• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁରର ଟ୍ରାଫିକ ସମସ୍ୟା ଉତ୍କଟ ହେଲାଣି : ରାସ୍ତା ପାଲଟିଛି ମରଣ ଯନ୍ତା – ସ୍ଥାନୀୟ ବିଧାୟିକା ଓ ସାଂସଦ ନୀରବ ଦ୍ରଷ୍ଟା

Proprietor Abhimanyu Maharana by Proprietor Abhimanyu Maharana
October 30, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁରର ଟ୍ରାଫିକ ସମସ୍ୟା ଉତ୍କଟ ହେଲାଣି : ରାସ୍ତା ପାଲଟିଛି ମରଣ ଯନ୍ତା – ସ୍ଥାନୀୟ ବିଧାୟିକା ଓ ସାଂସଦ ନୀରବ ଦ୍ରଷ୍ଟା
Share on FacebookShare on TwitterWhatsapp

ରଣପୁରରେ ଟ୍ରାଫିକ ସମସ୍ୟା ଉତ୍କଟ ହେଲାଣି. ରାସ୍ତା ମରଣ ଯନ୍ତା ପାଲଟି ଥିବାବେଳେ ସ୍ଥାନୀୟ ବିଧାୟିକା ତଥା ଓଡିଶା ବିଧାନସଭାର ବାଚସ୍ପତି ନୀରବ ଦ୍ରଷ୍ଟା ସାଜିଛନ୍ତି .

ପାଲା ପୂଜା ମଣ୍ଡପ ବୁଲୁଥିବା କଥାକୁହା ସାଂସଦଙ୍କୁ କେବେ ଦୃଷ୍ଟି ଗୋଚର ହେବ l ରଣପୁରର ଟ୍ରାଫିକ ସମସ୍ୟା ..? ଏବଂ କେବେ ଆଣିବେ ରଣପୁରରେ ବିକାଶ ?

ରଣପୁର ବିଧାୟିକା ଓ ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା କୁ ଅଣଦେଖା କରିବା ଭବିଷ୍ୟତରେ ରଣପୁରର ବିକାଶ କେଉଁ ଆଡ଼କୁ ଗତି କରିବ ତାହା ରାଜନୀତି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଟ୍ରାଫିକ ବ୍ୟବସ୍ଥା ରଣପୁର ଲୋକଙ୍କ ପାଇଁ ସ୍ବପ୍ନ ହୋଇ ରହିଯିବନି ତ ? ବିକାଶ ନାଁ ରେ ପ୍ରବଳ ନେତା ନେତ୍ରୀ ଦେଖିବାକୁ ମିଳୁଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟ ଦୁର୍ବଳ ହୋଇ ପଡ଼ି ରହିଛି କାହିଁକି ?

