No Result
View All Result
୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଭାରତ ସରକାର ଙ୍କ ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମାଇ ଭାରତ ଫୁଲବାଣୀ ତରଫରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ବ୍ଲକ ର ସ୍ୱେଚ୍ଛାସେବୀ ସାମିଲ ହୋଇ ଫୁଲବାଣୀ ସହର ର ଜଗନ୍ନାଥ ମନ୍ଦିର ପରିସରଏଂବ ସହର ବିଭିନ୍ନ ଜାଗାରେ ଅଳିଆ ଆବର୍ଜନା ସଫାକରି ପରିବେଶ କୁ ସ୍ୱଚ୍ଛ ରଖିଥିଲେ l
ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ ଓ ଉଧେଶ୍ୟ “ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ” ଅର୍ଥାତ ପରିବେଶ ସଫା ସୁତୁରା ରହିଵା ଦ୍ଵାରା ଜନସାଧାରଣ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା ପାଇପାରିବେ ଯାହାରୀ ଫଳରେ ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଢିବାରେ ସହାୟକ ହୋଇପାରିବ ବୋଲି ଜ଼ିଲ୍ଲା ଯୁବ ଅଧିକାର ନଭନୀତ କୁମାର ଅବଗତ କରିଥିଲେ ଏଂବ ଏହି କାର୍ଯ୍ୟକ୍ରମ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜ଼ିଲ୍ଲା ର ବିଭିନ୍ନ ବ୍ଳକ ରେ ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଥିଲେ l
କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସ୍ବେଛା ସେବୀ ମାନଙ୍କ ମଧ୍ୟରେ କମଳ ଲୋଚନ ଦେହୁରୀ,ସିବେନ୍ଦ୍ର ଦିଗାଲ,ଲଭ ଲି କଂହର,ପିଣ୍ଟୁ ସେଠି, ବିଜୟ ପ୍ରଧାନ, ରଞ୍ଜନ ବିନ୍ଧାଣୀ, ମିନି କଂହର, ରଚିତାରାଣୀ ସାହାଣୀ, କବିତା କର,ଭବାନୀ ଗୁରୁ, ଶ୍ରାବଣୀ ସାହାଣୀ, ମାମାଲି ସାହାଣୀ,ଏବଂ ସତ୍ୟବାନ ଦଳବେହେରା,ରାଜକିଶୋର ପ୍ରଧାନ, କଲ୍ୟାଣୀ କଂହର ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l
No Result
View All Result