No Result
View All Result
୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଳକ୍ ନୂଆ ବସ୍ତୁ ଷ୍ଟାଣ୍ଡ ଇଡାଇ-ଇଡିତାଲ୍ ଚଇତି ମଣ୍ଡପ ଆନୁକୂଲ୍ୟରେ ଅନୁଷ୍ଠିତ ସଉରା ଆଦିବାସୀ ଯେଉଁ ପୂର୍ବ ପୁରୁଷ ମାନଙ୍କର ପରମ୍ପରାକୁ ନେଇ ଆଜି “ଇଡାଇ” ଏକ ପୂର୍ବ ପୁରୁଷ ମାନଙ୍କର “ଲେଖନୀୟ”କୁ ବୁଝାଯାଏ ଏବଂ “ଇଡିତାଲ୍” ଏକ ପାରମ୍ପରିକ କଳାକୃତି “କାନ୍ଥମାନ ଚିତ୍ରକୁ ବୁଝାଇଥାଏ । ସଉରା ଭାଷାର “ଇଡାଇ-ଇଡିତାଲ୍” ଇତିହାସ “ଲେଖନୀୟ କାନ୍ଥମାନ ଚିତ୍ର” କଳାକାର ଶ୍ରୀ-‘ଲକ୍ଷ୍ମଣ ଶବର’ ସଉରା ଭାଷାର କଳା,ସଂସ୍କୃତି, ପରମ୍ପରା,ଲେଖନୀର ସୃଷ୍ଟିର ଆଧାରକୁ ଏହି “ଇଡାଇ-ଇଡିତାଲ୍” ସଉରା ଭାଷା ରହିଛି । ଏହା ସାରା ବିଶ୍ଵକୁ ମନ କିଣି ନେଇଥାଏ,ମନ ବରା ଆକୃତିର ଆକୃଷ୍ଟ ଚିତ୍ର କଳା ।ଏହି ସଉରା ଭାଷାର ପରମ୍ପରା “ଇଡାଇ-ଇଡିତାଲ୍” ଚଇତି ଏ ଯୁଗର ପରମ୍ପରା ଏକ ପୂର୍ବ ପୁରୁଷ ମାନଙ୍କର ସ୍ମୃତି କଳା ପୁଣି ଆସିବାକୁ ପଡିଥାଏ । ଶ୍ରୀଯୁକ୍ତ-ନବୀନ ପଟ୍ଟନାୟକ ଏଥି ପାଇଁ କି ସଉରା ଭାଷାର ପରମ୍ପରା ଗତକୁ କେବେ ମଧ୍ୟ ଭୂଲି ନାହାଁନ୍ତି, ଏହି ସଉରା ଆଦିବାସୀ “ଲିପି କଳା”କୁ ଲେଖନୀକୁ ପୂନର୍ବାର ସେ ଗଠନ କରୁଥାନ୍ତି । ଯଥା:-ସ୍କୁଲ୍,କଲେଜ, ରାସ୍ତାର କାନ୍ଥରେ, ଘରେ ଘରେ, ଫୋଟ ଚିତ୍ର ମାନ ଆଙ୍କିବାର ସ୍ମୃତି ଢଙ୍ଗ ବଝାଇ ରଖିଛନ୍ତି,ଆମ ଶ୍ରୀଯୁକ୍ତ-ନବୀନ ବାବୁ । ନବୀନ ବାବୁଙ୍କ ଯୋଗୁଁ ସାରା ଓଡିଶା କମ୍ପି ଉଠୁଛି କି ସଉରା ସାଂସ୍କୃତିକ ଲେଖନୀୟ କାନ୍ଥ ମାନ ଚିତ୍ର,ଫୋଟୋ ଚିତ୍ର,କାରୁକୃତି, କଳାଦୋଥି,ମୁଣ୍ଡରେ ପୋଗୋଡି ଇତ୍ୟାଦି ନିଆରା ଢଙ୍ଗ ବେଶ ସଜ୍ଜା ସଜ୍ଜିତ ମନ କିଣି ଦେଇଥାଏ । ଏହି ସଉରା ଆଦିବାସୀ “ଇଡାଇ-ଇଡିତାଲ୍ ଚଇତି” ମନ ଚୂଆଁ ଚଇତି ପର୍ବ କେବଳ ନବୀନ ବାବୁଙ୍କ ଦ୍ବାରା ସଉରା ଆଦିବାସୀ ପରମ୍ପରା ସାରା ଓଡିଶା ପ୍ରସିଦ୍ଧ,ସାରା ବିଶ୍ଵ ମଧ୍ୟ ଚକିତ କରି ରହିଛି । ଏହି ସଉରା ଆଦିବାସୀ ପରମ୍ପରା ଲେଖନୀୟ, କଳା ସାସ୍କୃତିକ । ଏଣୁ ଏହି ସ୍ମୃତି ଦିବସ “ଇଡାଇ-ଇଡିତାଲ୍” ଚଇତି ପର୍ବ ହଜାର ହଜାର ଦର୍ଶକମାନେ ଯୋଗଦାନ କରୁଥିଲେ,କେତେକ ସଉରା ସାଂସ୍କୃତିକ ପ୍ରତିଯୋଗୀତା,ସାମ୍ବାଦିକ ଏବଂ ଓକିଲାତି ମାନଙ୍କ କ୍ରୀକେଟ୍ ପ୍ରତିଯୋଗୀତା,ନାଚ,ଗୀତ,କ୍ରୀକେଟ୍ ଟୁର୍ଣ୍ଣାମେଣ୍ଟ୍,ବଲିବଲ୍ ଟୁର୍ଣ୍ଣାମେଣ୍ଟ୍, ଓଡିଆ ଖାଦ୍ୟ ପ୍ରତିଯୋଗୀତା,କବିତା ଲେଖକ ଇତ୍ୟାଦି ପ୍ରତିଯୋଗୀତାଙ୍କ ନିମନ୍ତେ ମାନ ପତ୍ର ପ୍ରଦାନ ବଣ୍ଟନ ଦେଇଥିଲେ । “ଇଡାଇ-ଇଡିତାଲ୍” ତୃତୀୟ ରଜନୀ ସନ୍ଧ୍ୟା ସମୟରେ ପ୍ରଜ୍ଞା ଭାଇ,ଶଙ୍କର ଭାଇ,ସୁଧୀର ଦାସ୍,ଜଗନ୍ନାଥ ସାରକା,ରଘୁନାଥ ଗମାଙ୍ଗ,ତ୍ରୀନାଥ ଷଡଙ୍ଗୀ,ଅକ୍ଷୟ ଦାସ୍,ଗୋଷ୍ଠୀ ଉନ୍ନୟନ ବିଭାଗ-ଶ୍ରୀମତୀ-ଶାନ୍ତି ପ୍ରଭା ପ୍ରଧାନ,ତହସିଲଦାର ଶ୍ରୀ-ସରତ ଚନ୍ଦ୍ର ନାୟକ,ଉପ-ଜିଲ୍ଲା ପାଳ-ଶ୍ରୀ-ଲଡିତ କୁମାର କହଁର,ଜିଲ୍ଲା ପାଳ-ଶ୍ରୀମତୀ-ସଦା ଦେବୀ ସିଂ ଉପସ୍ଥିତ ଥିଲେ ।
No Result
View All Result