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଣପୁର ଏନଏସିର ଦକ୍ଷ କାର୍ଯ୍ୟକାରୀ ଅଧିକାରୀ ଓ ସୁସଂଗଠକ ଅଧ୍ୟକ୍ଷା ଥାଉଁ ଥାଉଁ ଲୋକଙ୍କ କାର୍ଯ୍ୟରେ ଅବହେଳିତ କାହିଁକି  ? ସାଧାରଣରେ ପ୍ରଶ୍ନ ଉଠିଛି… ରଣପୁର ନିର୍ବାଚନ ମଣ୍ଡଳୀରେ ରଣପୁର ବ୍ଲକ୍ କୁ ଏନଏସି ତଥା ସହରାଞ୍ଚଳ ହେବାର ଦଶ ବର୍ଷ ବିତିଯାଇଥିଲେ ହେଁ ଏନଏସିରେ ସଧାରଣ ଜନତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ହୋଇପାରିଲା ନାହିଁ ।ଏନଏସିରେ ଦକ୍ଷ ଅଧିକାରୀ ଥାଉ ଥାଉ ଏନଏସିର କାର୍ଯ୍ଯକାରିତା ଦକ୍ଷତା କୁ ବୁଦ୍ଧିଜୀବି ମାନେ ନିନ୍ଦା କରିଆସୁଛନ୍ତି । ଏନଏସିର ସୁସଂଗଠକ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ନେତୃତ୍ବରେ ରଣପୁରର ଉନ୍ନୟନ ମୂଳକ କାର୍ଯ୍ୟ ଭାର ରହିଥିବା ବେଳେ ଚାରି ଛକ ଗୁଡିକରେ ଏ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଦେଖିବାକୁ ମିଳିଲା ନାହିଁ ।ଦୁଇ ଦୁଇ ଥର ଏନଏସିର ଜନସାଧାରଣ ଉପଯୁକ୍ତ ଚେୟାରମ୍ୟାନ୍ ଚୟନ କରିଥିଲେ ମଧ୍ୟ ଯାନ ବାହନ ଗୁଡିକ ପାଇଁ ଟ୍ରାଫିକ ସୁବିଧା ନଥିବା ଜନ ଅସନ୍ତୋଷର କାରଣ ସାଜିଛି ।  ତେବେ ଜନ ସାଧାରଣଙ୍କ ସୁରକ୍ଷା ଏବଂ ସୁବିଧା ଜନକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ଏନଏସିର ମୂଳ ଲକ୍ଷ୍ୟ ହେବା କଥା ଯାହାକି ରଣପୁର ଏନଏସିରେ ଦେଖାଯାଉନାହିଁ ।ଆଜିକା ଦିନରେ ବିଜେଡି ସରକାରରେ ନିର୍ମିତ ଅନେକ ପ୍ରକଳ୍ପ ଗୁଡ଼ିକ ଖତ ଖାଉଥିବା ବେଳେ ଜନ ସାଧାରଣଙ୍କ ସଡ଼କ ଦୁର୍ଘଟଣା ଭଳି ଅସୁବିଧାର ସମ୍ମୁଖୀନ କୁ ରୋକିବା ପାଇଁ ଚାରି ଛକ ସ୍ଥାନ ଗୁଡ଼ିକରେ ଟ୍ରାଫିକ ବ୍ୟବସ୍ଥା କରିବା ନିହତି ଆବଶ୍ୟକ ଥିଲେ ହେଁ ଏଯାବତ୍ ପ୍ରଶାସନର ଦୃଷ୍ଟି ଗୋଚର ହୋଇନାହିଁ ।ରଣପୁର ହାଟ ସାହି ମାଛ ମାର୍କେଟ ଚାରି ଛକ , ଥାନା ପଞ୍ଚୁଦୋଳ ପଡିଆ ମେଡିକାଲ ଛକ,ଜଗନ୍ନାଥ ମନ୍ଦିର ଶାମୁକା ସାହି ପରିବା ବଜାର ଛକ, PWD ବସ୍ ଷ୍ଟାଣ୍ଡ ହନୁମାନ ମନ୍ଦିର ଚାରି ଛକ , ତହସିଲ ଅଫିସ୍ ଏନଏସି ତ୍ରି ଛକ , ଶାମୁକା ସାହି ସ୍ଵପ୍ନେଶ୍ୱର ମନ୍ଦିର ଚାରି ଛକ ଗୁଡିକରେ ଟ୍ରାଫିକ ବ୍ୟବସ୍ଥା ନଥିବା କାରଣରୁ  ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି  ।ସେହିଭଳି ଉକ୍ତ ଛକ ଗୁଡ଼ିକରେ ବାରମ୍ଵାର ସଡ଼କ ଦୁର୍ଘଟଣା ହେବା ପରେ ମଧ୍ୟ ପ୍ରଶାସନ ଯମଦୂତ ପରି ସାଜିଛି ନୀରବ ଦ୍ରଷ୍ଟା । ହାଟସାହି ଚାରି ଛକ ଏକ ଗୁରୁତ୍ୱପୂର୍ଣ୍ଣ ଛକ ଯେଉଁଠି କି ନୟାଗଡ ଓ ସୁନାଖଳା ରାଜରାସ୍ତାକୁ ସଲଗ୍ନ ହୋଇଛି । ଉକ୍ତ ଛକରେ ଭାରି ଯାନ ବାହନ ଯାତାୟତ ସହିତ ସ୍ଥାନୀୟ ଜନ ସାଧାରଣଙ୍କ ଯାତାୟାତରେ ଭିଡ଼ ପରିଲକ୍ଷିତ ହୋଇଥାଏ ।ସେହି ସ୍ଥାନରେ ବ୍ୟାପକ ରୂପେ ଟ୍ରାଫିକର ନିତ୍ୟାନ୍ତ ଆବଶ୍ୟକ ଥିଲେ ହେଁ ସେଠାରେ କୌଣସି ଟ୍ରାଫିକ ସୁବିଧା ନଥିବା ସାଧାରଣରେ ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି ।  ରଣପୁର ସହରାଞ୍ଚଳରେ ଜନ ଗହଳି କାରଣରୁ ସଦା ସର୍ବଦା ଦୁର୍ଘଟଣାର ଆଶଙ୍କା ଲାଗି ରହିଥିବା ବେଳେ ପ୍ରଶାସନ ଠାରୁ ଆରମ୍ଭ କରି ଏନଏସିର ଦକ୍ଷ ଅଧିକାରୀ ଓ ଅଧ୍ୟକ୍ଷା ପର୍ଯ୍ୟନ୍ତ କାହାର ଏଥିପ୍ରତି ଭୃକ୍ଷେପ ନଥିବା ଦେଖିବାକୁ ମିଳିଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।ରଣପୁର ଏନଏସିରେ ଏଭଳି ସମସ୍ୟାକୁ ଦୂରୀଭୂତ କରିବା ପାଇଁ କଥା କୁହା ସାଂସଦ ଏବଂ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କୁ କେବେ ଟ୍ରାଫିକ ସମସ୍ୟା ଦୃଷ୍ଟି ଗୋଚର ହେବ ତାହା ଦେଖିବାକୁ ବାକି ରହିଲା । ନିର୍ବାଚନ ପରେ ଏନଏସିର ଅନେକ ସଭା ସମିତି, ପାଲା, ସଂକୀର୍ତ୍ତନ, ପୂଜା ମଣ୍ଡପ ଇତ୍ୟାଦି ପରିଭ୍ରମଣ କରିବା ନିମନ୍ତେ ଦଳୀୟ ନେତା ନେତ୍ରୀ ମାନଙ୍କର ଧାଡ଼ି ପହଣ୍ଡି ଲାଗି ରହିଥିଲେ ହେଁ lରଣପୁର ସହରାଞ୍ଚଳର ବିକାଶ ଓ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ତତ୍ପରତା ଦେଖାଯାଉନଥିବା ସାଧାରଣରେ ପ୍ରକାଶ ପାଉଛି । ଜନସାଧାରଣଙ୍କ ସୁରକ୍ଷାକୁ ଆଖିଆଗରେ ରଖି ନେତା ନେତ୍ରୀ ମାନେ କେବେ ଟ୍ରାଫିକ ସମସ୍ୟା ଉପରେ ଦୃଷ୍ଟି ଦେବେ ଏବଂ ଆଗକୁ ରଣପୁର ଏନଏସିରେ ଡବଲ ଇଞ୍ଜିନ ସରକାର କେଉଁ ଭଳି ବିକାଶ ଆଣିବେ ତାହା ଦେଖିବାକୁ ବାକି ରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

April 30, 2026
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

April 30, 2026
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

Glowing Tribute paid to Late Sudipta Mohanty

April 30, 2026
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

April 30, 2026
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version