମାର ଗଉଡ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version