• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡ଼ା ରେ ଧର୍ମଜାଗରଣ ପଶ୍ଚିମ ପ୍ରାନ୍ତ ପ୍ରମୁଖଙ୍କ ଗ୍ରାମେ ଗ୍ରାମେ ସତସଙ୍ଗ ର ହାଲୁଆ ଗ୍ରାମରେ ସମୀକ୍ଷା

Proprietor Abhimanyu Maharana by Proprietor Abhimanyu Maharana
January 10, 2023
in ଓଡ଼ିଶା, ରାୟଗଡା, ହୋମ୍
0
ରାୟଗଡ଼ା ରେ ଧର୍ମଜାଗରଣ ପଶ୍ଚିମ ପ୍ରାନ୍ତ ପ୍ରମୁଖଙ୍କ ଗ୍ରାମେ ଗ୍ରାମେ ସତସଙ୍ଗ ର ହାଲୁଆ ଗ୍ରାମରେ ସମୀକ୍ଷା
Share on FacebookShare on TwitterWhatsapp

୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ଗ୍ରାମେ ଗ୍ରାମେ ସତସଙ୍ଘ ର ସମୀକ୍ଷା ଓ ଧର୍ମଜଗରଣ କାର୍ଯ୍ୟକ୍ରମ କିପରି ତ୍ୱରାନ୍ୱିତ ହେଉଛି ରାୟଗଡ଼ା ଜିଲାରେ କଣ କରାଯାଉଛି ଏହାର ସମୀକ୍ଷା କରିବାପାଇଁ ଧର୍ମଜାଗରଣ ବିଭାଗର ପଶ୍ଚିମପ୍ରାନ୍ତ ସଂଯୋଜକ ବିକ୍ରମ ଆଚାର୍ଯ୍ୟ ପହଞ୍ଚି ରାୟଗଡ଼ା ଜିଲ୍ଲା ହାଲୁଆ ଓ ଜାମାଳିମା ସତସଙ୍ଗରେ ଉପସ୍ଥିତ ରହି ଏହାର କାର୍ଯ୍ୟ କାରିତା ଉପରେ କଳାଂଶ ନେଇଥିଲେ | ମୁଖ୍ୟ ଅତିଥି ରାୟଗଡ଼ା ସହରରେ ଅବସ୍ଥିତ ସଂଘ କାର୍ଯ୍ୟାଳୟରେ ପହଞ୍ଚି ଗ୍ରାମେ ଗ୍ରାମେ ସତସଙ୍ଗ ର କାର୍ଯ୍ୟକ୍ରମ ଯୋଗ ଦେବାପାଇଁ ମନ ବଳାଇଥିଲେ | ଏହି ଖବର ପାଇଁ ବିଶ୍ୱକଲ୍ୟାଣ ସାଧନା ସମିତି ତଥା ଗ୍ରାମେ ଗ୍ରାମେ ସତସଙ୍ଘ ର ସଂସ୍ଥାପକ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜୀ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରି ହାଲୁଆ ଓ ଜମାଲିମା ଅହରହ ସଦା ଚଳିତ ସତସଙ୍ଘ କେନ୍ଦ୍ରରେ ଉପସ୍ଥିତ ରହିବା ଓ ନିଜ ବକ୍ତବ୍ୟ ପରିବେଷଣ କରିବାକୁ ଅନୁରୋଧ କରିଥିଲେ |ଯୋଗୀଶ୍ରୀ ଙ୍କ ଆମନ୍ତରଣରେ ଖୁସି ହୋଇ ଶ୍ରୀ ଆଚାର୍ଯ୍ୟ, ଅବସର ପ୍ରାପ୍ତ ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବୌଦ୍ଧିକ ପ୍ରମୁଖ ପ୍ରମୁଖ ପ୍ରଭାତ ପାଣିଗ୍ରାହୀ, ବଲାଙ୍ଗୀର ଜିଲ୍ଲା ପରିଯୋଜନା ପ୍ରମୁଖ ଗଗନ ବିହାରୀ ଦାସ ସାନ୍ଧ୍ୟ କାଳର ସତସଙ୍ଗ ରେ ଉପସ୍ଥିତି