No Result
View All Result
୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକର ବିଭିନ୍ନ ପଂଚାୟତର ଥିବା ଗ୍ରାମ ମାନଙ୍କରେ ବର୍ଷା ପାଣି ରାସ୍ତା ଓ ସାହି ଭିତରେ ଜମି ରହିଥିବାର ଦେଖିବାକୁ ମିଳୁଛି । ଏହା ଦ୍ବାରା ମଶା ଓ ମାଛି ବଂଶ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।
ଏପରିକି ରାସ୍ତା ଉପରେ ଦୀର୍ଘ ଦିନ ଧରି ଜଳ ଜମି କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିବାରୁ ଯାତାୟାତ କରୁଥିବା ପଥଚାରୀ ମାନେ ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜର ଆବଶ୍ୟକତା ରହିଥିବାରୁ ପ୍ରଶାସନକୁ ସାଧାରଣରେ ଦାବୀ ଗଣ ମାଧ୍ୟମ ଜରିଆରେ ଜଣାଇଛନ୍ତି ।

No Result
View All Result