• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିତିଦିଆ ରାସ୍ତା ନାହିଁ : କଷ୍ଟକର ସ୍ଥିତିରେ ଗ୍ରାମବାସୀ

Proprietor Abhimanyu Maharana by Proprietor Abhimanyu Maharana
January 18, 2023
in ଓଡ଼ିଶା, ଗଜପତି, ହୋମ୍
0
ନିତିଦିଆ ରାସ୍ତା ନାହିଁ : କଷ୍ଟକର ସ୍ଥିତିରେ ଗ୍ରାମବାସୀ
Share on FacebookShare on TwitterWhatsapp

ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମଞ୍ଚଳକୁ ଗମନାଗମନ କରାଇବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି ଆସୁଛନ୍ତି । ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆର. ଉଦୟଗିରି ବ୍ଳକ ମହକୁମା ଠାରୁ ମାତ୍ର ୫ କିମି ଦୂରରେ ଥିବା ଅନ୍ତରାଳି ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା ନିର୍ମାଣ ନହେଲେ ଆଗାମୀ ଦିନରେ ଆଲୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଆର,ଉଦୟଗିରି ପଞ୍ଚାୟତଠାରୁ ତଥା ଆର.ଉଦୟଗିରି ତଥା ଆର,ଉଦୟଗିରି ବ୍ଳକ ମହକୁମା ଠାରୁ ରାଜ୍ୟ ସଡକ ଯୋଜନା ମୁଖ୍ୟ ରାସ୍ତାର ମାତ୍ର ୨ କିମି ଠାରୁ ଅନ୍ତରାଳି ଗ୍ରାମକୁ ଯିବା ପାଇଁ ଆବଡାଖାବଡା ପଥୁରିଆ, ପାହାଡିଆ ରାସ୍ତା ପଡେ । ଏହି ରାସ୍ତାରେ ୪ ଚକିଆ ଯାନ ବାହାନା ଚଳାଚଳ ହେଉନାହିଁ । ବାଇକରେ ଯିବା କଷ୍ଟକର ବ୍ୟାପାର । NHM ରାଜ୍ୟ ସଡକ ଯୋଜନା ମୁଖ୍ୟ ରାସ୍ତା ଠାରୁ ମାତ୍ର ୩ କିମି ଚାଲି ଚାଲି ଗଲେ ପଡିବ ଅନ୍ତରାଳି ଗ୍ରାମ ।

