• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଉରା ସମ୍ମିଳନୀ 76 ତମ ସ୍ମରଣ ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
February 19, 2023
in ଓଡ଼ିଶା, ରାୟଗଡା, ହୋମ୍
0
ସଉରା ସମ୍ମିଳନୀ 76 ତମ ସ୍ମରଣ ଦିବସ ପାଳିତ
Share on FacebookShare on TwitterWhatsapp

୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତଃ ଫୁଟ୍ଟାସିଂ ଗ୍ରାମ ଠାରେ ସଉରା ଆଦିବାସୀ ସମ୍ମିଳନୀର ସ୍ମରଣ ଦିବସ ଉପଲକ୍ଷ୍ୟେ 76 ତମ ବାର୍ଷିକ ପୂର୍ତ୍ତି ନେଇ ପତାକା ଉତ୍ତୋଳନ କରାଯାଇଛି । ଏନୁଷ ଶବର ସଭାପତି ଭାବେ ପରିଚାଳନା କରିଥିବାବେଳେ ଶ୍ରୀ-ଅନିରୁଦ୍ଧ ଭୂୟାଁ ମୁଖ୍ୟ ଭକ୍ତା ଅତିଥି ଭାବେ ରହିଥିଲେ । ଇଂରେଜମାନଙ୍କ ଦ୍ବାରା ଶାସନ କାଳରୁ ଯେଉଁ ଖ୍ରୀଷ୍ଟ ଯୀଶୁଙ୍କ ଧର୍ମା ବଲମ୍ବୀ ଶ୍ରୀ-ଜେଏ ଗ୍ଲେଣ୍ଡେଙ୍ଗି ଖ୍ରୀଷ୍ଟ ଧର୍ମ ପ୍ରଚାର 1902 ଠାରୁ 1937 ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ଅଣୁ-କୋଣକୁ ଯାଇ ସେବା ସମାଜ ମଧ୍ୟରେ ଏହି ନୀରିହ ଗରିବ, ଅଶିକ୍ଷିତ,ଲାଞ୍ଜିଆ ସଉରା ମନଙ୍କ ପାଖକୁ ଯାଇ ପରିବେଶ ଠାରୁ ଜୀବନ, ଜୀବିକ ପରିବର୍ତ୍ତନ ଆଣି ଦେଇ ଧର୍ମ ପ୍ରଚାର କରିଥିଲେ । ସେମାନଙ୍କ ବାସ ସ୍ଥାନ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତଃ ବ୍ରାଙ୍ଗସିଂ ବା ମୁନୁସିଂ ଗ୍ରାମ ପାଖରେ ଯେଉଁ ମାଡିଆ ପର୍ବତ ଘେରା ପାହାଡ, ବଣ,ଜଙ୍ଗଲଶିଖରରେ ରହି ଗୃହ ନିର୍ମାଣ କରି ଆଜି ପର୍ଯ୍ୟନ୍ତ ଗୃହର କାରୁକାର୍ଯ୍ୟ ଐତିହାସିକ ଗୃହ ନିର୍ମାଣ ରହିଥିବା ଦେଖା ଦେଇଛି । ମାଡିଆ ପାହାଡରୁ ଝରି ଆସୁଥିବା ସୁଲୁ ସୁଲିଆ ଫବନ ଝରଣା ଝର ତାଳେ ତାଳେ ଘନଘନ ଶବଦ କରି ଗୋଟିଏ ଐତିହାସିକ ଇଂରେଜମାନେ ରଖିଯାଉଥିଲେ । ବସବାସ କରି ନୀତିଦିନିଆ ଆଦିବାସୀ ଲାଞ୍ଜିଆ ସଉରା ନିରୀହ,ଅଶିକ୍ଷିତ ପଛୁଆ ବର୍ଗ ଜାତିମାନଙ୍କ ପାଖକୁ ଯାଇ ଖ୍ରୀଷ୍ଟଙ୍କ ବିଷୟ ନେଇ ଶୁଭ ସମ୍ବାଦ ବାର୍ତ୍ତା ପ୍ରବର୍ତ୍ତାଇ ଦେଉଥିଲେ । ଇଂରେମାନେ ଭାରତ ଦେଶରେ ରହି ବହୁତ କଷ୍ଟ ସହିତ ଜୀବନ ବିତରଣ କରିଥିବା ଐତିହାସିକ ଲିଫି ବଦ୍ଧ ମଧ୍ୟ ରହିଛି ।ଗ୍ଲେଣ୍ଡେଙ୍ଗଙ୍କ ପରେ ଆଉ ଜଣେ ଇଂରେଜ ଲୋକ ଶ୍ରୀ-ଏବେଡ୍ ସାଏବ ଏବଂ ତାହାଙ୍କ ସହ ଧର୍ମୀଣି ପତ୍ନୀ ଶ୍ରୀମତୀ-ରୂବୀ ଫେରିଆଲା, ତାରିଖ-16/02/1947 ମସିହାରେ ଶୁଭ ବାର୍ତ୍ତା ଦେଇ ଭାରତ ଶାସନ ନ ହେବା ପୂର୍ବରୁ ସାରା ଭାରତ ଦେଶରେ ଖ୍ରୀଷ୍ଟଙ୍କ ବିଷୟ ଧର୍ମ ପ୍ରଚାର ଏବେଡ୍ ଏବଂ ରୂବୀ ଶେଷ କରିଥିଲେ । ତାହା ପରେ ଏବେଡ୍ ସାଏବ ଭାବିଲେ କି ସଉରା,ଲାଞ୍ଜିଆ ସଉରାମାନେ ସେମାନଙ୍କ ବସତି ନିମନ୍ତେ ସ୍ଥାନ ଆବଶ୍ୟକକହି ଗଜପତି ଜିଲ୍ଲା,ସେରଙ୍ଗ ବଙ୍ଗଳା ଗୃହ ସ୍ଥାପିତ କରିଥିଲେ । ଶ୍ରୀ-ଆନ୍ନମୁଣ୍ଡୃ ନାମକ ଇଂରେଜ ଲୋକ ବ୍ରହ୍ମପୁର ସହରରେ ବସତି କରି ବିଧାୟକ ପଦବୀ ପାଇ ମଧ୍ୟ ଶାସନ କରୁଥିବା ଜଣାପଡିଲା ବେଳେ ଗ୍ଲେଣ୍ଡେଙ୍ଗ୍, ଏବେଡ୍,ରୂବୀ ଫେରିଆଲା ତାଙ୍କ ସହ ସାତ ଜଣ ଇଂରେଜମାନେ ସୌରା ଭାଷା,ଲିପି,କାର୍ଯ୍ୟ କଳାଫ,ଏହି ଲାଞ୍ଜିଆ ସଉରାମାନଙ୍କ ସହ ଭୋଜନ ପାନ ଜୀବନ ଜୀବିକା ଗଢି ଉଠି ସଉରା ସମ୍ମିଳନୀରେ ବସବାସ କରି ଆତ୍ମିକ ବାଣୀ ପ୍ରଚାର କରୁଥିଲେ ।ଏହା ପରେ ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକ୍ ଅନ୍ତର୍ଗତଃ କରଞ୍ଜାସିଂ ଏରିଆର ଶ୍ରୀ-ପୂର୍ବତନ-ଡାମନ ଭୂୟାଁ ଲାଞ୍ଜିଆ ସଉରାମାନଙ୍କ ପ୍ରଥମଖ୍ରୀଷ୍ଟ ବିଶ୍ବାସୀ ରୂପେ ପ୍ରଥମ ଥର ଧର୍ମ ଅନୁସାରେ ଦୁବନ ଅଭିଷେକ ସେରଙ୍ଗ ବଙ୍ଗଳା ଠାରେ ଆର୍ଶିବାଦ ଇଂରେଜମାନଙ୍କ ଠାରୁ ପାଇଥିବା ବେଳେ ତାଙ୍କ ସହ ରହିବା, ଖାଇବା ଖ୍ରୀଷ୍ଟ ପ୍ରଚାର ମଧ୍ୟ କରି ଥିଲେ । ଶ୍ରୀ ପୂର୍ବତନଡାମନଭୂୟାଁ ସଉରା ଭାଷା କହିଲେ-ଇଂରେଜ ସାଏବମାନେ ଇଂରାଜୀ ଭାଷାନ୍ତର କରି,ଇଂରାଜୀ ଭାଷାର ଅନୁବାଦ ଲିପି,ଲେଖା, ଅକ୍ଷରସଉରା ଲୋକଙ୍କ ପରିବାର ଜନ୍ମାଇଥିଲେ । ଏହା ପରେ ଗ୍ରାମ ଗ୍ରାମ-କୋଣ ଅନୁକୋଣରେ ସଉରା ଭାଷା ଦେଇ ଇଂରେଜ ଲୋକଙ୍କ ଦେଇ ସଉରା ଭାଷା, ଅକ୍ଷର,ପଡିବା ଗୃହରେ ଦ୍ବୀପ ଜ୍ବାଳି ଏ,ବି,ସି,ଡି ସହ ଏ ଇଂରାଜୀ ଭାଷା ହେଲେ,ସଉରା ଭାଷାରେ ଭାଷାନ୍ତର ଆଆ ବୋଲି ଶିକ୍ଷିବାରେ ଲାଗିଲେ ।ତଥ୍ ସହିତ ଲୋକେ ଅକ୍ଷରଠାରୁ ଆରମ୍ଭ କରି ପିନ୍ଧିବା ପର୍ଯ୍ୟନ୍ତ ଇଂରେଜମାନଙ୍କ ଦ୍ବାରା ଆଜି ପର୍ଯ୍ୟନ୍ତ ସଉରା ଆଦିବାସୀମାନଙ୍କ ପରିବର୍ତ୍ତନ ଆଣି ଦେଇଛି । ତଥ୍ ପରେ ଡାମନ ଭୂୟାଁ କରଞ୍ଜାସିଂ ଏରିଆରେ ଇଂରେଜ ମାନଙ୍କ ଦେଇ ଦ୍ବିତୀୟ ଥର ଅଭିଷେକ ପାଇ ଆଜି ପର୍ଯ୍ୟନ୍ତ ଐତିହାସିକ ରହିଥିବା ବେଳେ ଶ୍ରୀ-ମନୋଷୀ ରାଇକା ଇଂରେଜମାନଙ୍କ ସହ ଅକ୍ଷର,ପଡିବା ଭାଷାନ୍ତର-ସଉରା ଭାଷାରେ ଗୀତ,ପୁସ୍ତକ ଲିଫି ଲେଖା ଲୋକେ ଆଜି ପର୍ଯ୍ୟନ୍ତ ରଚିତ ଏହି ସଉରା ସଂଙ୍ଗୀତ ପୁସ୍ତକ ଲିଫି ବଦ୍ଧ ଗୁଡିକ ରହିଛି । ସଉରାସମ୍ମିଳନୀ ଆଜକୁ ଇଂରେଜମାନଙ୍କ ଯୋଗୁଁ ଭାରତ ସାରା ସଉରା ଭାଷା ଏକ ଲିପି ବଦ୍ଧ ପୁସ୍ତକ ସଂଙ୍ଗୀତ ଖ୍ରୀଷ୍ଟଧର୍ମ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ପ୍ରଚାର ଚାଲିରହିଛି । 4 ଗୋଟି ପତାକା, 12ଗୋଟି ଗୋଷ୍ଠୀ ପତାକା ଉତ୍ତୋଳନ କରୁ ଥିବା କୋଣ-ଅନୁକୋଣରେ ରହିଥିବା ଗ୍ରାମ ଗ୍ରାମକୁ ନେଇ ଗୋଟିଏ ଗୋଟିଏ ଏରିଆ-32 ଗୋଟି ଏବଂ ପାଳକମାନେ-32 ଜଣ,ସେହି ପରି ଏରିଆ ରହିଥିବା ବେଳେ ଗ୍ରାମ ମଣ୍ଡଳୀ- 900 ରୁ ଉର୍ଦ୍ଦ,ଚାଳକ ମାନେ ରହିଲେ -900 ରୁ ଉର୍ଦ୍ଦ,ଡିକନ୍ ବୃନ୍ଦ-92ଜଣରୁ ଉର୍ଦ୍ ଅଛନ୍ତି । ଏଣୁ ଏହି ସଉରା ସମ୍ମିଳନୀ ର ସ୍ମରଣ ଦିବସରେ ମୁଖ୍ୟ ଅଥିତି ଭାବେ ଶ୍ରୀ-ଅନିରୁଦ୍ଧ ଭୂୟାଁ,ଡିସନ ଗମାଙ୍ଗ,ଏନୁଷ ଶବର,ରେମକା ଦଳବେହେରା,ରେଲି ଦଳବେହେରା, ଏଲିଆଜର୍ ଗମାଙ୍ଗ,ସିତାମ୍ କାର୍ଯୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version