ଦେଶ

୪୦ରୁ ଉର୍ଦ୍ଧ୍ୱ କମାରଶାଳ ବନ୍ଦ ଆଉ ସୁଭୁନି ଠକ୍ ଠକ୍ ଶବ୍ଦ, ଚାଷ ପାଇଁ ଲଙ୍ଗଳ ଓ କୋଦାଳ ନାହିଁ – ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ ,ରିପୋର୍ଟ /ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍‌ ) ୪୦ରୁ ଉର୍ଦ୍ଧ୍ୱ କମାରଶାଳ ବନ୍ଦ,ରବିବାର ୨୬ ଏପ୍ରିଲ ୨୦୨୦ :- କରୋନା ଭୁତାଣୁ ସଂକ୍ରମଣ ପାଇଁ...

Read moreDetails

୩ ଦୋକାନକୁ ସିଲ କଲା ପୌର ପ୍ରଶାସନ, ଥାନାରେ ଏତାଲା – ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ , ରିପୋର୍ଟ /ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍‌ ) ୩ ଦୋକାନକୁ ସିଲ ,ରବିବାର ୨୬ ଏପ୍ରିଲ ୨୦୨୦ :- କରୋନା ଭୁତାଣୁ ସଂକ୍ରମଣରୁ...

Read moreDetails

କିଷାନ କଂଗ୍ରେସ ପକ୍ଷରୁ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୁଳ – ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ , ରିପୋର୍ଟ /ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍‌ ) ଅକ୍ଷିମୁଠି ଅନୁକୁଳ ,ରବିବାର ୨୬ ଏପ୍ରିଲ ୨୦୨୦ :- ଅକ୍ଷୟ ତୃତୀୟା ଅବସରରେ ରବିବାର...

Read moreDetails

ରାଉରକେଲା ସହର କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ରାଉରକେଲା,ରିପୋର୍ଟ /ସୋନାଲି /ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍‌ ) କଣ୍ଚେନମେଣ୍ଟ ଜୋନ ,ରବିବାର ୨୬ ଏପ୍ରିଲ ୨୦୨୦ :- ସମଗ୍ର ବିଶ୍ୱରେ କୋଭିଡ଼-୧୯ ବା କରୋନା...

Read moreDetails

ସିପୁରା ଗ୍ରାମରେ ମୁମ୍ବାଇ ଫେରନ୍ତା କ୍ଵାରେଣ୍ଟାଇନରେ ନରହିବାକୁ ନେଇ ଗାଁ ରେ ଉତ୍ତେଜନା – ମାହାଙ୍ଗା

କଟକ,ମାହାଙ୍ଗା.ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍‌ ) ମୁମ୍ବାଇ ଫେରନ୍ତା ,ରବିବାର ୨୬ ଏପ୍ରିଲ ୨୦୨୦ :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୂଳବସନ୍ତ ପଂଚାୟତ...

Read moreDetails

ଅକ୍ଷୟତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ୱର, ରିପୋର୍ଟ /ସୋନାଲି (ଓଡିଶା ତାଜା ନ୍ୟୁଜ୍‌ ) ଅକ୍ଷିମୁଠି ଅନୁକୂଳ ,ରବିବାର ୨୬ ଏପ୍ରିଲ ୨୦୨୦ :- ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ...

Read moreDetails

ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ ।

ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ଭୁବନେଶ୍ୱର, ରିପୋର୍ଟ /ସୋନାଲି (ଓଡିଶା ତାଜା ନ୍ୟୁଜ୍‌ ) ଅକ୍ଷୟ ତୃତୀୟା ,ରବିବାର ୨୬ ଏପ୍ରିଲ...

Read moreDetails

୩ ଜିଲ୍ଲାରୁ ହଟିଲା ସଟ୍-ଡାଉନ୍

ଭୁବନେଶ୍ୱର, ରିପୋର୍ଟ /ସୋନାଲି /ରଶ୍ମିରେଖା ମଲ୍ଲିକ/ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍‌ ) ରବିବାର ୨୬ ଏପ୍ରିଲ ୨୦୨୦ :- ୩ ଜିଲ୍ଲାରୁ ହଟିଲା ସଟ୍-ଡାଉନ୍ ରାଜ୍ୟର...

