୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଗିରିଣ୍ଡା ଗ୍ରାମରେ ଏକ ପରିତ୍ୟକ୍ତ କୂଅରେ ଗଳି ପଡିଲା ବିରାଟ ଅଜଗର ସାପ । ଦୁଇ ଦିନ ହେଲା କୂଅ ଭିତରେ ପଡି ରହିଛି ଅଜଗର ସାପ।କୂଅରୁ ବାହାରିବା ପାଇଁ କରୁଛି ସଂଘର୍ଷ ।

ସମାଜ ସେଵୀ ବନ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ବନ ବିଭାଗ ପହଁଚି ନାହିଁ ଘଟଣା ସ୍ଥଳରେ ଏନେଇ ଦେଖା ଦେଇଛି ଉତ୍ତେଜନା।ଖାଦ୍ୟ ଲୋଭରେ ଜଙ୍ଗଲ ବାହାରକୁ ଅଜଗର ପଳାଇ ଆସିଥିବା ଅନୁମାନ. ଅଜଗର ର ଲମ୍ବ ୨୦ ଫୁଟ ହେଵ ।