No Result
View All Result
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ଭିଟାମାଟି ସୁରକ୍ଷା ମଞ୍ଚର ସଭାପତି,ଜଟଣୀ ବ୍ୟବସାୟୀ ମହାସଂଘର ସଭାପତି,ଖୋର୍ଦ୍ଧା ଜିଲ୍ଲା ବିଜେଡ଼ିର ଉପସଭାପତି, ଜଟଣୀ ବିକାଶ ପରିଷଦର କାର୍ଯକାରୀ ସଭାପତି, ଓ ଜଟଣୀର ବହୁ ସାମାଜିକ,ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା,ତଥା ଜଟଣୀ ଅଂଚଳର ବିଶିଷ୍ଟ ସମାଜସେବୀ, ଶ୍ରୀ ସୁଦର୍ଶନ ସୁନ୍ଦରାୟଙ୍କ ୫୯ତମ ଜନ୍ମ ଦିବସ ପାଳିତ ହୋଇଯାଇଛି।
ଜଟଣୀ ବିକାଶ ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ଜଟଣୀ ବିଧାନସଭା ବିଜେପି ପ୍ରାର୍ଥୀ ବିଶ୍ଵ ରଞ୍ଜନ ବଡ଼ଜେନା,ବିକାଶ ପରିଷଦ ସଭାପତି ବିଜୟ କୁମାର ଛୋଟରାୟ,କୈଳାସ ମହାପାତ୍ର,ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ (ଚଇନ)ମନୋଜ ସ୍ୱାଇଁ,ବାବୁଲି ଛୋଟରାୟ, ପ୍ରଦୀପ ବଳିଆରସିଂ,ଶଶାଙ୍କ ଶେଖର ରାୟ, ସୁଶାନ୍ତ ପାଲଟାସିଂ,
ପ୍ରଶାନ୍ତ ମିଶ୍ର, ବିଜୟ ପଣ୍ଡା, ସୁଶାନ୍ତ ରାଉତ, ସାମ୍ୱାଦିକ ଇଫତେଖାର ଅଲ୍ଲୀ, ଅମରେଶ ନାୟକ, ବିଷ୍ଣୁ ସାହୁ, ବେଣୁଧର ମଙ୍ଗରାଜ, ସୁରେନ୍ଦ୍ର କୁମାର ସାହୁ, ମାନସ ଦଳେଇ, ଜିତେନ୍ଦ୍ର ପଟ୍ଟନାୟକ, ଶାନ୍ତନୁ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ,ସୁଧୀର ବାରିକ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ପୋଡପିଠା କାଟି ଜନ୍ମଦିନ ପାଳନ କରିବା ସହିତ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରି ପ୍ରଭୂ ଜଗନ୍ନାଥ ସୁଦର୍ଶନଙ୍କ ଚଲାପଥ କୁସୁମିତ କରନ୍ତୁ,ପ୍ରଭୁ ତାଙ୍କୁ ହସ,ଖୁସି,ଶାନ୍ତି, ମୈତ୍ରୀ,ନିରୋଗ ରଖନ୍ତୁ ବୋଲି କାମନା କରିଥଲେ ।

No Result
View All Result