ଗଞ୍ଜାମ

ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା – ମାଙ୍କ ନୂତନ ଭବ୍ୟ ମନ୍ଦିର

ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ ଉତ୍ସବ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କ ମଙ୍ଗଳ...

Read moreDetails

କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ 

ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର / ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରେବିଙ୍ଗିଆ ପଞ୍ଚାୟତ ସଭାଗୃହରେ କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ...

Read moreDetails

ବିଶ୍ବ ଓଡ଼ିଶା ଓ ନାୟକ ଫାଉଣ୍ଡେସନ, ୟୁକେ ମିଳିତ ଆନୁକୂଲ୍ୟରେ  ଭଞ୍ଜନଗର

ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର /ଗଞ୍ଜାମ :- ଗଞ୍ଜାମ ଠାରେ  ମାନବତା ଅଭିଯାନ (Campaign for Humanity)   କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।...

Read moreDetails

ବାବାସାହେବ୍ ଆମ୍ବେଦକର ନୋବେଲ୍‌ ଆୱାର୍ଡ ପାଇଲେ : ସମାଜସେବୀ ଶ୍ରୀ ପ୍ରଶାନ୍ତ ମାଲୁ

ଓଡିଶା ନା ରଖିଛନ୍ତି ଗଞ୍ଜାମ ବ୍ରହ୍ମପୁର ସହର ବାବାସାହେବ ଆମ୍ବେଦକର ନୋବେଲ ଆୱାର୍ଡ ପାଇଲେ ସମାଜସେବୀ ଶ୍ରୀ ପ୍ରଶାନ୍ତ ମାଲୁ ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ...

Read moreDetails

ହିଞ୍ଜିଳି ଓ ଶେରଗଡର ପୌର ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମସ୍ତେ ମିଳିମିଶି : କଠିନ ପରିଶ୍ରମ କରି ଅଞ୍ଚଳର ବିକାଶକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଓଡ଼ିଶା ତାଜା ନ୍ୟୁଜ୍  /୨୨ ଏପ୍ରିଲ, ଶୁକ୍ରବାର / ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ...

Read moreDetails

ଗଜପତି ଜିଲ୍ଲା ରାମଗିରି ବନ ବିଭାଗ ଦ୍ବାରା ମହେନ୍ଦ୍ରଗଡ ପଞ୍ଚାୟତର ଖମାରୀ ସାହି ଗ୍ରାମରୁ ବାଘଛାଲ ଜବତ ଜଣେ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ତରଫରୁ ବାଘଛାଲ ଜବତ କରାଯାଇଥିବା ସହ...

Read moreDetails

ଶିଶୁ ସୁରକ୍ଷା କ୍ଷେତ୍ରରେସାରାଦେଶରେ୨୦ଜିଲ୍ଲା ମଧ୍ୟରୁ ଗଜପତିଜିଲ୍ଲାସ୍ଥାନପାଈଓଡିଶାକୁକରିଛି ଗର୍ବିତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :- ଶିଶୁ ସୁରକ୍ଷା କ୍ଷେତ୍ରରେ ସାରା ଦେଶରେ ଗଜପତି ଜିଲ୍ଲାକୁ ସଫଳତା ମିଳିଛି ଏକଦା ଶିଶୁ...

Read moreDetails

ଗଜପତି ଜିଲ୍ଲାର ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ତନୁଜା ଶତପଥୀ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ରଗଜପତି ଜିଲ୍ଲାପାଇଁ ପାଇଲେ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ର ଅଗ୍ରଣୀ ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀ ଆନ୍ତର୍ଜାତୀୟ...

Read moreDetails

ପାରଳାଖେମୁଣ୍ଡି ପୌର ରାଜନୀତି ସରଗରମ :- ପୌର ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ଫର୍ମ ନେଲେ କଂଗ୍ରେସ ଦଳର ପୂର୍ବତନ କାଉନସିଲର ଖଗେଶ୍ଵରୀ ବେହେରା

ପାରଳାଖେମୁଣ୍ଡି :- ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗତକାଲି ୨ ତାରିଖ ଠାରୁ ଆରମ୍ଭ ହୋଇ ଯାଇଥିବା ବେଳେ ଏଥିପାଇଁ ସମଗ୍ର ପାରଳା...

Read moreDetails

ରାଜ୍ୟରେ ସାମ୍ବାଦିକ ମାନଙ୍କଉପରେ ଆକ୍ରମଣ କୁ ନେଇ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାମୋହନା ବ୍ଲକସାମ୍ବାଦିକ ସଂଘ (ଏମଜେୟୂ) ପକ୍ଷରୁ ସ୍ଥାନୀୟ ପିଡବ୍ଲ୍ୟୁଡି ଡାକ ବଙ୍ଗଳା ପରିସରରେ ରାଜ୍ୟରେ କର୍ମଜୀବି ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିବାଦ ଓ...

Read moreDetails
Page 52 of 150 1 51 52 53 150
  • Trending
  • Comments
  • Latest

Recent News