• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁଣପୁର ଇଡାଇ-ଇଡିତାଲ୍ ଚଇତି ପର୍ବ-2022-2023 ପ୍ରଥମ ସନ୍ଧ୍ୟାର ରୀୟା ଦେବୀଙ୍କ ଦ୍ବାରା ଲୋକ ଆକର୍ଷଣୀୟ

Proprietor Abhimanyu Maharana by Proprietor Abhimanyu Maharana
January 11, 2023
in ଓଡ଼ିଶା, ରାୟଗଡା, ହୋମ୍
0
ଗୁଣପୁର ଇଡାଇ-ଇଡିତାଲ୍ ଚଇତି ପର୍ବ-2022-2023 ପ୍ରଥମ ସନ୍ଧ୍ୟାର ରୀୟା ଦେବୀଙ୍କ ଦ୍ବାରା ଲୋକ ଆକର୍ଷଣୀୟ
Share on FacebookShare on TwitterWhatsapp

୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ନୂଆଁ ବସ୍ ଷ୍ଟାଣ୍ଡ ଇଡାଇ-ଇଡିତାଲ୍ ଚଇତି ମଣ୍ଡପ ଆନୁକୂଲ୍ୟରେ ଅନୁଷ୍ଠିତ କଳାକର୍,ସାଂସ୍କୃତିକ ମେଳା ନାଚ,ଗୀତ,ଆଦିବାସୀ ନୃତ୍ୟ, ଦର୍ଶକମାନଙ୍କୁ ମନ ମୁଗ୍ଧ କରିଦେଇଥିଲା । ପ୍ରଥମ ଦିନର ସଭା କାର୍ଯ୍ଯ ଭାବେ ଶ୍ରୀମତୀ-ଦେବୀ ରାଣୀ ନନ୍ଧଙ୍କ ଦ୍ବାରା ପରିଚାଳନାକରିଥିଲେ । କଳାକାର୍ ରୀୟାଙ୍କୁ ଆସିବା ଠାରୁ ଲୋକଙ୍କ ହୃଦୟରେ ହସ,ଆନନ୍ଦ, ଗୀତ,ନାଚରେ ଗୁଣପୁର ଲୋକଙ୍କ ଭଲ ପାଇବା ସହ ତାହାଙ୍କୁ ସମ୍ମାନୀତ ଫୁଲ ତୁଳା ଦେଇ ସମ୍ବର୍ଦ୍ଧିତ ଜଣାଇଥିଲେ । ରୀୟା କେତେକ ଆଦିବାସୀମାନଙ୍କ ଇଡାଇ-ଇଡିତାଲ୍ ନେଇ କିଛି ଉଦ୍ଦ୍ ଭଦନ ସହିତ ନାଚ, ଗୀତରେ ଗୁଣପୁର ସହର ବାସୀଙ୍କୁ ମନ କିଣି ନେଉଥିଲେ । ଇଡାଇ-ଇଡିତାଲ୍ ର-2022- 2023 ବର୍ଷ ଆଦିବାସୀ ସାଂସ୍କୃତିକ, କଳାକାର,ବଜାର,ଲୋକାର୍ପଣ୍ୟ,ଦେଖିବାକୁ ସରସ ସୁନ୍ଦର ,ସାଜ୍ଜ,ସଜ୍ଜା, ଆକୃତିର ଚାରା ସଦୃଶ୍ୟ ଲୋକଙ୍କୁ ପ୍ରଭାବିତ ସହ ସହ ଲୋକଙ୍କ ଦର୍ଶକ ଭିଡ ଦେଖିବାକୁ ମିଳିଥାଏ । କେତେକ ପୂର୍ବ ଦିନମାନଙ୍କରେ ପ୍ରତିଯୋଗୀତାରେ ଅଂଶିଦାର୍ ନେଇଥିଲେ ଏବଂ କଳାକାର,ନୃତ୍ୟ, ପ୍ରତିଯୋଗୀତା, ପରିବେଷଣ କରିଥିଲେ,ସେହି କୁନି ଛୁଆ,ଭାଇ, ଭଉଣୀମାନଙ୍କୁ ପୁରସ୍କାର ବିତରଣ ପ୍ରଦାନ ଦେଇଥିଲେ । ଗୁଡାରି ବ୍ଳକ୍ ର-ତହସିଲଦାର, ରାମନାଗୁଡା ବ୍ଲକ୍-ତହସିଲଦାର, ପଦ୍ମପୁର ବ୍ଳକ୍-ବିଡିଓ,ତହସିଲଦାର, ବିଷମକଟକ ବ୍ଲକ୍-ବିଡିଓ,ଗୁଣପୁର ବିଧାୟକ ଶ୍ରୀ-ରଘୁନାଥ ଗମାଙ୍ଗ, ଆଦର୍ଶ ଥାନା- ଆଇ ଆଇ ସି-ନିଳାମ୍ବର ଦାନି,ଗୁଣପୁର ବ୍ଳକ୍-ବିଡିଓ -ଶାନ୍ତି ପ୍ରଭା ପ୍ରଧାନ,ଗୁଣପୁର ବ୍ଲକ୍- ତହସିଲଦାର-ସରତ ଚନ୍ଦ୍ର ନାୟକ, ଉପ-ଜିଲ୍ଲା ପାଳ-ଶ୍ରୀଯୁକ୍ତ-ଲଡିତ କୁମାର କହଁର,ଜିଲ୍ଲା ପାଳ-ଶ୍ରୀମତୀ-ସଦା ଦେବୀ ସିଂ ପ୍ରମୁଖ ରହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version