• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବଡ଼ ବ୍ରାଣ୍ଡ୍ ଓ ଇ-କମର୍ସ ପୋର୍ଟାଲ୍‌ରେ ଆକର୍ଷଣୀୟ ଡିଲ୍ ସହ ଉତ୍ସବ ବୋନାଞ୍ଜା ଅଫର

Proprietor Abhimanyu Maharana by Proprietor Abhimanyu Maharana
October 1, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବଡ଼ ବ୍ରାଣ୍ଡ୍ ଓ ଇ-କମର୍ସ ପୋର୍ଟାଲ୍‌ରେ ଆକର୍ଷଣୀୟ ଡିଲ୍ ସହ ଉତ୍ସବ ବୋନାଞ୍ଜା ଅଫର
Share on FacebookShare on TwitterWhatsapp

୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଇଲେକ୍ଟ୍ରୋନିକ୍ସ, ମୋବାଇଲ୍‌, ଫେସନ୍‌, ଗହଣା, ଫର୍ଣ୍ଣିଚର, ଟ୍ରାଭେଲ୍‌, ଇ-କମର୍ସ ଓ ଡାଇନିଂ ଉପରେ ଆକର୍ଷଣୀୟ ଡିଲ୍ ସହ ବାର୍ଷିକ ଉତ୍ସବ ବୋନାଞ୍ଜା ଅଫର ଘୋଷଣା କରାଯାଇଛି । ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଂଟରନେଟ୍ ବ୍ୟାଙ୍କିଙ୍ଗ, କାର୍ଡଲେସ୍ ଇଏମ୍‌ଆଇ ଓ ଗ୍ରାହକ ଫାଇନାନ୍ସକୁ ବ୍ୟବହାର କରି ଏହି ଅଫରର ଲାଭ ଓ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ନିଜର ଡେବିଟ୍ ଓ କ୍ରେଡିଟ୍‌ କାର୍ଡରେ ସେମାନେ ନୋ କଷ୍ଟ୍ ଇଏମ୍‌ଆଇ ବିକଳ୍ପ ଚୟନ କରିପାରିବେ । ବ୍ୟାଙ୍କ ପକ୍ଷରୁ ଆଇଫୋନ୍ ୧୬ ଓ ଆପଲ୍ ଉତ୍ପାଦ ଉପରେ ସ୍ୱତନ୍ତ୍ର ଡିଲ୍ ପ୍ରଦାନ କରାଯାଉଛି । ଗ୍ରାହକମାନେ ନିଜର କ୍ରେଡିଟ୍ କାର୍ଡ କିମ୍ବା କ୍ରେଡିଟ୍ ଓ ଡେବିଟ୍ କାର୍ଡକୁ ବ୍ୟବହାର କରି ଇଏମ୍‌ଆଇରେ କିଣାକିଣି କଲେ ତୁରନ୍ତ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ପାଇପାରିବେ ।

ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକମାନେ ଆପଲ୍‌ର “ଆଇଫୋନ୍ ଫର୍ ଲାଇଫ୍‌’ କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ କରିପାରିବେ । ଏହା ଜରିଆରେ ସେମାନେ ୨୪୯୭ ଟଙ୍କାରୁ ଆରମ୍ଭ ହେଉଥିବା ୨୪ ମାସିଆ ସୁଧ ମୁକ୍ତ କିସ୍ତି ବିକଳ୍ପ ସହ ଆଇଫୋନ୍ ମଡେଲ୍ ଚୟନ କରିପାରିବେ । ଏଥିରେ ପୁରୁଣା ଆଇଫୋନ୍‌ର ବାଏବ୍ୟାକ୍ ବିକଳ୍ପ ଥିବା ବେଳେ ନୂଆ ଆଇଫୋନ୍‌କୁ ଅପ୍‌ଗ୍ରେଡ୍ କରିବା ସୁଯୋଗ ରହିଛି । ଗ୍ରାହକମାନେ ମିନ୍ତ୍ରାର ବିଗ୍ ଫେସନ୍ ଫେଷ୍ଟିଭାଲ୍‌ରେ ସ୍ୱତନ୍ତ୍ର ଅଫର ପାଇପାରିବେ । ସେମାନେ ଗୃହ ଋଣ, କାର୍ ଋଣ, ଦୁଇଚକିଆ ଗାଡ଼ି ଋଣ ଏବଂ ଶିକ୍ଷା ଋଣ ଉପରେ ଅଫର ପାଇପାରିବେ । ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା କହିଛନ୍ତି ଯେ, “ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ରିହାତି, ଅଫର ଏବଂ କ୍ୟାସ୍ ବ୍ୟାକ୍ ସହ “ଉତ୍ସବ ବୋନାଞ୍ଜାଌ୰୩୯; ଫେରାଇ ଆଣି ଆମେ ଆନନ୍ଦିତ ।

ବିଭିନ୍ନ ବର୍ଗରେ ପ୍ରମୁଖ ବ୍ରାଣ୍ଡ ସହ ସହଯୋଗିତା କରି ଆମେ ପାର୍ବଣ ଋତୁରେ ଏହି ଆକର୍ଷଣୀୟ ଅଫର ଏବଂ ରିହାତିଗୁଡ଼ିକୁ ପ୍ରସ୍ତୁତ କରିଛୁ । ତାହା ଆମର ଗ୍ରାହକମାନଙ୍କୁ ସେମାନଙ୍କର ପାର୍ବଣ ସପିଂର ସଦୁପଯୋଗ କରିବା ପାଇଁ ପ୍ରସ୍ତୁତ କରିଛି । ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍‌/ ଡେବିଟ୍ କାର୍ଡ, ଇଂଟରନେଟ୍ ବ୍ୟାଙ୍କିଙ୍ଗ୍‌, କଞ୍ଜ୍ୟୁମର ଫାଇନାନ୍ସ ଏବଂ କାର୍ଡଲେସ୍ ଇଏମଆଇ ଜରିଆରେ ଏହି ଡିଲ୍‌ ହାସଲ କରାଯାଇପାରିବ । ଗୃହ ଋଣ, କାର୍ ଋଣ, ଦୁଇ ଚକିଆ ଋଣ ଏବଂ ଶିକ୍ଷା ଋଣ ଉପରେ ସ୍ୱତନ୍ତ୍ର ଉତ୍ସବ ଅଫର ଘୋଷଣା କରି ଆମେ ଆନନ୍ଦିତ । ଆମର ବିଶ୍ୱାସ ଯେ ଏହି ଅଫର ଗୁଡ଼ିକ ପାର୍ବଣ ଋତୁକୁ ଆହୁରି ଆନନ୍ଦଦାୟକ ଏବଂ ଗ୍ରାହକଙ୍କ ପାଇଁ ଲାଭଦାୟକ କରିବ ।’’ ଉତ୍ସବ ବୋନାଞ୍ଜାରେ ଗ୍ରାହକମାନେ ଆଇଫୋନ୍‌, ଇଲେକ୍ଟ୍ରୋନିକ୍ସ, ଅନଲାଇନ୍ ସପିଙ୍ଗ, ଲାପ୍‌ଟପ୍‌, ଫେସନ୍‌, ଟ୍ରାଭେଲ୍‌, ଗ୍ରୋସରି, ଭୋଜନ ବରାଦ କରିବା, ଆସବାବପତ୍ର, ହୋମ୍ ଡେକର୍‌, ଶିକ୍ଷା ଋଣ, ଗୃହ ଋଣ ଓ ଦୁଇଚକିଆ ଋଣ ଉପରେ ସ୍ୱତନ୍ତ୍ର ଅଫର ପାଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

June 16, 2025
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

June 16, 2025

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version