ଗଞ୍ଜାମ

କାଶୀନଗର ବ୍ଲକ ଜୋନ୍ ୧ର ଜିଲ୍ଲାପରିଷଦ ପାଇଁ ବିଜେଡ଼ି ଦଳରପାର୍ଥୀ ଜି.ତିରୁପତି ରାଓ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ୨ ଟି ଜୋନ୍ ରହିଛି।ଆଜି...

Read moreDetails

ଗଜପତିଜିଲ୍ଲାରେଆସନ୍ତା ତ୍ରୀ-ସ୍ତରୀୟପଞ୍ଚାୟତ ନିର୍ବାଚନ ଲାଗି ମାଷ୍ଟର ଟ୍ରେନର ମାନଙ୍କୁତାଲିମ ପ୍ରଦାନ l

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳିନୀକକ୍ଷ...

Read moreDetails

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଂଗଠନ ଓ ୟୁ ଟେକ୍ କମ୍ପ୍ୟୁଟରଏଜୁକେଶନର ମିଳିତ ଆନୁକୁଲ୍ୟରେ ପଣ୍ଡିତ “ନରସିଂହ ଗୌଡଙ୍କୁ” ସମ୍ୱର୍ଦ୍ଧନାଜ୍ଞାପନ

ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଅପରାହ୍ନରେ "ପ୍ରଗତିମହିଳାସଂଗଠନ" ଏବଂୟୁ ଟେକ୍ କମ୍ପ୍ୟୁଟର ଏଜୁକେଶନ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କମ୍ପ୍ୟୁଟର ଶିକ୍ଷା...

Read moreDetails

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କେ.ସୀତା ପୁର ଗ୍ରାମ ପଞ୍ଚାୟତ ରେ ନଣନ୍ଦ ଭାଉଜ ମଧ୍ୟରେ ଟକ୍କର ରାଜନୈତିକ ବାତାବରଣ ସରଗରମ

ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳା ଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀନଗର ବ୍ଲକ ରେ ଥିବା କେ.ସୀତା...

Read moreDetails

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ବ୍ଲକରେ ବିଜେଡ଼ି ପ୍ରଚାରରେ ଅଗୁଆ

ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଆଦିବାସି ଅଧ୍ୟୁଷିତ କଂଗ୍ରେସ ଦଳର ଦୁର୍ଗଭାବେ ପରିଚିତ ଗୁମ୍ମା ବ୍ଲକ ଅନ୍ତର୍ଗତ...

Read moreDetails

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗୋମାଙ୍ଗ ଦ୍ବାରା ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ ବ୍ଲକରେ କଂଗ୍ରେସ ଦଳ ତତ୍ପରତା...

Read moreDetails

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଜେଡ଼ିର ଦାୟିତ୍ଵ ଡ. ତିରୁପତି ପାଣିଗ୍ରାହୀ ମଙ୍ଗ ଧରିବା ପରେ ବିଜେଡ଼ି ଦଳର ଦବ ଦବା ବଢ଼ିଛି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ଦଳକୁ ବୁଥ ରେ ଏ ଜେଣ୍ଟ...

Read moreDetails

ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତରଙ୍ଗଡା ପଞ୍ଚାୟତର ଆମ୍ବଝିରି ଓ ଅଣ୍ଡର ସିଂ ଗ୍ରାମର ୨୦୦ରୁ ଉର୍ଦ୍ଧ ବିଜେପି କର୍ମୀ ବିଜେଡ଼ି ଦଳରେ ଯୋଗଦାନ କଲେ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତର ଆମ୍ବାଝାରି ଓ ଅଣ୍ଡରର୍ସିଁ ଗ୍ରାମର ୨୦୦ ଉର୍ଦ୍ଧ ବିଜେପି...

Read moreDetails

ରାୟଗଡ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟାଳୟ ଉଦ୍ଘାଟିତ…

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ରବିବାର) ରାୟଗଡ :- ସାରା ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଈଁ ସମସ୍ତ ରାଜନୈତିକ ଦଳ ଅଣ୍ଟା...

Read moreDetails
Page 55 of 150 1 54 55 56 150
  • Trending
  • Comments
  • Latest

Recent News