No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁଭାରମ୍ଭ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହେଇଯାଇଛି l ଏହି ଅବସର ରେ ବିଧାୟକ ଶ୍ରୀ ମଲ୍ଲିକ ନିଜେ ପ୍ରଥମେ ଟୀକା ନେଇଥିଲେ l ଜିଲ୍ଲାବାସୀ ଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗର ହାତ ବଢ଼େଇ କନ୍ଧମାଳ କୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ ପ୍ରଶାନ୍ତ କୁମାର ତ୍ରିପାଠି ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ Dr କଲ୍ୟାଣୀ ମିଶ୍ର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ,ଜାତୀୟ ସ୍ୱାସ୍ଥ୍ୟ ମିଶନ ଶ୍ରୀ ମୋନରଞ୍ଜନ ସାହୁ, ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଆଶିଷ କୁମାର ମହାନ୍ତି,କାଉନସିଲର ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ସାଂସଦ ପ୍ରତିନିଧି ଅନିଲ କୁମାର ପ୍ରଧାନ , BJP ର ସାଧାରଣ ସମ୍ପାଦକ ଶ୍ରୀ ଲିଙ୍ଗରାଜ ଦଳବେହେରା ଆଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଯକ୍ଷ୍ମା ବିଭାଗ ର ଶ୍ରୀ ସଞ୍ଜୟ କୁମାର ସାହୁ ଓ ସୁନିଲ କୁମାର ପାତ୍ର ସୁଚାରୁ ରୁପେ ପରିଚାଳନା କରିଥିଲେ l

No Result
View All Result