୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ପ୍ରତିବର୍ଷ ପରି ଚଳିତ ବର୍ଷ କର୍ମମନ୍ଦିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହେବାକୁଥିବା ୧୦ମ ଶାରଦୀୟ ମହୋତ୍ସବ, ସାଂସ୍କୃତିକ କାର୍ଯକ୍ରମ ଓ ରାବଣପୋଡ଼ି ଏବଂ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୧୩.୧୦.୨୦୨୪ ରବିବାର ଦିନ ସନ୍ଧ୍ୟାରେ ଥାନାଛକ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ।
ସେଥିପାଇଁ ଆଜି ଭୂମି ପୂଜନ କାର୍ଯ୍ୟ ଭାରତୀୟ ଜନତା ପାର୍ଟିର ଜଟଣୀ ପୌର ପରିଷଦ ୧୦ ନମ୍ୱର ୱାର୍ଡ କାଉନସିଲର ଶ୍ରୀମତି ଅନପୂର୍ଣ୍ଣା ସାହୁଙ୍କ ଦ୍ଵାରା ଅନୁଷ୍ଠିତ ହୋଯାଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ,
















