୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ପୌରପରିଷଦର ହସ୍ପିଟାଲ୍ ଚକ ଠାରୁ ହଳଦିଆ ନାଳ ପର୍ଯ୍ୟନ୍ତ ପଥ ଯାତ୍ରା କରୁଥିଲେ । ଏନ୍ ସି ସି ଫେରଡ୍ ସହ ମୁଖ୍ୟ ଅତିଥିମାନେ ତଥା ଜନ ବହୁଳ ବାହାରି ଏକ ଲୟରେ ପଦ ଯାତ୍ରାରେ ଯୋଗଦାନ ଦେଇ ଶୁଭାରମ୍ଭ କରାଯାଇଥିଲା । ଆଜିର ପଥ ଯାତ୍ରା କରିବା ପରେ ନିଜ ନିଜ ସ୍ଥାନରୁ ଶ୍ରୀ ଜଗନ୍ନାଥ ପ୍ରଭୂଙ୍କୁ ଫୁଲମାଳ ଏବଂ ଦୀପ ଜ୍ଜାଳି ପୂଜା ଅର୍ଚ୍ଚନା କରିଥିଲେ । ତଥ୍ ଭିନ୍ନ ପଥ ରାହାଗିରୀ ଉତ୍ସବ-2023 ନେଇ ଅତିଥି ବୃନ୍ଧ କିଛି କିଛି ବାସଣ ସ୍ମୁତି ଉଦ୍ଦେଶ୍ୟରେ କହିଥିଲେ । ତାହା ସହିତ ସାଂସ୍କୃତିକ,ଯୋଗ ଆସନ,ଶିଶୁ ପ୍ରେନ୍ସି ଡ୍ରେସ୍,ଖାଦ୍ୟ ଏବଂ ପିଠା ଫଣା ପ୍ରତି ଯୋଗୀତା, ଜୁଟି ପ୍ରତିଯୋଗୀତା ହୋଇଛି ।ଏଥିରେ ଖାଦ୍ୟ ଏବଂ ପିଠା ଫଣା ପ୍ରତିଯୋଗୀତାରେ ଭାଗ ନେଇ ଥିବା ମହିଳା ‘ମାଆ’ ହେଲେ ଯଥା:- ଶ୍ରୀମତୀ-ଆଲେକ୍ଷ୍ୟା ପତନୁରୁ-ଗୋଟିଏ ପ୍ରକାର ଖାଦ୍ୟ, ଶ୍ରୀମତୀ-ଲିନା ଚାନ୍ଧ୍ ବାଉଁରୀ-ଗୋଟିଏ ପ୍ରକାର ଖାଦ୍ୟ,ଶ୍ରୀମତୀ-ସାରମିଲା ପାତ୍ର-ପାଞ୍ଚ ପ୍ରକାର ଖାଦ୍ୟ,ଗୀତାଞ୍ଜଳି ପାଣିଗ୍ରାହୀ- 12ପ୍ରକାର ଖାଦ୍ୟ, ଶ୍ରୀମତୀ-ଜି ରିଶ୍ମା-ଦୁଇ ଗୋଟି ପ୍ରକାର ଖାଦ୍ୟ, ଗୀତାଞ୍ଜଳି ଦାସ୍-ଦୁଇ ପ୍ରକାର ଖାଦ୍ୟ,ଶ୍ରୀମତୀ-ଏସ୍ ସୁଲୋଚନା-ଦୁଇ ପ୍ରକାର ଖାଦ୍ୟ, ଶ୍ରୀମତୀ-ସଶ୍ମିତା ଚୌଧ୍ରୀ-ଛଅ ପ୍ରକାର ଖାଦ୍ୟ, ଶ୍ରୀମତୀ-ସୁଷମା ସାହୁ -23 ପ୍ରକାର ଖାଦ୍ୟ,ଶ୍ରୀମତୀ-ନାଗେଶୂରୀ ପଣ୍ଡା-ଦୁଇ ପ୍ରକାର ଖାଦ୍ୟ,ଶ୍ରୀମତୀ-ଲଳିତା କୁମାରୀ ଦୋରା-ଛଅ ପ୍ରକାର ଖାଦ୍ୟ ଆଣି ଅଂଶ ଗ୍ରହଣ କରିଥିବାବେଳେ । ସେହି ପରି ଜୁଟି ପ୍ରତିଯୋଗୀତାରେ 21 ଜଣ ମହିଳା “ମାଆ”ମାନଙ୍କ ମଧ୍ୟରୁ ଶ୍ରୀମତୀ-ଭି ସାରନ୍ୟା-ପ୍ରଥମ ସ୍ଥାନ,ଶ୍ରୀମତୀ-ଏ ଚାନ୍ଧିନି ଓ ଶ୍ରୀମତୀ-ଏଚ୍ ଫିଙ୍କି-2ୟ ସ୍ଥାନ, ଶ୍ରୀମତୀ-ସାଗରିକା ସତ୍ ପତୀ ଓ ଶ୍ରୀମତୀ-ଆରତି ବାଉଁରୀ-3ୟ ସ୍ଥାନ ପାଇଥିବା ବେଳେ ଶ୍ରୀମତୀ-କେ ନମିନା,ଶ୍ରୀମତୀ-ଲୁସି ଜୋର୍ଜ ଭାବେ ଏବଂ ମାନତ ପ୍ରଦାନ ମୁଖ୍ୟ ଅତିଥି ନେଇ ପରିଚାଳନା କରୁଥିଲେ । ଏଥିରେ ସଭାପତି-ଶ୍ରୀ-ଅକ୍ଷୟ ଦାସ୍,ଅଭ୍ୟାର୍ଥନା ବିଧାୟକ-ଶ୍ରୀ-ରଘୁନାଥ ଗମାଙ୍ଗ,ଗାନ୍ଧୀ ମହାବିଦ୍ୟାଳୟର ଶ୍ରୀ- ଚନ୍ଦ୍ର ଦୟ ପଣ୍ଡା,ଉପାଦକ୍ଷା-ଶ୍ରୀ-ଶିବ ପ୍ରସାଦ ଗୌଡ,କଳାକାର-ଶ୍ରୀ-କୈଳାସ ଦାସ୍,ଶିବ ଶକ୍ତି ଖାଦ୍ୟ କମିଟି-ଶ୍ରୀ-ସୁରେନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ ।