ରାଜନୀତି

ମମିତା ମେହେରଙ୍କ ପରିବାରଙ୍କୁ ନ୍ୟାୟଓମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫାଦାବିକରିବିଜେପି ପକ୍ଷରୁ ୧୨ଘଣ୍ଟିଆଗଜପତି ଜିଲ୍ଲା ବନ୍ଦ ଡାକରା

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି...

Read moreDetails

ମନ୍ତ୍ରୀଙ୍କ ଦ୍ଵାରା ୩. କୋଟି ୪୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ଭୁବନେଶ୍ୱର :- ଗତକାଲି ଓ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୩. କୋଟି ୪୦ ଲକ୍ଷ ଟଙ୍କାର ବିଭିନ୍ନ...

Read moreDetails

କଂଗ୍ରେସ ଦଳରୁ ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଇସ୍ତଫା

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର...

Read moreDetails

ଧନେଶ୍ୱର ଛକଠାରେ କୋରାଇ ବିଜେଡିର ଯୁବ : ଛାତ୍ର କର୍ମୀ ସମିଳନୀ – ଅନ୍ୟଦଳ ଛାଡି ୫୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର )  କୋରାଇ :- ପଂଚାୟତ ନିର୍ବାଚନ ଯେତେପାଖେଇ ଆସୁଛି ବିଭିନ୍ନ ଦଳ ତାର ଶକ୍ତିଯୋଗାଡ କରିବାଲାଗି ସଭାସମିତି କରିବାରେ ଲାଗି...

Read moreDetails

ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତିର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) କଳାହାଣ୍ଡି :- ନର୍ଲାରୋଡ ଦୁର୍ଗା ମଣ୍ଡପ ଗୃହରେ ରେଳଯାତ୍ରୀ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇ ସମିତିର ନୂତନ...

Read moreDetails

କଳାହାଣ୍ଡି ମମିତା ମେହେର ଘଟଣାରେ ମନ୍ତ୍ରୀ ଙ୍କ ବହିଷ୍କାର ଦାବିରେ ବିଜେପିର ରଣପୁର ଥାନା ସମ୍ମୁଖରେ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ରଣପୁର :- କଳାହାଣ୍ଡି ର ମମିତା ମେହେର ଘଟଣା ଏବେ ଓଡିଶାରେ ଚର୍ଚାର ବିଷୟ ହୋଇଥିବା ବେଳେ ଏହି ଘଟଣା...

Read moreDetails

ବୈପାରିଗୁଡାର ମିନରବାଲି ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ,ବ୍ଲକର କୌଣସି ନେତାଙ୍କ ଦେଖାନାହିଁ – ବିଜେଡି ଦଳରେ ସାମିଲ ହେଲେ ୫୦ରୁ ଉର୍ଦ୍ଧ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ବୈପାରିଗୁଡା :- ପ୍ରଥମଥର ପାଇଁ ପଚଂୟାତସ୍ତରରେ ବିଜେଡି ଦଳର ବିଶାଳ କର୍ମୀ ସମ୍ମିଳନୀ ଆୟୋଜନ ହୋଇ ଥିବା ବେଳେ ଏହି...

Read moreDetails

ଗଜପତିବିଜେପିଦଳପକ୍ଷରୁଆସନ୍ତା ୬ତାରିଖ ଦିନ ଗଜପତି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି

ଓଡ଼ିଶା ତାଜା ନିୟୁଜ୍ (୪ ନଭେମ୍ବର ଗୁରୁବାର) ପାରଳାଖେମୁଣ୍ଡି :- ଆସନ୍ତା ୬ ତାରିଖ ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ...

Read moreDetails

ନୂଆଗାଁ ବ୍ଲକ୍ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ର ପ୍ରଥମ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ର ପ୍ରଥମ...

Read moreDetails

ଦରବୃଦ୍ଧି ଯୋଗୁ ତାତିଲେ ବିଜେଡ଼ି ମହିଳା

ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି । କରୋନା ମହାମାରୀ ଯୋଗୁଁ...

Read moreDetails
Page 138 of 201 1 137 138 139 201
  • Trending
  • Comments
  • Latest

Recent News