No Result
View All Result
୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ମିନିଷ୍ଟାଡିୟମ୍ ଠାରେ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି । ବିଶ୍ବ ଭାରତ କୋଣ ଅନୁକୋଣରେ ଆଜିର ସାଧାରଣ ତନ୍ତ୍ର ଦିବସ ଇଂରେଜ ମାନଙ୍କ ଠାରୁ ସ୍ବାଧୀନତା ପାଇବା 74ତମ ପତାକା ଉତ୍ତୋଳନ ମହାତ୍ମା ଗାନ୍ଦୀ, ଜବହାର ଲାଲ୍ ନେହୁରୁ, ଲାଲ୍ ବାହାଦୂର ଶାସ୍ତ୍ରୀ ଇତ୍ୟାଦିଙ୍କ ବିଜୟ ହାସଲ,ଯେଉଁମାନଙ୍କ ପାଇଁ ଆଜିର ଦିବସ ନେଇ ସାଧୁତା ସ୍ବାଦ, ସ୍ବାଧୀନ ସଂଗ୍ରାମ୍ ସ୍ମରଣ ଦିବସ ମହା ଆଳମ୍ବରରେ ପାଳନ କରାଯାଇଛି ।ତଥ୍ ସହିତ ସବ୍ କଲେକ୍ଟର ଶ୍ରୀ-ଲଡିତ୍ କୁମାର କହଁର ତ୍ରୀ ରଙ୍ଗା ପତାକା ଉତ୍ତୋଳନ କରିବା ସହିତ ସ୍ବାଧୀନତାର ସଂଗ୍ରାମ ଜାତୀୟ ସଂଙ୍ଗୀତ ଗୀତ ଗାଇ ଯଥା:-ଜନ ଗଣ ମନ ଅଦି ନାୟକ ଜୟ ହେ ଇତ୍ୟାଦି ସଂଗୀତର ସମାପ୍ତି ପରେ ତାଳ ତାଳ ସମସ୍ତେ ଏକ ସ୍ବରରେ ବନ୍ଦେ ମାତାରାମ୍ ସ୍ଲଗାନ ଦେଇ ସ୍ବାଧୀନତାର ଜାତୀୟ ପତାକା ବାନା ଉଡିବାର ଦେଖିପାରୁଛୁ । ସବ୍ କଲେକ୍ଟର୍ ଶ୍ରୀ-ଲଡିତ କୁମାର କହଁର କିଛି ସାଧାରଣ ତନ୍ତ୍ର ଦିବସ ନେଇ ଭାଷଣ ଦେଇଥିଲେ ।
ଏହା ପରେ ସାଧାରଣ ତନ୍ତ୍ର ଦିବସ ନେଇ ପତାକା ଦେଖି ସବ୍ କଲେକ୍ଟରଙ୍କ ଦ୍ବାରସ୍ତ କରି ଫେରଡ୍ ରେ ଜର୍ଜମେଣ୍ଟେ ସ୍ଥାନରେ ରହିଥିବା ବେଳେ ଯଥା:-ଏନ୍ ସି ସି ଗୁଣପୁର ଜୁନିୟର କଲେଜ -07 ଜଣ,ଏନ୍ ସି ସି ଥାୟାରାମା ବାଳିକା ବିଦ୍ୟାଳୟ -06ଜଣ,ଏନ୍ ସି ସି ଜିଆଇଇଟି ୟୁନିଭେର ସିଟି-06ଜଣ,ସରକାରୀ ବାଳକ ବିଦ୍ୟାଳୟ ଗୁଣପୁର-06 ଜଣ,ଗାନ୍ଧୀ ପବ୍ଲିକ୍ ସ୍କୁଲ-06ଜଣ, ସ୍କଟ୍ ବାଳକ ବିଦ୍ୟାଳୟ ଗୁଣପୁର- 07ଜଣ,ଏନ୍ ସି ସି ବାଳକ ବିଦ୍ୟା ନିକେତନ ପବ୍ଲିକ ସ୍କୁଲ-06ଜଣ, ବାଳିକା ବିଦ୍ୟାନିକେତନ୍-07ଜଣ, ବାଳକ ଗାନ୍ଧୀ ପବ୍ଲିକ ସ୍କୁଲ୍-06ଜଣ,ବାଳିକା ଗାନ୍ଧୀ ପବ୍ଲିକ୍ ସ୍କୁଲ-07ଜଣ, ବାଳକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ୍-06ଜଣ,ବାଳିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ୍-06ଜଣ, ବାଳକ ଜଗନ୍ନାଥ ପବ୍ଲିକ ସ୍କୁଲ୍-07 ଜଣ,ବାଳିକା ଜଗନ୍ନାଥ ପବ୍ଲିକ୍ ସ୍କୁଲ୍-07ଜଣ,ଓଡିଶା ଆଦର୍ଶ ବିଦ୍ୟାଳୟ-06ଜଣ,ବାଳକ ଏସ୍ଟି ବିନ୍ସେଣ୍ଟେ ସ୍କୁଲ-06ଜଣ,ବାଳିକା ଏସ୍ଟି ବିନ୍ସେଣ୍ଟେ ସ୍କୁଲ-07ଜଣ,ଇମ୍ଫାୱର୍ ପବ୍ଲିକ ସ୍କୁଲ-06ଜଣ ଯୋଗଦାନ କରିଥିଲେ ।ଏଥି ସହ 74ତମ ସାଧାରଣ ତନ୍ତ୍ର ଦିବସ ନେଇ ଅନେକ ସ୍କୁଲ,କଲେଜର ଛାତ୍ର,ଛାତ୍ରୀମାନେ ସ୍ବାଧୀନତାର ସଂଗ୍ରାମକୁ ବିଜୟ ହାସଲ କରିବାରେ ସାଂସ୍କୃତିକ,ରଙ୍ଗ ମଞ୍ଚ ର କଳା ନୃତ୍ୟ ମଧ୍ୟ ଦେଖିବାକୁ ପାଇ ପାରୁଛୁ । ଯେଉଁମାନେ ଅଂଶ ଗ୍ରହ ଣ କରିଥିଲେ, ସେମାନଙ୍କୁ ମାନତ ପ୍ରଦାନ କରିଥିଲେ । ଏହି ସଭାରେ ପ୍ରତ୍ୟେକ ଗ୍ରାମରୁ ବଦ୍ର ବ୍ୟକ୍ତି,ସମାଜ ସେବୀ, ସାମ୍ବାଦିକ ଗଣ,ତହସିଲଦାର୍,ବିଡିଓ,କଲେକ୍ଟର ଶ୍ରୀ-ଲଡିତ କୁମାର କହଁର ଉପସ୍ଥିତ ଥିଲେ ।
No Result
View All Result