<h4><img class="alignnone wp-image-95882" src="https://odishatazanews.com/wp-content/uploads/2023/01/udayagiri3-300x169.jpg" alt="" width="795" height="448" /><strong><span style="color: #ff0000;"><em>୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :-</em> </span>ମଙ୍ଗଳବାର ମୋହନା ଗୋଷ୍ଠୀଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କର ଖେଳକୁଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଇଓ ଦେବଦାସ ତାମରାପୁ ସଭାପତିତ୍ବ କରିବା ସହ ପ୍ରଦିପ ପ୍ରଜ୍ଜଳନ କରି ଆରମ୍ଭ ଥିଲେ । ଏଥିରେ ମୁଖ୍ୟ ଅତିଥୀ ଭାବେ ଏ ବିଇଓ କୁନାପାତ୍ର । ଏହି କ୍ରିଡା ପରିଯୋଗିତାକୁ ଅଡବା ହାଇସ୍କୁଲ ଖେଳ ଶିକ୍ଷକ ପ୍ରମୋଦ କୁମାର ନାୟକ ଓ ଶମ୍ନଳ ଶିକ୍ଷକ ସୁମନ୍ତ ପ୍ରଧାନ ଖେଳ ପରିଚାଳନା କରିଥିଲେ । </strong><img class="alignnone wp-image-95881" src="https://odishatazanews.com/wp-content/uploads/2023/01/udayagiri2-300x169.jpg" alt="" width="621" height="350" /><strong>ଏହି ଖେଳରେ ଲେମ୍ବୁ ଚାମଚ, ବୁକେଟ ବଲ, ଜିଲାପି ଡିଆ, ବ୍ଲାଇଣ୍ଡ ହିଟ ଓ ମ୍ୟୁଜିକ ଚେୟାର ଏହି ପରି ୫ ପ୍ରକାର ଖେଳ କରା ଯାଇଥିଲା । ଖେଳ ଶେଷରେ ସଫଳ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରକାଶ କୁମାର ସାହୁ ଏବଂ ବିଇଓ ଅଫିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସର୍ବ ଶେଷରେ ଶଙ୍କର ପଣ୍ଡା ଧନ୍ୟବାଦ ଦେଇଥିଲେ ।</strong><img class="alignnone wp-image-90712" src="https://odishatazanews.com/wp-content/uploads/2022/11/odisha-tazanewsr.udayagirigajapati.pptx3_-300x72.jpg" alt="" width="613" height="147" /> <img class="alignnone wp-image-88991" src="https://odishatazanews.com/wp-content/uploads/2022/11/ranpur-55-300x111.jpg" alt="" width="665" height="246" /></h4>