ରହି ତାଙ୍କ ବକ୍ତବ୍ୟରେ କହିଥିଲେ କି ହିନ୍ଦୁ ଜଗିବା, ହିନ୍ଦୁ ସମ୍ଭାଳିବା, ହିନ୍ଦୁ ବଞ୍ଚାଇବା, ଗ୍ରାମେ ଗ୍ରାମେ ଧର୍ମ ରକ୍ଷକ ନିଯୁକ୍ତି କରିବା, ଜାତି ବର୍ଣ୍ଣ ନିର୍ବିଶେଷରେ ଏକତା ହେବା, ପୁରାତନ ପରମ୍ପରାକୁ ବଞ୍ଚାଇ ରଖିବା, ପରାବର୍ତନକୁ ବିରୋଧ କରିବା, ପାରିବର୍ତର୍ତ୍ତିତ ଙ୍କୁ ଘରବାହୁଡାରେ ସାହାଯ୍ୟ କରିବା, ସବୁ ରାଗ ରୋଷ ଛାଡି ଏକତା ହେଇ ଲଢେଇ କରିବା, ଜାତିର ଗୌରବ ଗାରିମାକୁ ମନେ ପକାଇ ସମସ୍ତଙ୍କୁ ଜଣାଇବା, ମାଟିର ମହିମା ଓ ପୂର୍ବଜଙ୍କ କାହାଣୀକୁ ସାର୍ବଜନୀନ କରି ଗୌରବ ମୟ ଇତିହାସକୁ ବଞ୍ଚାଇ ରଖିବାକୁ ହେବ, ତେଣୁ ସମସ୍ତେ ଏକ ହେଇ ଲଢେଇ କରିବାକୁ ହେବ ବୋଲି ପ୍ରକାଶ କରିଥିଲେ |ଆଗାମୀ ଯୁବ ପିଢିଙ୍କୁ ମଙ୍ଗୁଆଳ କରି ମନ୍ଦିର, ସାଂସ୍କୃତିକ ଜ୍ଞାନ ପ୍ରଦାନ କରି ତାଙ୍କୁ ଏହି ଐଶ୍ୱର୍ଯ୍ୟ ମୟ ଧରିତ୍ରୀର ମହିମା ବର୍ଣ୍ଣନ କରିବା ପାଇଁ ପ୍ରବର୍ତ୍ତବାପାଇଁ ଯୋଗୀଶ୍ରୀ ଉପସ୍ଥିତ ଭକ୍ତ ମଣ୍ଡଳୀଙ୍କ ମନ ପ୍ରଖ୍ୟାଳନ କରିଥିଲେ | ସୂଚନା ଯୋଗ୍ୟ ଏହିକିଯେ ଜିଲାରେ ଗତ ବର୍ଷ କରୋନାର ପ୍ରକୋପରୁ ମୁକ୍ତି ପରେ ଗ୍ରାମ ଗ୍ରାମରେ ଆଧ୍ୟାତ୍ମିକ ବାତାବରଣ ସତସଙ୍ଗ, ଜପ ଧ୍ୟାନ, ଯୋଗ, ପ୍ରାଣାୟାମ କରି ସଂସ୍କାର କାର୍ଯ୍ୟକ୍ରମ ମାନେ କରିବା ପାଇଁ ଯୋଗୀଶ୍ରୀ ଆରମ୍ଭ କରାଇଥିଲେ ତାହା ଏବେ ଏକ ଗ୍ରାମରୁ ପ୍ରାୟ ଶତାଧିକ ଗ୍ରାମକୁ ବ୍ୟାପିବାରେ ଲାଗିଛି ଓ ଲୋକ ମାୟା ମୋହ ନିଶାଖୋର ଦୁନିଆରୁ ଦୁରେଇ ଭଗବାନ ପ୍ରାପ୍ତି ପାଇଁ ମନ ବଳାଉଛନ୍ତି |ଏହି ସତସଙ୍ଘ କାର୍ଯ୍ୟକ୍ରମ ରେ ହାଟ ଗୁମା, ସେରିଗୁମା, ଜମାଲିମା, ଟିକରପଡା,ରାଇକଣା,ଖମ୍ବେସୁ କୋଲନାରା ବ୍ଲକର ଦୁନ୍ଦିଲି, ସିଲିଟିଗୁଡା ର ଶତାଧିକ ଭକ୍ତ ଯୋଗଦେଇଥିଲେ | ଏହା ବ୍ୟତୀତ ସଂକୀର୍ତ୍ତକ ମଲାନା ଶାରକା,ରମେଶ ଦଳପତି,ଗୁରୁଦେବ ଭାଇ, ପାର୍ଥ ଭାଇ, ଶିବଭାଇ ଓ ଶତାଧିକ ମାତୃମଣ୍ଡଳୀ ଯୋଗଦେଇ ଅହରହ ପ୍ରବାହିତ ହେଉଥୁବା ସତସଙ୍ଘର ଅମୃତ ରସ ପାନ କରିବା ପ୍ରାପ୍ତ ହେଇଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version