No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଫ୍ରେବୃଆରୀ ,ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତପୂତାର ଗ୍ରାମ ପଞ୍ଚାୟତର ଏକ ଦୁର୍ଗମ ଓ ଆଦିବାସୀ ଅଞ୍ଚଳ ଭାବେ ପରିଚିତ ବୁରୁସିଁ ଠାରୁ ବାଲୁସାହି ୨କିମି ପାହାଡ଼ିଆ ରାସ୍ତା ଅତି ଦୟନୀୟ ଅବସ୍ଥାରେ ଥିବାଏବଂଗମନା ଗମନରେ ଆବ୍ୟବ୍ୟସ୍ତା ଦେଖାଦେଇଥିଲା କିନ୍ତୁ ବ୍ଲକ ପ୍ରଶାସନ କୌଣସି ରାସ୍ତା ଟିକୁ ମରାମତି କରିବା ପାଇଁ

କୌଣସି ପଦକ୍ଷେପ ନ ନେବାରୁ ପୂତାର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଶ୍ରୀମତୀ ଅମ୍ବିକା ନାୟକ ଏହି ୨କିମି ରାସ୍ତାର ମରାମତି କାର୍ଯ୍ୟ ନିଜସ୍ଵ ଅର୍ଥରେ କରୁଥିବା ଦେଖିବାକୁ ମିଳିଛି l ଏହି ଘଟଣା ଗଜପତି ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l

No Result
View All Result