No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ୨ ଟି ଜୋନ୍ ରହିଛି।ଆଜି ବିଜେଡ଼ି ତରଫରୁ ଜୋନ୍ ୧ ର ବୁଡ଼ୁରା ପଞ୍ଚାୟତ ର ୱାନା ଗ୍ରାମ ରୁ ପ୍ରଚାର ପାଇଁ ଅନୁକୂଳ କରିଛି ବିଜେଡ଼ି।ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ,ପ୍ର. ମରୁତ ପାଳ, ରୁପେଷ ପାଣିଗ୍ରାହୀ, ବୁଦୁ ର।
ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ସଞ୍ଜୟ ମିଶ୍ର ସମିତି ସଭ୍ୟ ପ୍ରାର୍ଥୀ ଆର୍ ବାବୁ ରାଓ ବହୁ ବିଜେଡ଼ି ନେତା କାଶୀନଗର ବ୍ଲକ ସଭାପତି ଆର୍ ରାମ୍ ପ୍ରସାଦ ଯୋଗ ଦେଇ ପ୍ରଚାର ର ମୁହୂର୍ତ୍ତ କରିଛନ୍ତି।ସେପଟ ଜୋନ୍୨ ରେ ଖରାଡ଼ା ପଞ୍ଚାୟତ ରେ ମଧ୍ୟଜିଲ୍ଲାପରିଷଦପ୍ରାର୍ଥୀଜିତିରୁପତିରାଓ, ସରପଞ୍ଚ ପ୍ରାର୍ଥୀ ଅଖିଳ ପାତ୍ର ସମିତି ସଭ୍ୟ ପ୍ରାର୍ଥୀ ଘର ଘର କୁ ବୁଲି ପ୍ରଚାର ଜୋରଦାର କରିଛନ୍ତି ।

No Result
View All Result