Read moreDetails
Page 489 of 514 1 488 489 490 514
  • Trending
  • Comments
  • Latest
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ଆଇନ ମନ୍ତ୍ରି, ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ   ଭାପୁର,୧୨/୦୯(ଓଡିଶା ତାଜା ନ୍ୟୂଜ ) ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି. ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଭାପୁର ବ୍ଲକର ୫ ଗୋଟି ପ୍ରକଳ୍ପ ପାଇଁ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି. ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇ ଦୀର୍ଘ ଦିନର ଦାବି ବାସ୍ତବରେ ପୂରଣ  କରି ପ୍ରତିଶୃତି ରକ୍ଷାକଲେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ  ! ଶନିବାର ଦିନ ପୂର୍ତ୍ତବିଭାଗ ତରଫରୁ କଳାପଥର-ଭାପୁର ବାଇପାସ ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୧୭.୬୮ କୋଟି, କଳାପଥର-ଭାପୁର ବାଇପାସ ରାସ୍ତା ୧୦.୬ କି.ମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତି କରଣ ପାଇଁ ୧୮.୩୩ କୋଟି, ବିଜିପୁର-କରବର ରାସ୍ତା ୭.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୭.୪୬ କୋଟି, ବିଜିପୁର-କରବର ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୩୪ କୋଟି ଓ ମାରଡ଼ା-ପଦ୍ମାବତୀ ୮.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୬.୫୨ କୋଟି ଟଙ୍କାର ଶୁଭଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି. ସ୍ଥାପକ ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ମୂଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ. ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଭାପୁର ତହସିଲଦାର ମୋନାଲିସା ରଥ, ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, ଗୋଳାପୋଖରୀ ସରପଞ୍ଚଙ୍କ ପ୍ରତିନିଧି ଅନିଲ କୁମାର ବୈରୀଗଞ୍ଜନ, କରବର ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ଆତ୍ମାର ଅଧ୍ୟକ୍ଷ ଶଶୀଭୂଷଣ ରାଉତରାୟ, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ ଦୀପକ କୁମାର ଜେନା,ସମାଜସେବୀ ତଥା ବରିଷ୍ଠ ଭାଜପା ନେତା ବିମ୍ବାଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ. ପ୍ରତ୍ୟେକ ପ୍ରକଳ୍ପ ଉଦଘାଟନ ସମୟରେ ଶହ ଶହ ଜନସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ବାଜା ବଜାଇ ସ୍ୱାଗତ କରି ଭିତ୍ତିପ୍ରସ୍ତର ସ୍ଥାନକୁ ପାଛୋଟି ନେଇଥିଲେ. ଶିଳାନ୍ୟାସ ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଡବଲ ଇଞ୍ଜିନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ. ଭାପୁର ବ୍ଳକ ଅଞ୍ଚଳର ରାସ୍ତା ଘାଟକୁ ଦେଖିଲେ ୨୪ ବର୍ଷର ସରକାର କିପରି ବିକାଶ କରିଛି ତାହା ଜଳଜଳ ହୋଇ ଦେଖାଯାଉଛି. ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି. ଯାହାଫଳରେ ଗମନା ଗମନ ସୁଗମ ହୋଇପାରୁନି. ଆଜିର ଏହି ୫ଟି ପ୍ରକଳ୍ପ ଉଦଘାଟନ ଦ୍ଵାରା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କର ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ବ୍ୟବସ୍ଥା ସୃଦୃଢ଼ ହେବା ସହ ଗମନାଗମନ ସୁଗମ ଏବଂ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ. ଏଥିସହ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଉଦ୍ୟମକୁ  ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳବାସୀ ଭୁୟସୀ ପ୍ରଶଂସା  କରିଅଛନ୍ତି  !.  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ବିକାଶର ଧାରା ଆଗେଇଚାଲିଛି. ଭାପୁର ବ୍ଲକ ଅଞ୍ଚଳର ଜନସାଧାରଣମାନଙ୍କର ବହୁଦିନର ପ୍ରତୀକ୍ଷା ଓ ଦାବି ପୂରଣ ହୋଇବ ବୋଲି ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ  !  !

Recent News