No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଫେବୃଆରୀ ଶନିବାର ) ପାରଳାଖେମୁଣ୍ଡି :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ହାତ ମୁଠା କୁ ସୂଦୃଡ କରିବା ନିମନ୍ତେ ଆଜି ଗୁମ୍ମା ବ୍ଲକ ର ଗୁମ୍ମା ପଡିଆ ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ସଭା ଆୟଜନ ହୋଇଥିଲା ଏହି ସଭା ରେ ୫୦୦୦ ରୁ ଉର୍ଦ୍ଧ ବିଜେଡ଼ି କର୍ମୀ ସମାଗମ ହୋଇଥିଲେ ଏହି ସଭାଟି ସଫଳ ଭାବେ ଆୟାଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଶ୍ରୀ ଚନ୍ଦ୍ରଶେଖର ସାହୁ (M.P. ବ୍ରହ୍ମପୁର ),ବିକ୍ରମ ପଣ୍ଡା (M.L.A. .
ବ୍ରହ୍ମପୁର), ବରିଷ୍ଟ ନେତା ଡ . ତିରୁପତି ପାଣିଗ୍ରାହୀ ,ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ , ଯୁବନେତା ଇଂ ରୂପେଶ ପାଣିଗ୍ରାହୀ ,ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ ,ଓଡିଆ ଚଳଚିତ୍ର ଅଭିନେତ୍ରୀ ଲିପ୍ସା ମିଶ୍ର , ସୁଶ୍ରୀ କଲ୍ୟାଣୀ ଗଜପତି , ଗୁମ୍ମା ଜିଲ୍ଲା ପରିଷଦ ପ୍ରାଥିନୀ ଜୋନ -୩ ଗ୍ଲାଡୀ ଗୋମଙ୍ଗ ,ଗୁମ୍ମା ଜିଲ୍ଲା ପରିଷଦ ପ୍ରାଥିନୀ ଜୋନ-୪ ସନ୍ଧ୍ୟା ଶବର ଓ ଗଜପତି ଜିଲ୍ଲା ର ସମସ୍ତ ବରିଷ୍ଟ ନେତା ଗଣ ଉପସ୍ଥିତ ଥିଲେ ।

No Result
View All Result