Proprietor Abhimanyu Maharana

Proprietor Abhimanyu Maharana

କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ସମୟରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ବାରା ୨ ଜଣ ଗିରଫ

କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ସମୟରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ବାରା ୨ ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ମୟୁରଭଞ୍ଜ :- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା...

ଅଙ୍ଗନବାଡୀ କର୍ମୀ ସ୍ନେହଲତା ମେହେରଙ୍କ ଆକସ୍ମିକ ବିୟୋଗ

ଅଙ୍ଗନବାଡୀ କର୍ମୀ ସ୍ନେହଲତା ମେହେରଙ୍କ ଆକସ୍ମିକ ବିୟୋଗ

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ବରଗଡ଼ :- ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର କୁମ୍ଭାରପଡ଼ା ର ଦୁର୍ବାଦଳ ମେହେର ଙ୍କ...

“ଆରେ ମୋ ପଖାଳ କଂସା”

ଓ.ଏଲ୍‌.ଆଇ.ସି କର୍ମଚାରୀଙ୍କ ବହୁ ପ୍ରତୀକ୍ଷିତ ଭବିଷ୍ୟନିଧି ପାଣ୍ଠି ମାମଲାର ଫଇସଲା  ; ୫-ଟି ଆଧାରରେ କାର୍ଯ୍ୟ ତ୍ୱରାନ୍ୱିତ ଯୋଗୁଁ ମିଳଛିି ସଫଳତା – ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର :-  ରାଜ୍ୟରେ କୃଷିର ଉନ୍ନତି ଓ କୃଷକମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ଓଡିଶା ଉଠା ଜଳସେଚନ ନିଗମ...

ବାଜିଲା ମୋ ସରକାର ଛାଟ

ବାଜିଲା ମୋ ସରକାର ଛାଟ

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭଦ୍ରକ :- ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଓଆରଏସ୍‌ ଅଧିକାରୀ ଶରତ ସ୍ୱାଇଁଙ୍କୁ...

ସମ୍ବିଧାନର ୮ମ ଅନୁଚ୍ଛେଦରେ ହୋ ଏବଂ ମୁଣ୍ଡାରୀ ଭାଷା ସାମିଲ ଜରୁରୀ : ବିଜେଡି

ସମ୍ବିଧାନର ୮ମ ଅନୁଚ୍ଛେଦରେ ହୋ ଏବଂ ମୁଣ୍ଡାରୀ ଭାଷା ସାମିଲ ଜରୁରୀ : ବିଜେଡି

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର :- ଆଦିବାସୀମାନଙ୍କ ଦ୍ୱାରା ବହୁଳ ବ୍ୟବହାର ହେଉଥିବା ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ...

“କୃଷି ଓଡ଼ିଶା-୨୦୨୧” ର ଉଦ୍‌ଯାପନୀ ସମାରୋହ; କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ : ରାଜ୍ୟପାଳ

“କୃଷି ଓଡ଼ିଶା-୨୦୨୧” ର ଉଦ୍‌ଯାପନୀ ସମାରୋହ; କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ : ରାଜ୍ୟପାଳ

ଓଡ଼ିଶା ତାଜା ନ୍ୟୁଜ (୧୯ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର  :- କୃଷି, ଗୋପାଳନ ଓ କୁଟୀର ଶିଳ୍ପ ହେଉଛି ଭାରତୀୟ ଅର୍ଥନୀତିର ଆଧାର । ଯାହାର ପ୍ରତୀକ...

Page 2386 of 3096 1 2,385 2,386 2,387 3,096
  • Trending
  • Comments
  • Latest

Recent News