ନୂତନ ଏସପି ପ୍ରହଲ୍ଲାଦ ସହାୟ ମୀନା ପାଇକମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମ ବାସୀଙ୍କ ଅଭିଯୋଗ ଶୁଣାଣୀ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ଏଥିରେ ବ୍ଲକ ଓ ପଦ୍ମପୁର ଉପ ଖଣ୍ଡ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଜନ ଅଭିଯୋଗ ରେ ୨୧୩ ଜଣ ସେମାନଙ୍କ ଆପତ୍ତି ଅଭିଯୋଗ କରିଥିଲେ ।

© 2023 Odisha Taza News.