ଏହି ଗାଁକୁ ଚଲାପଥ ହିଁ ଭରସା ଓ ଗ୍ରାମର ଜନସଂଖ୍ୟା ୧୦୦୦ ରୁ ଉଦ୍ଧ୍ବ । ଏହି ରାସ୍ତାରେ ପୂର୍ବରୁ ଯାହା କିଛି କାମ ହେଉଛି ମନରେଗା ଯୋଜନାରେ । ଏହି ଯୋଜନାରେ ବାରମ୍ବାର ଟଙ୍କା ଖର୍ଚ କରାଯାଇ ରାସ୍ତା କାମ ହେଉଛି ଏବଂ କିଛି ଦିନ ପରେ ନଷ୍ଟ ହୋଇଯାଉଛି । ଯଥାପୂର୍ବଂ ତଥା ବରଂ ଭଳି ହେଉଛି । ରାସ୍ତା ନିର୍ମାଣ ପାଇଁ କୌଣସି ପକ୍ବା ଯୋଜନା କରାଯାଉ ନାହିଁ । ଗ୍ରାମ ରାସ୍ତା ନଥିବା ଯୋଗୁଁ କୌଣସି ଅଧିକାରୀଙ୍କ ପାଦ ପଡେ ନାହିଁ ଗାଁରେ । ବାଦ୍ଧକ୍ୟ ଭତ୍ତା, ପିଡିଏସ୍ ସାମଗ୍ରୀ ଆଣିବା କିମ୍ବା ଅନ୍ୟ କୌଣସି କାମ ପାଇଁ ଗ୍ରାମବାସୀ ଚାଲି ଚାଲି ଆର,ଉଦୟଗିରି ଆସିବାକୁ ପଡୁଛି । ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପଟେ ରାସ୍ତା ନିର୍ମାଣ ପାଇଁ ବିଧାୟକ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇବାଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ । ଯଦ୍ବାରା ବାଧ୍ୟ ହୋଇ ରାସ୍ତା ନିର୍ମାଣ ପାଇଁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଏହି ରାସ୍ତା ପ୍ରାଧାନମନ୍ତୀ ଗ୍ରାମ୍ୟ ସଡକ ଯୋଜନା ସାମିଲି କରିବା ନଚେତ ଅନ୍ୟ ଯୋଜନାରେ ରାସ୍ତା କାମ ନିର୍ମାଣ କରିବା ବହୁବାର ଦାବି ପରେ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାକୁ ମେଟେଲିଙ୍ଗି ପାଇଁ ୨୦୨୧ ଡିସେମ୍ବର ମାସରୁ ୧୮ ଲକ୍ଷ ସାଶସନ୍ ହୋଛି । ପାଇଥିବା ଠିକାଦାର ଗ୍ରାମକୁ ଯିବାକୁ ମୁହଁରେ କିଛି ରାସ୍ତା ମେଟେଲିଙ୍ଗି କରି ଛାଡି ଦେଇଇଛି । ରାସ୍ତା ନିର୍ମାଣ କାମ ନିମ୍ନାନର ହୋଇଥିବ ସମସ୍ତ ରାସ୍ତାରୁ ମେଟେଲ ଗୁଡିକ ଉଠିଗଲାଣି ଲୋକେ ଯାତାୟତରେ ବହୁଅସୁଧାର ସମୁଖୀନ ହେଉଛନ୍ତି । ଏହି ବିଷୟ ନେଇ ସହକାରୀ ନିର୍ବାହୀ ଯନ୍ତୀ ଯୋଗାଯୋଗ କରିବାକୁ ଚାହିବାରୁ ଅଫିସ ଅନୁଉପସ୍ଥି ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଏହାପରେ କନିଷ୍ଠ ଯନ୍ତୀ ଶୁଭଶ୍ରୀ ଜେନା ସହ ଯୋଗାଯୋଗ କରିବା ସେ କହିଥିଲେ ଏହି ରାସ୍ତାକୁ ୨୦୨୧ ରୁ ୧୮ ଲକ୍ଷ ଟଙ୍କା ଆସିଛି ପାଇଥିବା ଠିକାଦାର କିଛି କାମ କରିଛି ଆଉ ଯାହା ବଳକା କାମ ବାକି ଅଛି ଠିକାଦାର ସମସ୍ତ କାମ ସରେଇବାକୁ ନିର୍ଦେଶ ଦିଆଯାଛି ।

ସେହି ଆଞ୍ଚଳ ଲୋକମାନଙ୍କ ଠାରୁ ଏହି ରାସ୍ତା ମେଟେଲ ପାଇଁ ୩୦ ଲକ୍ଷ ଆସିଥିଲା କାମ ଅତିଖରା କାମ ହୋଇଥିବାରୁ ଅପଦିନ ପରେ ରାସ୍ତାରୁ ମେଟେଲ ବାହାରି ପଡିଛି ବୋଲି ଗ୍ରାମ ଅଭିଯୋଗ କରୁଛନ୍ତି । ଅତି ଶ୍ରିଘ ରାସ୍ତା କାମ ଆରମ୍ଭ ହେବ ବୋଲି କହିଛନ୍ତି । ଆର,ଉଦୟଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା କରାଯାଉଥିବା କାମ ଗୁଡିକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରିବାକୁ ଅଞ୍ଚବାସୀ ତରଫରୁ ଦାବି ହେଉଛି । ସରକାରଙ୍କ ନିର୍ଦେଶଯେ ଯେ କୌଣସି ସରକାରୀ କାମ ନିକଟରେ ଫଳକ ନିର୍ମାଣ କରି କାର୍ଯ୍ୟର ସଣ୍ଣୂନ ବିବରଣି ଲେଖାଯିବା କାମ ଆରମ୍ଭ କରିବା ସରକାରଙ୍କ ନିର୍ଦେଶ ଥିବା ସତେ ଆର, ଉଦୟଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ସରକାରଙ୍କ ନିର୍ଦେଶକୁ ବେଖାତିରି କରି କାମ କରୁଥିବା ଦେଖିବାକୁ ମିଳୁଛି । ଏହା ଜଳନ୍ତା ଉଦାହରଣ ଦେଥିବାକୁ ମିଳିଛି । ଆର,ଉଦୟଗିରି ମଖ୍ୟ ସଡକ ରୁ ଅନ୍ତରାଳି ଗ୍ରାମକୁ ୧୮ ଲକ୍ଷ ଟଙ୍କାରେ ରାସ୍ତା କାମ ହେଉଥିବା ସତେ କାମ ଫଳ ଦେବାକୁ ମିଳୁନି ସେହି ଆର,ଉଦୟଗିରି ମୁଖ୍ୟ ରାସ୍ତା ରୁ ବୁରୁସିଂ ଭୟା ଘୋଡାକଣ ଗ୍ରାମକୁ ହେଉଥିବା ରାସ୍ତା ନିର୍ମାଣ କାମ ସରିବା ସତେ କାମ ନିକଟରେ ଫଳ ଦେଖିବାକୁ ମିଳୁନି । ରାସ୍ତା କାମ ନିର୍ମାଣ କିଛି ମାସ ପରେ ରାସ୍ତା ଅବସ୍ଥା ଖରାପ ହେବାକୁ ଗଲାଣି ଦେଖିବାକୁ ମିଳିଛି । ଏହି ବିଭାଗ ଦ୍ବାରା ଯେଉଁ ସବୁ କାମ ମାନ ଲୋକ ଜାଣିବାକୁ ବିଭାଗ ଫଳକ ନ ଲଗାଇ ଲୋକଙ୍କୁ ଅନ୍ଧାର ରଖାଯାଉଛି ବୋଲି ସାଧାରଣ ଚର୍ଚା ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭାଗ କାମ ଗୁଡିକ ତଦନ୍ତ କରିବାକୁ ଦାବି ହେଉଛି । ଏହି ବିଷୟ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତୀ ଉମା ଶଙ୍କର ମଳିକ ଯୋଗାଯୋଗ କରିବାରୁ ସେ କହିଲେ

ବିଭାଗ ଦ୍ବାରା ବିଭିନ୍ନ କାମ ଲାଗିଥିବାରୁ ଆର,ଉଦୟଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତୀ କାମ ଦେବାକୁ ଚାଯାଆନ୍ତି । ଯଦି ଆପଣଙ୍କ କୌଣସି ଥତ୍ୟା ଦରକାର ସୁଚନା ଆଇନି ଅଧିକାର ଦ୍ବାରା ତଥ୍ୟା ମାଗି ଦିଆଯିବ ନଚେତ ରାତ୍ର ୭ ସମୟ ଅଫିସ ଯାଇ ଗଲେ ମିଶିପାରିବେ ଓ ଯନ୍ତୀଙ୍କଫୋନ ଯୋଗଯୋଗ କରିଲେ ସେ ଯେବେ ଆସିବାକୁ କହିବେ ଯାଇ ମିଶି ପଚାଚାରି ପାବେ ବୋଲି କହିଥିଲେ ।

ଏହି ବିଭାଗ ଚାଲି କାମ ଗୁଡିକର ଅଟକଳ ମୂଲ୍ୟ ଏବଂ କାମ କେବେ ଆରମ୍ଭ ହୋଇଲା କେବେ ସରିବ ବୋଲି ଆମ ପ୍ରତିନିଧି ଅଫିସ ଯାଇଥିଲେ ଯାଇଥିଲେ । ଅଫିସ ଅନୁଉପସ୍ଥିତ ଥିବାର ତାହାଙ୍କୁ ଫୋନ କରି ବିଭାଗର ସହକାରୀ ନିର୍ବାହୀ ଯନ୍ତୀ ରାମ ଚନ୍ଦ୍ର ବେହେରା ଯୋଗାଯୋଗ କରିବା ସେ କହିଲେ ଆପଣଙ୍କୁ ଯେଉଁ ତଥ୍ୟ ଦରକାର ମୋହନା ସବ୍ ଡିବିଜନ୍ ମାଗନ୍ତୁ ସେମାନେ ଦେବେ ଆମେ କାମ ଠିକ୍ ହେଉଛିନାହିଁ ତଦନ୍ତ କରିବା ଦାୟତ ଏବଂ ବିଳି କରି ସବ୍ ଡିବିଜନ୍ ପଠାଇଦେଉଛୁ ବୋଲି କହିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି

ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି

October 15, 2026
‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍‌; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌

‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍‌; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌

October 15, 2026
ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

October 14, 2026
ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ

ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି

ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି

October 15, 2026
‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍‌; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌

‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍‌; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌

October 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version