ମୂଖ୍ୟ ଅତିଥିମାନେ ସବୁ ବେଳେ ସକରାତ୍ମକ ଚିନ୍ତାଧାରା ଭାବନା ସହିତ ଦୃଳାତ୍ମକ ବିଶ୍ବାସ ଓ ନିଜ ଉପରେ ଭରସା ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି ମନ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଆଦର୍ଶ ଛାତ୍ରୀ ହେବା ନେଇ ଉଦ୍ଭଦନ ଦେଇଥିଲେ ।
ଶେଷରେ ଅଞ୍ଚଳ ବାସୀଙ୍କ ପ୍ରଚେଷ୍ଟାରେ ତଥା ଶିକ୍ଷାନୁଷ୍ଠାନ କମିଟିର ପ୍ରଚେଷ୍ଠାରେ,ତଥା ସରକାରଙ୍କ ପ୍ରଚେଷ୍ଠାରେ ଏ ଭଳି ଶିକ୍ଷାନୁଷ୍ଠାନ ହୋଇ ଥିବା ଯୋଗୁଁ ସମସ୍ତ ମହଲରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଭିନ୍ନ ବିଭାଗର କୃତକାର୍ଯ୍ୟ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରଷ୍କୃତ କରାଯାଇ ଥିଲା ।ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଛି ।
ମୂଖ୍ୟ ଅତିଥି ଭାବେ ଆଦିବାସୀ ମନ୍ତ୍ରୀ-ଜଗନ୍ନାଥ ସାରକା, ବିଦାୟକ ଶ୍ରୀ-ରଘୁନାଥ ଗମାଙ୍ଗ, ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ-ଶାନ୍ତି ପ୍ରଭା ରଥ, ତଥା ସ୍ଥାନୀୟ ସରପଞ୍ଚ ଏସିୟ ଶବର,ସ୍କୁଲ୍ କମିଟି ଗଣ,ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି,ପ୍ରଧାନ ଶିକ୍ଷକ-ବୃଦ୍ଦାବନ ଚନ୍ଦ୍ର ସାହୁ ସ୍ଥାନୀୟ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ସାମ୍ୟ ଭୂୟାଁ,ଡିସନ୍ ଗମାଙ୍ଗ,ପିଙ୍କୁ ପଣ୍ଡା,ଗୌରୀ ଶଙ୍କର,ନରସିଂ ସତପଥୀ,ରମେଶ ଚନ୍ଦ୍ର ଦାସ,ଅନନ୍ତ ତ୍ରୀପାଠୀ,ଯିରିମିୟ ଶବର,ସେମ ଗମାଙ୍ଗ,ମନୋଜ ଗମାଙ୍ଗ,ଦାମଧର ଶବର ଉପସ୍ଥିତ ଥିଲେ ।

© 2023 Odisha Taza News.