• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

Proprietor Abhimanyu Maharana by Proprietor Abhimanyu Maharana
October 1, 2026
in ଓଡ଼ିଶା, କଟକ, ହୋମ୍
0
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା
Share on FacebookShare on TwitterWhatsapp

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ବିଡାନାସୀର ବିଶିଷ୍ଟ ପଣ୍ଡିତ ଶ୍ରୀ ପଦ୍ମଚରଣ ପଣ୍ଡା ଓ ଶ୍ରୀମତୀ କାଞ୍ଚନବାଳା ପଣ୍ଡାଙ୍କ ଘରେ ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ସୁନ୍ଦର ଶିଶୁଟି ଦିନେ କଟକ ସହରରେ ଏତେ ପ୍ରଶଂସା ସାଉଁଟିବ ତାହା ଅବିଶ୍ବସନୀୟ ଥୂଲା । କିନ୍ତୁ ସମସ୍ତ ଅବିଶ୍ବାସକୁ ନିଜର ପରିଶ୍ରମ, ଧୈର୍ଯ୍ୟ ଓ ଶାନ୍ତ ସ୍ଵଭାବ ଯୋଗୁଁ ସଫଳ କରିଥିଲେ ଏହି ସୁନ୍ଦର ଶିଶୁ ତଥା ବର୍ତ୍ତମାନର ସେବା ନିବୃତ ପୋଲିସ୍ ଅଧିକାରୀ ଶ୍ରୀ କିଶୋର କୁମାର ପଣ୍ଡା । ଅଧ୍ୟୟନ ସମାପ୍ତ ପରେ ସମାଜସେବା ଉଦ୍ଦେଶ୍ୟରେ ସମର୍ପିତ ହୋଇ ଯାଇଥୂଲେ ଓଡ଼ିଶା ପୋଲିସ୍ ବିଭାଗରେ ।

୧୯୮୫ ମସିହାରେ ଓଡ଼ିଶା ପୋଲିସ୍ ବିଭାଗରେ ଜଣେ ଅଧିକାରୀ ଭାବେ ନିଯୁକ୍ତି ପାଇ ସଫଳତାର ସହ ନିଜ କର୍ତ୍ତବ୍ୟ କରି ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବା ସହ କଟକ ସହରର ଜନସାଧାରଣଙ୍କର ମଧ୍ୟ ପ୍ରିୟଭାଜନ ହୋଇପାରିଥିଲେ।୨୦୨୨ ମସିହାରେ ସରକାରଙ୍କ ନିୟମାନୁଯାୟୀ ସେବା ନିବୃତ ହେବା ପରେ ମଧ୍ୟ ପୁନର୍ବାର ଓଡ଼ିଶା ପୋଲିସ୍ ବିଭାଗରୁ ଡାକରା ପାଇ ସ୍ବତନ୍ତ୍ର ପୋଲିସ୍ ଅଧିକାରୀ ଭାବରେ ଦୀର୍ଘ ୪ ବର୍ଷ କାର୍ଯ୍ୟ କରିବା ପରେ ବିଗତ ୪ ମାସ ପୂର୍ବରୁ ସମ୍ପୂର୍ଣ୍ଣ ଅବସର ନେଇଛନ୍ତି। ଏହି ବ୍ୟକ୍ତିତ୍ବ ଙ୍କ ପୋଲିସ୍ ଅଧିକାରୀ ଭାବରେ ଯେତିକି ସୁନାମ ରହିଛି ଆହୁରି ଅଧିକ ସୁନାମ ସେ ଜଣେ କବି, ସାହିତ୍ୟିକ, ଜଗନ୍ନାଥ ମହିମା ପ୍ରଚାରକ ଭାବେ ଅର୍ଜନ କରିବା ସହ ବହୁ ମଞ୍ଚରେ ସମ୍ମାନିତ ମଧ୍ୟ ହୋଇଛନ୍ତି।

ନିଜର ପୋଲିସ୍ ଚାକିରୀ ମଧ୍ୟରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପଦକ ହାସଲ କରିବା ସହ “ଶ୍ରେଷ୍ଠ ଟ୍ରାଫିକ ପୋଲିସ ସମ୍ମାନ -୨୦୦୦”,”ଶ୍ରେଷ୍ଠ ଟ୍ରାଫିକ ପୋଲିସ ସମ୍ମାନ-୨୦୦୫” ,”ଶ୍ରେଷ୍ଠ ପୋଲିସ୍ ଅଧିକାରୀ ସମ୍ମାନ-୨୦୧୯”, ଇତ୍ୟାଦି ସମ୍ମାନ ହାସଲ କରିବା ସହ ସାହିତ୍ୟ, ସଂସ୍କୃତି, ଓ ସନାତନ ଧର୍ମ ର ପ୍ରଚାରକ ଭାବେ “କବି ଭୂଷଣ -୨୦୨୫”, “ନୀଳଚକ୍ର ପ୍ରତିଭା ସମ୍ମାନ -୨୦୨୫”,”ଓଡ଼ିଶା ଗୈ।ରବ ସମ୍ମାନ-୨୦୨୫”, “ଉତ୍କଳ ସେବାରତ୍ନ ସମ୍ମାନ -୨୦୨୫”,”ଶ୍ରେଷ୍ଠ ସେବା ସମ୍ମାନ-୨୦୨୫”,”ସୂଦର୍ଶନ ସମ୍ମାନ-୨୦୨୫”, “ପ୍ରଫେସର ଖଗେନ୍ଦ୍ର ନାଥ ସ୍ମାରକୀ କବି ସମ୍ମାନ-୨୦୨୫”, “ଶ୍ରୀମଦ୍ଭାଗବଦ୍ ରତ୍ନ ସମ୍ମାନ-୨୦୨୫”,”କଳ୍କୀ ରତ୍ନ ସମ୍ମାନ-୨୦୨୬”,

“ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ -୨୦୨୬”,”ଉତ୍କଳ ଭାରତୀ ସେବା ସମ୍ମାନ-୨୦୨୬” ରେ ସମ୍ବର୍ଦ୍ଧିତ ହୋଇ ନିଜର ସୁପ୍ତ ପ୍ରତିଭା କୁ ଜାଗ୍ରତ କରି ଦେଇଛନ୍ତି । ଏହି ଅନାବିଳ ବ୍ୟକ୍ତିତ୍ଵ ଙ୍କର ସମସ୍ତ ପ୍ରଶଂସିତ କାର୍ଯ୍ୟ ଓ ପ୍ରତିଷ୍ଠା ହିଁ ତାଙ୍କୁ ଆଜି ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ଲାଗି ସର୍ବଶ୍ରେଷ୍ଠ “ମାନଦ ସମ୍ମାନ”(ଡକ୍ଟରେଟ୍) ଉପାଧିରେ ଭୂଷିତ କରାଯାଇଛି । ବାଇମୁଣ୍ଡିର ଗ୍ରାମ କଟକ ବିଡାନାସୀ ର ବାସିନ୍ଦା ଶ୍ରୀ ପଣ୍ଡା ଏହି “ମାନଦ ସମ୍ମାନ” ରେ ସମ୍ମାନିତ ହୋଇ କେବଳ ବିଡାନାସୀ ନୁହେଁ କଟକର ଗର୍ବ ଓ ଗୌରବ ବୃଦ୍ଧି କରିଛନ୍ତି ଯାହାକି ସମଗ୍ର ବିଡାନାସୀ ବାସୀଙ୍କୁ ଗର୍ବିତ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

October 1, 2026
ଫୁଲନଖରା – ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ

ଫୁଲନଖରା – ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ

October 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version