ଏଥିରେ ଜଣାପଡିଛି କି ଏହି ରାସ୍ତାକୁ ଅଥବା ନେଟୱାର୍କିଙ୍ଗ୍ ପାଇବା ପାଇଁ ଆସିବାକୁ ହେବ ତୋ 20 ରୁ 30 ମାଇଲ୍ ମଧ୍ୟରେ ଯିବାକୁ ପଡିଥାଏ । ମାନେଙ୍ଗୁଲ୍ ରାସ୍ତା ଦେଇ ଯେଉଁ ପାହାଡ,ବାଲିଆ,ତୁଟ୍ଟା, ରାସ୍ତା ଅତିବାହିତ ସେହି ଯାଗାରେ ପ୍ରବଳ ମାତ୍ରାରେ ଲୋକେ ତଥ୍ ସହିତ ଗାଡି, ଗୋଡା ଜାମ୍ ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ଜାଗାରେ ଫୁଟ୍ଟାସିଙ୍ଗ ଗ୍ରାମପଞ୍ଚାୟତ,ଶଗଡା ପଞ୍ଚାୟତ, ଟଲଣା ପଞ୍ଚାୟତ,ଆବାଡା ପଞ୍ଚାୟତର ଲୋକେ,ପଞ୍ଚାୟତ କର୍ମଚାରୀ,ସ୍କୁଲ କର୍ମଚାରୀ,
ପୋଲିସ୍ କର୍ମକାରୀ,ରାଜନୈତିକ କର୍ମଚାରୀ, ବ୍ୟବସାୟୀ କର୍ମଚାରୀ, ଚତୁଃ ପାର୍ଶ୍ବରେ ରହିଥିବା ଗ୍ରାମବାସୀ ଏହି ସ୍ଥାନକୁ ଆସି ନେଟୱାର୍କ, ଅଫିସିଆଲ୍ କାର୍ଯ୍ଯ କ୍ଷେତ୍ରରେ ଏହି ସ୍ଥାନକୁ ଯାଇ ଅନେକ କାର୍ଯ୍ଯକାରୀ ହୋଇପାରୁଛି । ତଥଃ ଗୁଣପୁର ବ୍ଳକ୍ ଅନ୍ତର୍ଗତ ଫୁଟ୍ଟାସିଙ୍ଗ୍ ଏରିଆ ପ୍ରତି ନେଟୱାର୍କ ନ ହେବା ଯୋଗୁଁ ବହୁତ ସମସ୍ୟାର ବାତାବରଣ ମଧ୍ୟରେ ଲୋକେ ରହିଛନ୍ତି । ପ୍ରଶାସନ ନେଟୱାର୍କ କାର୍ଯ୍ଯବାହିନୀ ଯତ୍ରୀ ଶୀଘ୍ର କାର୍ଯ୍ଯ କାରୀ କରାଇବା ନେଇ ଚତୁଃପାର୍ଶ୍ବରେ ରହିଥିବା ଗ୍ରାମବାସୀ, ପଞ୍ଚାୟତ କର୍ମଚାରୀ,ସ୍କୁଲ୍ କର୍ମକାରୀ,ପୋଲିସ କର୍ମକାରୀ, ବ୍ୟବସାୟୀ କର୍ମଚାରୀ,ରାଜନୈତିକ କର୍ମଚାରୀମାନେ ବିନିତ ପ୍ରାର୍ଥନା ସହ ଅନୁରୋଧ ଗୁହାରି କରୁଥିଲେ ।

© 2023 Odisha Taza News.