No Result
View All Result
୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଦୀର୍ଘସ୍ଥାୟୀ ଓାୖଷଧିୟ ମଶାରୀ ବଣ୍ଟନ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଡ଼ିଆ ପଞ୍ଚାୟତ ସରପଞ୍ଚ ଗଙ୍ଗା କାରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶୁଭାରମ୍ଭ ଓ ସଚେତନତା ବୈଠକରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ରାଜ ନାରାୟଣ ସିଂ,
ପଡ଼ିଆ Gpo କାର୍ତ୍ତିକ ନାୟକ, Bpm ମହାନନ୍ଦ ମିସ୍ତ୍ରୀ, Pheo ନବୀନ ଚନ୍ଦ୍ର ସମରଥ , ପ୍ରଶାନ୍ତ ବୈରାଗୀ ସମେତ ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ, ଆଶାଦିଦି, ଅଙ୍ଗନବାଡ଼ିକର୍ମୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ମ୍ୟାଲେରିଆ ରୋଗରୁ ସୁରକ୍ଷା ଓ ନିରାକରଣ ନିମନ୍ତେ ମଶାରୀ ବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା ।
No Result
View All Result