No Result
View All Result
* ବଳାଗ୍ନି ମୁକାବିଲା ପାଇଁ କଟାଯିବ ଫାୟାରଲାଇନ୍ l
* ସନ୍ଦେହ ଘେରରେ ବନ ସୁରକ୍ଷା ସମିତି ର ଭୂମିକା l
0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ଚଳିତବର୍ଷ ମାଘ ମାସ ଶେଷ ନ ହେଉଣୁ ରାଜ୍ୟରେ ଆରମ୍ଭହୋଇଚଲାଣି ଗ୍ରୀଷ୍ମ ପ୍ରବାହ , ଯାହାକି ଏବେଠାରୁ ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରନହିଲାଣି । ଏବେଠାରୁ ଏଭଳି ଗ୍ରୀଷ୍ମପ୍ରଦାନ ନେଇ ବନାନ୍ତିକୁ ମୁକାବିଲା ପାଇଁ ଅଣ୍ଟା ଭିଡିରାଣି ବନବିଭାଗ । ଗାଁ ରେ ବନସୁରକ୍ଷା ସମିତି (ଲି-ଏସ୍.ଏସ୍) କମିଟି ଗଠନ କରାଯାଇଛି , ମାତ୍ର ହାତଗଣତି ୨/୩ଟିକୁ ଛାଡ଼ିଦେଲେ କୌଣସି ଭିଏସ୍ଏସ୍ କାମ କରୁନଥିବା ବନଞ୍ଚଳ ଅଧିକାରୀ ସୁଦର୍ଶନ ଦେତୁରୀ କରିଛବି । ବଡ଼କଥା ହେଉଛି, ଜିଲ୍ଲାର ୨ଟି ବନାଞ୍ଚଳ ମଧ୍ୟରେ ଦଶପଲା ବନାଞ୍ଚଳଟି ଆୟତନରେ ସବୁଠାରୁ ବଡ଼ । ଯାହାକି ୨୩୩,୯୨୯ ସ୍କୋୟାର କିମି ରହିଛି । ହେଲେ ବନାଗ୍ନିକୁ ମୁତାବିଲା କରିବା ପାଇଁ ବନାଞ୍ଚଳରେ ନାହାନ୍ତି ଆବଶ୍ୟକ ବନ କର୍ମଚାରୀ । ୬ଟି ସେକ୍ସନରେ ୨୪ଟି ବିଟ୍ ହାଉସ ରହିଛି।
ଯାହାଳି ୮ ଜଣ ବନପାଳ ରହିଥିବା ବେଳେ ୨୪ ଜଣ ବନ୍ଦରକ୍ଷୀଙ୍କ ସ୍ଥାନରେ ମାତ୍ର ୫୦ ପ୍ରତିଶତ ବା ୧୨ ଜଣ ବତରକ୍ଷୀ ରହିଛନ୍ତି । ସେହିଭଳି ଏଜେ ପ୍ରୋଟେକ୍ସନ ଓ ହାତୀ ଘଉଡ଼ାଇବା ପାଇଁ ୪୧ ଜଣ ସ୍କାର୍ଡ ରହିଥିବା ବେଳେ ,ନିଆଁ ପାଇଁ ଆଉ ୧୦ ଜଣ ସ୍ନାତ୍ ନିଯୁକ୍ତି ହେବେ ବୋଲି ବନାଂଚଳ ଅଧିକାରୀ ଶ୍ରୀ ଯେହୁରୀ କରିଛନ୍ତି । ଦଶପଲ୍ଲା ବନାଞ୍ଚଳରେ ଜଳିତବର୍ଷ ଶହେ କିମି ଫାୟାର୍ ଲାଇନ୍ କଟାଯିବାକୁ ଲକ୍ଷ୍ୟ ରଖା ଯାଇଛି । ସମଗ୍ର ମେକ୍ସନକୁ ଏ ନେଇ ଟାର୍ଗେଟ ଦିଆଯାଇଥିବା ସେ କହିଛନ୍ତି ।
ଯାହାକି ଏବେ ବିଭିନ୍ନ ସେକ୍ସନରେ ଫାୟାର୍ ଲାଇନ୍ କଟା ଆରମ୍ଭ ହୋଇଛି । ନିଆଁକୁ ଆୟତ କରିବା ପାଇଁ ୨୯ଟି କ୍ଲୋପର୍ ମେସିନ୍ ମହଜୁଦ ରହିଛି । ସବୁଠାରୁ ବଡ଼କଥା ହେଉଛି, ଜଙ୍ଗଲ ସୁରକ୍ଷା ଏବଂ ବନାଗ୍ନି ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦଶପଲ୍ଲାରେ ୩୬ଟି ଭି ଏସ୍ ଏସ୍ ଗଠନ କରାଯାଇଥିଲା । ମାତ୍ର ଏବେ ୨ରୁ ୩ଟି କମିଟି କାମ କରୁଥିବା , ଅନ୍ୟ ସମସ୍ତ କମିତି ଜଙ୍ଗଲ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ।
ପ୍ରତିବର୍ଷ ନଙ୍ଗର ସୃଷ୍ଟି ନିମନ୍ତେ ଲକ୍ଷଲକ୍ଷ ସଂଖ୍ୟାରେ ଚାରାରୋପଣ ହେଉଥିବା ବେଳେ , ଚନାଗ୍ନୀ ରେ ତାହା ଜଳିପୋଡ଼ି ଝାରଖାର ହେଉଥିବା ଦୃଖିବାକୁ ମିଳୁଛି । ଏଥିସହିତ ବନ୍ୟଜନ୍ତୁ ମଧ୍ୟ ନଳିପୋଡ଼ି ଛାରଖୀର ହେଉଛନ୍ତି । ଏମବୁ ମଧ୍ୟରେ ବନବିଭାଗ ନିକଟରେ ମାନବ ସମ୍ବଳର ଅଭାବ ସାଙ୍ଗକୁ ଭିଏସ୍ଏସ୍ର ନିଷ୍କ୍ରିୟତା ବନବିଭାଗ ପାଇଁ ଏବେ ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏପଟେ ଏବେ ଗାଁଗାଁରେ ବୈଠକ ବସାଯାଇ ଲୋକଙ୍କୁ ସଚେତନ କରାଯିବା ସହ ସଚେତନତା ରଥ ପରିକ୍ରମା କରାଯିବା ପାଇଁ ଯୋଜନା ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

No Result
View All Result