No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭଦ୍ରକ :- ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଓଆରଏସ୍ ଅଧିକାରୀ ଶରତ ସ୍ୱାଇଁଙ୍କୁ ଭଣ୍ଡାରିପୋଖରୀରୁ ତୁରନ୍ତ ସ୍ଥାନାନ୍ତରିତ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ । ଖବର ଅନୁଯାୟୀ, ଜାତିଗତ ପ୍ରମାଣପତ୍ର ଦେବାରେ ଜାଣିଶୁଣି ବିଳମ୍ବ କରିବା ଅଭିଯୋଗରେ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତୁରନ୍ତ ଓଆରଏସ୍ ଅଧିକାରୀ ଶରତ ସ୍ୱାଇଁଙ୍କୁ ଭଣ୍ଡାରିପୋଖରୀରୁ ସ୍ଥାନ୍ତାନ୍ତରିତ ପାଇଁ ନିର୍ଦ୍ଦେଶ । ଏହାସହ ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମୋ ସରକାର ଅଧିନରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । (ଦୀପ୍ତିମାନ ପତି,ଭଦ୍ରକ)
No Result
View All Result