No Result
View All Result
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଓଡ଼ିଶାର ପ୍ରଧାନ ମହାଲେଖାକାର (ପ୍ରିନ୍ସିପାଲ୍ ଆକାଉଟାଂଟ୍ ଜେନେରାଲ) ରାଜ କୁମାର ଅଗ୍ରୱାଲ୍ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତ୍କାର ଅବସରରେ ସେ ମାନ୍ୟବର ବାଚସ୍ପତିଙ୍କୁ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଅବଗତ କରାଇଛନ୍ତି । ଶ୍ରୀମତୀ ପାଢ଼ୀଙ୍କୁ ଭାରତ ସରକାରଙ୍କ ସିଏଜି ପକ୍ଷରୁ ପ୍ରକାଶିତ ‘ଦ କାଟାଲିଷ୍ଟ’ ପୁସ୍ତକ ମଧ୍ୟ ମହାଲେଖାକାର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏହି ପୁସ୍ତକରେ ସୁଶାସନ ବା ଗୁଡ୍ ଗଭର୍ଣ୍ଣାନ୍ସ ପ୍ରତିଷ୍ଠା ବାବଦରେ ଅନେକ ଉପାଦେୟ ତଥ୍ୟ ସନ୍ନିବିଷ୍ଟ ରହିଛି ।
No Result
View All Result