No Result
View All Result
୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ କଫିଳପୁର ନୂଆଁ ପଡିଆ ଠାରେ ହେଉଥିବା ବଂଶଧାରା ବସନ୍ତ ମହୋତ୍ସବ ଅନୁଷ୍ଟିତ ହୋଇଛି । କଳା,ସାହିତ୍ୟ ଓ ଐତିହାସିକ ବର୍ଣ୍ଣାଜ୍ୟ ସମାରୋହ ଓ ସମୃଦ୍ଧ କୃଷି ଓ ଆଦିବାସୀ ସଭ୍ୟତାର ମହା ମିଳନ ସଂସ୍କୃତି ପରମ୍ପରା ଅଭିବୃଦ୍ଧି ଅପୂର୍ବ ଯୁଗଳ ବନ୍ଧୀ 11ତମ ବର୍ଷ ପାଳନ,ନବମ ଦିବସ ଶେଷ ସନ୍ଦ୍ୟା କାର୍ଯ୍ୟ କ୍ରମ ହୋଇଛି ।ଗୁଣପୁର ଗୁଣ ଗାନ ସ୍ମୁତି ଏକ ବଂଶଧାରା ବସନ୍ତ ମହୋତ୍ସବ ଆଲେକ୍ଷ୍ୟ ସାଜ ସଜାରେ ଅବତିର୍ଣ୍ଣ ଏହି ମାଟିର ମହକ ଅଂଶୀମାନରେ ପରିଣତ । ନୃତ୍ୟ,ନାଚ,ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳା କାରମାନେ କଳା ପ୍ରଦର୍ଶନୀ ନିଆରା ଡଙ୍ଗରେ ପରିବେଷଣ କରିଥିଲେ । ଏହି ଅବସରରେ ଓକିଲ ଶ୍ରୀ-ରମେଶ ଲିମା ନୃତ୍ୟ ସାଂସ୍କୃତିକ କଳା ପ୍ରେମୀମାନଙ୍କୁ ସମ୍ମାନୀତ ମାନ ପ୍ରଦାନ ଦେଇଥିଲେ ।
ନାଚ,ଗୀତ ଅଭିନୟ ଅଙ୍ଗ ଭଙ୍ଗୀ ଓ ଆକର୍ଷଣୀୟ ବେଶ ସଜ୍ଜା ମାଧ୍ୟମରେ ଦର୍ଶକଙ୍କୁ ମନ କିଣି ନେଇଥିଲେ । ଏହା ପରେ ଦର୍ଶକ ମାନେ ମନ ମୁଗ୍ଧ ହୋଇ ମାଳ ମାଳ ତାଳ,ତାଳିର ସୂର ହୋ ହୋ କରି କଳାକାରମାନଙ୍କୁ ଉତ୍ସାହିତ ଦେଇଥିଲେ । ଉପସ୍ଥିତ ଅକ୍ଷୟ ଦାସ୍,ଶିବ ପ୍ରସାଦ ଗୌଡ,ଓକିଲ ରମେଶ ଲିମ ପ୍ରମୁଖ ଥିଲେ ।
No Result
View All Result