ଖୋର୍ଦ୍ଧା

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପତ୍ନୀ ଶ୍ରୀମତୀ ସୁଶୀଳା ଦେବୀଙ୍କର ପରଲୋକ

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ଭୁବନେଶ୍ୱର :- କରୋନାରେ ଆକ୍ରାନ୍ତ ହୋଇ ଗତ ନଭେମ୍ବର ୧ ରୁ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଥିଲେ...

Read moreDetails

ଉପେନ୍ଦ୍ର ପାଢ଼ୀଙ୍କୁ ଚଳିତ ବର୍ଷର ମହତାବ ସମ୍ମାନ ମହତାବ ଏକାଡେମୀ ପକ୍ଷରୁ ୧୨୧ତମ ମହତାବ ଜୟନ୍ତୀ ପାଳିତ – ଭୁବନେଶ୍ୱର

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ଭୁବନେଶ୍ୱର :- ନବ ଉତ୍କଳର ନିର୍ମାତା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅବିଭକ୍ତ ବମ୍ବେ ପ୍ରଦେଶର ପୂର୍ବତନ ରାଜ୍ୟପାଳ...

Read moreDetails

ଶହୀଦ ଲକ୍ଷ୍ମଣ ନାୟକଙ୍କ ଗାଁ : ଆଜି ଯାଏଁ ଅବହେଳିତ ଅବସ୍ଥାରେ ରହିଛି

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ଭୁବନେଶ୍ୱର :- ଆଦିବାସୀ ପଡିଆ ରେ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାର ବରପୂତ୍ର ଶହୀଦ ଲକ୍ଷ୍ମଣ ନାୟକ ଙ୍କ ୧୨୨ ତମ...

Read moreDetails

ଚଳିତ ବର୍ଷ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନଜନକ ଦୁଇଟି ‘ମତ୍ସ୍ୟ ପୁରସ୍କାର’ ମିଳିଛି

‘ମତ୍ସ୍ୟ ରପ୍ତାନୀକୁ ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି’ ‘ମାଛ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି’ ‘ବର୍ଷସାରା ନିରୋଗ...

Read moreDetails

ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ – ରାଜ୍ୟରେ ସ୍କୁଲ ବନ୍ଦକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଓଡ଼ିଶା ତାଜାନ୍ୟୁଜ୍ (୨୧ ନଭେମ୍ବର ଶନିବାର) ଭୁବନେଶ୍ଵର :- ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଥିବା ବେଳେ ସରକାର ନିଷ୍ପତ୍ତି ନ ବଦଳାଇଲେ...

Read moreDetails

ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ – ତିତ୍ତୋଲ ,ବାଲେଶ୍ୱର

  ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ବାଲେଶ୍ୱର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଧାୟକ ସ୍ୱରୂପ କୁମାର ଦାଶ ଏବଂ ତିତ୍ତୋଲ ନିର୍ବାଚନମଣ୍ଡଳୀରୁ...

Read moreDetails

ବିଧାନସଭା ଅଧିବେଶନର ଅବ୍ୟବହତି ପୂର୍ବରୁ ସର୍ବଦଳୀୟ ବୈଠକ – ଭୁବନେଶ୍ୱର,

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଭୁବନେଶ୍ୱର  :-  ଚଳିତ ବିଧାନସଭାର ପଞ୍ଚମ ଅଧିବେଶନ ଅବ୍ୟବହତି ପୂର୍ବରୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ...

Read moreDetails

ନୟାଗଡ଼ ଜିଲ୍ଲାରୁ କେନ୍ଦ୍ରାପଡା ଜିଲ୍ଲା ଯାଏଁ କାହ୍ନୁ ର ଲିଙ୍କ – ପର୍ଶୁରାମ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଚାନ୍ଦପୁର :- ନୟାଗଡ଼ ଠାରୁ କେନ୍ଦ୍ରାପଡା ତଥା ଅନ୍ୟ ଜିଲ୍ଲା ଗୁଡ଼ିକରେ କାହ୍ନୁ ଆତଙ୍କ ର ଜଡ ଉପାଡୁଛି...

Read moreDetails

ନଭେମ୍ଵର ୨୦ ରୁ ଆରମ୍ଭ ଶୀତ କାଳୀନ ଅଧିବେଶନ

  ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ତା ପୁର୍ବରୁ ଆଜି ସର୍ବଦଳୀୟ...

Read moreDetails

ସ୍ମାର୍ଟ ସିଟି ରେ ବର୍ଷ ସାରା ଭୋଗୁଛନ୍ତି ଲୋକେ ଦୂରାବସ୍ଥା ; ସ୍ମାର୍ଟ ସିଟି ରେ ସ୍ମାର୍ଟ ରାସ୍ତା କାମ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ଭୁବନେଶ୍ୱର :- ନିର୍ମାଣ କାର୍ଯ୍ୟ ଆଳରେ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ରାସ୍ତା ଗୁଡ଼ିକୁ ଖୋଳି ଅନେକ ଦିନ...

Read moreDetails
Page 670 of 671 1 … 669 670 671
  • Trending
  • Comments
  • Latest

Recent News