ଗଜପତି

ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିସିଡି, ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଏବଂ ଜିଲ୍ଲାପ୍ରଶାସନ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବେଦ୍ଧ୍ୟ ନିଶା କାରବାର ନିଷେଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସ୍ବେଛାସେବୀ ଅନୁଷ୍ଠାନ ସିସିଡ଼ି ଓ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଏବଂ ଜିଲ୍ଲା ପ୍ରଶାସନ, ଗଜପତି ର...

Read moreDetails

ଗଜପତି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/ପାରଳାଖେମୁଣ୍ଡି :-  ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଜିଲ୍ଲା ଅବକାରୀ ବିଭାଗ ତରଫରୁ ପାଳନ କରାଯାଇଛି...

Read moreDetails

ପାରଳାଖେମୁଣ୍ଡି ସହରର ନୂଆଁ ବଷ୍ଟାଣ୍ଡ ନିକଟରେ ନକଲି ଫିନୋଲାକ୍ସ ୱାଇର ବିକ୍ରୀକରି ମହାଲକ୍ଷ୍ମୀ ଇଲେକ୍‌ଟ୍ରିକାଲ ଆଣ୍ଡ ହାର୍ଡୱେର ଦୋକାନର ମାଲିକ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍/୨୫ ଜୁନ ଶନିବାର/ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଡୁପ୍ଲିକେଟ ବିଦ୍ୟୁତତାର ବିକ୍ରି କରି ଗିରଫ...

Read moreDetails

ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ହେଲ୍ପ ଲାଇନ ଓ ଜନ ଶୁଣାଣି ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୌର ପରିଷଦ କାର୍ଯ୍ୟାଳୟଠାରେ ଥିବା କନଫେରାନ୍ସ ହଲରେ ଏକ ସାମ୍ବାଦିକ ସମ୍ମିଳନୀ...

Read moreDetails

ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଉଦଘାଟନର ସାତମାସ ନହେଉଣୁ ଅବ୍ୟବସ୍ଥା ଘେରରେ ଛେଳିଗଡ଼ 5T ସ୍ମାର୍ଟ ବିଦ୍ୟାଳୟ(ସ୍ମାର୍ଟ ବିଦ୍ୟାଳୟର ନଗ୍ନ ଚିତ୍ର)

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- (୫ଟି)ବିଦ୍ୟାଳୟ ନାମରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି...

Read moreDetails

ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ପଦକ “ଆରୋଗ୍ୟରତ୍” ୨୦୨୨ ” ରେ ଭୂଷିତ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- Holistic Medicine Research Foundation (HMRF) ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀ ର ଏକ...

Read moreDetails

ପାରଳାଖେମୁଣ୍ଡି ସ୍ଥିତ “ସମର୍ଥ” ଅନୁଷ୍ଠାନର ନବ ନିର୍ମିତସିସିରୋଡ଼ : ପୌରଧ୍ୟକ୍ଷାଶ୍ରୀମତୀ ନିର୍ମଳା ସେଠୀଙ୍କ ଦ୍ୱାରାଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୀର୍ଘବର୍ଷ ଧରି ମାଟି-ଖାଲ ହୋଇ ଶୋଚନୀୟ ଅବସ୍ଥାରେ ପଡି ରହିଥିବା “ସମର୍ଥ”...

Read moreDetails

ଆର ଉଦୟଗିରି ବ୍ଲକ ଠାରେ : ବାଲ୍ୟ ବିବାହ ବନ୍ଦ ନିମନ୍ତେ – ଓଡିଶା ଜିବିକା ମିଶନର କର୍ମକର୍ତ୍ତା ଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଗୋଟିଏ...

Read moreDetails

ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଓ ବେଗଣ୍ଡାଗ୍ରାମ ମଧ୍ୟରେ ଚାଲିଥିବା ବହୁଦିନର ଜମି ବିବାଦ ଶାନ୍ତି କମିଟି ବୈଠକରେ ସମାଧାନ

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଓ ବେଗଣ୍ଡା ମଧ୍ୟରେ ଜଙ୍ଗଲ କିସମ ଜମିକୁ...

Read moreDetails

ଟେଲିକମ୍ କମ୍ପାନୀର ନିଷ୍ପତ୍ତି : ବନ୍ଦ ହେବ ଭାରତୀୟଙ୍କ ‘ଦ୍ୱିତୀୟ ସିମ୍’,- ଜାଣନ୍ତୁ କ‘ଣ ରହିଛି କାରଣ–

ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଭୁବନେଶ୍ୱର :- ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀୟ...

Read moreDetails
Page 354 of 460 1 … 353 354 355 … 460
  • Trending
  • Comments
  • Latest

Recent News