ଘୋଷଣା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିଯୋଜନାରେ ହେଉଥିବା କାମ ଗୁଡ଼ିକ ର ତଦାରଖ କରି ଶ୍ରମିକ ମାନ ସହିତ ଆଲୋଚନା କରିଥିଲେ । ହେଉଥିବା କାମ ଗୁଡ଼ିକ ଠିକ୍ ଭାବରେ ହେଉଥିବା କହିଥିବା ବେଳେ ଶ୍ରମିକ ମାନେ ମଜୁରୀ ମଧ୍ଯ ଠିକ୍ ଭାବେ ପାଇଥିବା କହିଛନ୍ତି ।
ଶ୍ରମିକ ମାନଙ୍କୁ ମଜୁରୀ ଦୁଇ ମାସ ହେବ ପାଇନଥିବା ରୁ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭିଆରପି ଦୁଲେନ୍ଦ୍ରି ଧାରୁଆ ରଜନି ମେହେର ମୁଁଣ୍ଡୋମହୁଲ ଜିଆର ଏସ ଡୁଲାମଣି ଵନଛୋର ଗ୍ରାମ ସାଥି ସୁସାନ୍ତ ମିଦ୍ଧା ଭଗବାନ ବାଗ ଜଏଦେବ ମହାନନ୍ଦ ଉପସ୍ଥିତ ଥିଲେ .

© 2023 Odisha Taza News.