“ମୋ ପରିବାର” ପ୍ରତିଷ୍ଠାତା ପାଇଲେ ଉତ୍କଳମଣୀ ସେବା ସମ୍ମାନ l
ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି, ନିୟମ ଓ ସଂସ୍କାର ପାଇଁ ସବୁବେଳେ ନିଆରା କାର୍ଯ୍ୟ ପାଇଁ ପ୍ରଶଂସା ହେବା ସହ ସମ୍ବର୍ଦ୍ଧିତ ହେଉଛି l ଭୁବନେଶ୍ଵର ବିଜେପି ନଗରର ସାମାଜିକ ସଂଗଠନ “ଶାନ୍ତି ଫାଉଣ୍ଡେସନ”ର ୧୫ତମ ବାର୍ଷିକ ଉତ୍ସବ ରାଜଧାନୀ ସ୍ଥିତ ବୁଦ୍ଧ ମନ୍ଦିର ର ସଭା କକ୍ଷରେ ଆୟୋଜନ ହୋଇଥିଲା l















