• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିଆଁ ର ଆଁ ଭିତରେ ଦଶପଲ୍ଲା ବନାଂଚଳ

Proprietor Abhimanyu Maharana by Proprietor Abhimanyu Maharana
February 3, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ନିଆଁ ର ଆଁ ଭିତରେ ଦଶପଲ୍ଲା ବନାଂଚଳ
Share on FacebookShare on TwitterWhatsapp

* ବଳାଗ୍ନି ମୁକାବିଲା ପାଇଁ କଟାଯିବ ଫାୟାରଲାଇନ୍ l

* ସନ୍ଦେହ ଘେରରେ ବନ ସୁରକ୍ଷା ସମିତି ର ଭୂମିକା l

0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ଚଳିତବର୍ଷ ମାଘ ମାସ ଶେଷ ନ ହେଉଣୁ ରାଜ୍ୟରେ ଆରମ୍ଭହୋଇଚଲାଣି ଗ୍ରୀଷ୍ମ ପ୍ରବାହ , ଯାହାକି ଏବେଠାରୁ ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରନହିଲାଣି । ଏବେଠାରୁ ଏଭଳି ଗ୍ରୀଷ୍ମପ୍ରଦାନ ନେଇ ବନାନ୍ତିକୁ ମୁକାବିଲା ପାଇଁ ଅଣ୍ଟା ଭିଡିରାଣି ବନବିଭାଗ । ଗାଁ ରେ ବନସୁରକ୍ଷା ସମିତି (ଲି-ଏସ୍.ଏସ୍) କମିଟି ଗଠନ କରାଯାଇଛି , ମାତ୍ର ହାତଗଣତି ୨/୩ଟିକୁ ଛାଡ଼ିଦେଲେ କୌଣସି ଭିଏସ୍ଏସ୍ କାମ କରୁନଥିବା ବନଞ୍ଚଳ ଅଧିକାରୀ ସୁଦର୍ଶନ ଦେତୁରୀ କରିଛବି । ବଡ଼କଥା ହେଉଛି, ଜିଲ୍ଲାର ୨ଟି ବନାଞ୍ଚଳ ମଧ୍ୟରେ ଦଶପଲା ବନାଞ୍ଚଳଟି ଆୟତନରେ ସବୁଠାରୁ ବଡ଼ । ଯାହାକି ୨୩୩,୯୨୯ ସ୍କୋୟାର କିମି ରହିଛି । ହେଲେ ବନାଗ୍ନିକୁ ମୁତାବିଲା କରିବା ପାଇଁ ବନାଞ୍ଚଳରେ ନାହାନ୍ତି ଆବଶ୍ୟକ ବନ କର୍ମଚାରୀ । ୬ଟି ସେକ୍ସନରେ ୨୪ଟି ବିଟ୍ ହାଉସ ରହିଛି।

ଯାହାଳି ୮ ଜଣ ବନପାଳ ରହିଥିବା ବେଳେ ୨୪ ଜଣ ବନ୍ଦରକ୍ଷୀଙ୍କ ସ୍ଥାନରେ ମାତ୍ର ୫୦ ପ୍ରତିଶତ ବା ୧୨ ଜଣ ବତରକ୍ଷୀ ରହିଛନ୍ତି । ସେହିଭଳି ଏଜେ ପ୍ରୋଟେକ୍ସନ ଓ ହାତୀ ଘଉଡ଼ାଇବା ପାଇଁ ୪୧ ଜଣ ସ୍କାର୍ଡ ରହିଥିବା ବେଳେ ,ନିଆଁ ପାଇଁ ଆଉ ୧୦ ଜଣ ସ୍ନାତ୍‌ ନିଯୁକ୍ତି ହେବେ ବୋଲି ବନାଂଚଳ ଅଧିକାରୀ ଶ୍ରୀ ଯେହୁରୀ କରିଛନ୍ତି । ଦଶପଲ୍ଲା ବନାଞ୍ଚଳରେ ଜଳିତବର୍ଷ ଶହେ କିମି ଫାୟାର୍ ଲାଇନ୍ କଟାଯିବାକୁ ଲକ୍ଷ୍ୟ ରଖା ଯାଇଛି । ସମଗ୍ର ମେକ୍ସନକୁ ଏ ନେଇ ଟାର୍ଗେଟ ଦିଆଯାଇଥିବା ସେ କହିଛନ୍ତି ।

ଯାହାକି ଏବେ ବିଭିନ୍ନ ସେକ୍ସନରେ ଫାୟାର୍ ଲାଇନ୍ କଟା ଆରମ୍ଭ ହୋଇଛି । ନିଆଁକୁ ଆୟତ କରିବା ପାଇଁ ୨୯ଟି କ୍ଲୋପର୍ ମେସିନ୍ ମହଜୁଦ ରହିଛି । ସବୁଠାରୁ ବଡ଼କଥା ହେଉଛି, ଜଙ୍ଗଲ ସୁରକ୍ଷା ଏବଂ ବନାଗ୍ନି ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦଶପଲ୍ଲାରେ ୩୬ଟି ଭି ଏସ୍ ଏସ୍ ଗଠନ କରାଯାଇଥିଲା । ମାତ୍ର ଏବେ ୨ରୁ ୩ଟି କମିଟି କାମ କରୁଥିବା , ଅନ୍ୟ ସମସ୍ତ କମିତି ଜଙ୍ଗଲ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ପ୍ରତିବର୍ଷ ନଙ୍ଗର ସୃଷ୍ଟି ନିମନ୍ତେ ଲକ୍ଷଲକ୍ଷ ସଂଖ୍ୟାରେ ଚାରାରୋପଣ ହେଉଥିବା ବେଳେ , ଚନାଗ୍ନୀ ରେ ତାହା ଜଳିପୋଡ଼ି ଝାରଖାର ହେଉଥିବା ଦୃଖିବାକୁ ମିଳୁଛି । ଏଥିସହିତ ବନ୍ୟଜନ୍ତୁ ମଧ୍ୟ ନଳିପୋଡ଼ି ଛାରଖୀର ହେଉଛନ୍ତି । ଏମବୁ ମଧ୍ୟରେ ବନବିଭାଗ ନିକଟରେ ମାନବ ସମ୍ବଳର ଅଭାବ ସାଙ୍ଗକୁ ଭିଏସ୍ଏସ୍‌ର ନିଷ୍କ୍ରିୟତା ବନବିଭାଗ ପାଇଁ ଏବେ ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏପଟେ ଏବେ ଗାଁଗାଁରେ ବୈଠକ ବସାଯାଇ ଲୋକଙ୍କୁ ସଚେତନ କରା‌ଯିବା ସହ ସଚେତନତା ରଥ ପରିକ୍ରମା କରାଯିବା ପାଇଁ ଯୋଜନା ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

October 1, 2026
ଫୁଲନଖରା – ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ

ଫୁଲନଖରା – ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ

October 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version