No Result
View All Result
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ ଜିଲ୍ଲା :-> ରାଇକିଆ ଆରଏମସି ପରିସର ରେ ଭାଜପା ଜିଲ୍ଲା ସମବାୟ ପ୍ରକୋଷ୍ଠ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାଜପା ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀରଂଜନ ମଙ୍ଗରାଜ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,
ପୁର୍ବତନ ବିଧାୟକ ମନୋଜ ପ୍ରଧାନ, ଜିଲ୍ଲା ସଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । ସମବାୟ ପ୍ରକୋଷ୍ଠ ର ଜିଲ୍ଲା ସଂଯୋଜକ ପଦ୍ମ ଚରଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜିଲ୍ଳାର ବିଭିନ୍ନ ଅଞ୍ଚଳ ରୁ ସଦସ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସର ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ବିଭିନ୍ନ ଦଳ ର ସମବାୟ ସଦସ୍ୟ ମାନେ ଭାଜପା ରେ ସାମିଲ ହୋଇଥିଲେ ।
No Result
View All Result