ଗଜପତି

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବି. ସିତାପୁର ଗ୍ରାମରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପାରଳାଖେମୁଣ୍ଡି  :- ଗଜପତିଜିଲ୍ଲା ଗୋଷାଣୀ ବ୍ଲକଅନ୍ତର୍ଗତ ବି.ସି ତାପୁରଗ୍ରାମରେ ଜାତୀୟ କର୍କଟରୋଗ ସଚେତନତା ଦିବସ ଗୁରାଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ...

Read moreDetails

ଗଜପତି ଜିଲ୍ଲା ଅଡବାଥାନା ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ନିକଟରେ ଏକ ପଥଚାରୀ ଙ୍କ ପଛପଟୁ ଏକ ଏକ୍ସଭିୟୁ ପଛପଟୁ ଧକ୍କା ଦେବା ଫଳରେ ପଥଚାରିଙ୍କ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ନିକଟରେ ଏକ କାର ଧକ୍କାରେ ପଥଚାରୀ...

Read moreDetails

ପାରଳାଖେମୁଣ୍ଡି ବନବିଭାଗ ପକ୍ଷରୁ ୩ୟବାଟା ଲିୟନ ପୋଲିସ ଗାଡିରୁ ଟିକ୍କାଠଜବତ ଘଟଣାକୁ ନେଇ ତଦନ୍ତ ପାଇଁ ପାରଳାଖେମୁଣ୍ଡିରେ ରାଜ୍ଯ ପୋଲିସ ବିଭାଗରଏଡିଜି ଆର.ପି.କୋଚେ

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପାରଳାଖେମୁଣ୍ଡି :- ୩ୟ ପୋଲିସ ବାଟାଲିୟନର ଭ୍ୟାନରେ ଶାଗୁଆନ କାଠ ଚୋରାଚାଲାଣ ଓ ଜବତ ଘଟଣାକୁ ନେ଼ଇ ବଦନାମ...

Read moreDetails

ଶିକ୍ଷକ ଏମ୍. ରବିକୁମାର ନୁଆ ଜେରାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ବ ଗ୍ରହଣ କଲେ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଶାଣି ବ୍ଳକଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ...

Read moreDetails

କାଶୀନଗର ବ୍ଲକ ମିନିଗାଁ ନିକଟରେଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଚାଳକର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର)  ପାରଳାଖେମୁଣ୍ଡ :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗାଁ ଗ୍ରାମ ନିକଟରେ ଗଛକୁ ପିଟି ହେବା ଫଳରେ...

Read moreDetails

ଗଜପତି ଜିଲ୍ଲାରଅଗ୍ରଣୀସ୍ବେଛାସେବୀସଂଗଠନ ସିସିଡି ପକ୍ଷରୁ ଚାଷୀଙ୍କ ସଚେତନତା ପାଇଁ ସଚେତନ ରଥର ଗୁମ୍ମା ଠାରେ ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ଠାରେ ଥିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ...

Read moreDetails

ମମିତା ମେହେରଙ୍କ ପରିବାରଙ୍କୁ ନ୍ୟାୟଓମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫାଦାବିକରିବିଜେପି ପକ୍ଷରୁ ୧୨ଘଣ୍ଟିଆଗଜପତି ଜିଲ୍ଲା ବନ୍ଦ ଡାକରା

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି...

Read moreDetails

ଶିକ୍ଷୟତ୍ରୀ ନମିତା ମେହର ମୃତ୍ୟୁ ଘଟଣାରେ ବିଜେପି ପକ୍ଷରୁ ରାୟଗଡ଼ ବନ୍ଦ ସଫଳ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ରାୟଗଡ଼ :- ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି...

Read moreDetails

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଭାନ୍ନା ଗ୍ରାମରେ ଶୀତବସ୍ତ୍ର ବାଣ୍ଟିଲେ ଯୁବରାଣୀ କଲ୍ୟାଣୀ ଦେବୀ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଭାନ୍ନା ଗ୍ରାମକୁ ପାରଳାଖେମୁଣ୍ଡି ରାଜକୁମାରୀ ତଥା ବିଜେଡି ନେତ୍ରୀ ସୁଶ୍ରୀ କଲ୍ୟାଣୀ...

Read moreDetails

ଗଜପତି ଜିଲ୍ଲା ଗୋଷାଣୀବ୍ଲକ ବିଡ଼ିଓ କିଶୋର ଚନ୍ଦ୍ର ଦାସଙ୍କ କେରାଣ୍ଡି ପଞ୍ଚାୟତର ବିଭିନ୍ନଅଞ୍ଚଳ ଗସ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ କିଶୋରଚନ୍ଦ୍ର ଦାସ କେରାଣ୍ଡି ପଞ୍ଚାୟତର ବିଭିନ୍ନ...

Read moreDetails
Page 364 of 443 1 363 364 365 443
  • Trending
  • Comments
  • Latest

Recent News