No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ । ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ । ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି ହୋଇଛନ୍ତି ଯାଜପୁର ଜିଲ୍ଲାପାଳ ।
ସେହିଭଳି ନୟାଗଡ଼ଜିଲ୍ଲାପାଳ ଥିଲେ ସ୍ବଧା ଦେବ ସିଂଙ୍କର ବଦଳି ହୋଇଛି । ତାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଥିବାଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏପଟେ ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀରରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି । ବିଜୟ କେତନ କଟକ ବୋର୍ଡ ଅଫ୍ ରେଭିନ୍ୟୁ ବାରାଜସ୍ବ ପର୍ଷଦର ସଚିବ ଥିଲେ। ତାଙ୍କ ସ୍ଥାନରେ ଆଶିଷ ଠାକରେଙ୍କୁ ଏହି ନୂଆ ଦାୟିତ୍ବମିଳିଛି।
ଆଶିଷ ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ସେହିଭଳିନବରଙ୍ଗପୁର ଜିଲ୍ଲାପାଳ ଥିବା କମଳ ଲୋଚନ ମିଶ୍ର ହୋଇଛନ୍ତି ଓସଡମାର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଥିବାଡା. ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।ସେହିଭଳି ବିଜୟ କୁମାର ଦାଶ ଗଜପତି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପତୱାରୀ ରାୟଗଡ଼ାଅମୃତ ଋତୁରାଜ କନ୍ଧମାଳ, ସିଦ୍ଦେଶ୍ବର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ ଭାବେନିଯୁକ୍ତି ମିଳିଛି। ସେହିଭଳି ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କଟକ, ପାୱାର ସଚିନ ପ୍ରକାଶ କଳାହାଣ୍ଡି, ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼,
ମନୋଜ ସତ୍ୟବାନ ମହାଜନ ସୁନ୍ଦରଗଡ଼, କବୀନ୍ଦ୍ର କୁମାର ସାହୁ ଦେବଗଡ଼, ମଧୁସୂଦନ ଦାଶ ନୂଆପଡ଼ା, ସୁବ୍ରତ କୁମାର ପଣ୍ଡା ବୌଦ୍ଧସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ବର ଜିଲ୍ଲାପାଳ ହୋଇଛନ୍ତି।ସୋମେଶ କୁମାର ଉପାଧ୍ୟାୟଢେଙ୍କାନାଳ, ଆଶିଷ ଇଶ୍ବର ପାଟିଲ ମାଲକାନଗିରି, ସ୍ମୃତି ରଂଜନ ପ୍ରଧାନ କେନ୍ଦ୍ରାପଡ଼ା,ପାରୁଲ ପତୱାରୀ ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଦେଶ୍ବର ବଳିରାମ ବନ୍ଦର ସମ୍ବଲପୁରସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ବର, ଶୁଭଙ୍କର ମହାପାତ୍ର ନବରଙ୍ଗପୁର ଏବଂ ହେମକାନ୍ତ ସଏ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।

No Result
View All Result