୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର ଏନ୍ଏସି :- ରଣପୁର ଏନ୍ଏସି ପକ୍ଷରୁ ଇଂରାଜୀ ନବ ବର୍ଷର ପ୍ରଥମ ଦିନକୁ ରଣପୁର ର ବିକାଶ ଦିଗରେ ଆଗେଇ ନେବା ପାଇଁ ପ୍ରଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଣି ଙ୍କ ସହ ସଫେଇ କର୍ମଚାରୀ , କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା ବୟୋଜ୍ୟେଷ୍ଠ କର୍ମଚାରୀ ଏବଂ ସମସ୍ତ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ନବ ବର୍ଷ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।
ତେବେ ଆମେ ଜାଣିବା ଅନୁସାରେ ଆଗକୁ ରଣପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାର ଏକ ତାଲିକା ନିର୍ଦ୍ଧାରଣ ହୋଇଛି ଯାହାର ଶୁଭାରମ୍ଭ ଦିଗରେ ଏହି ନୂଆ ବର୍ଷ ଟି ବେଶ୍ ସହାୟକ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି । ରଣପୁରର ପ୍ରଗତି ଦିଗରେ ଏନଏସି ର ସମସ୍ତ ଲୋକ ପ୍ରତିନିଧି ଙ୍କୁ ଏକମୁଖ କରାଇ ୨୦୨୩ ମସିହାଟି ଜନ ହିତକର ସାବ୍ୟସ୍ତ ହେଉ ବୋଲି ରଣପୁରବାସୀ ଙ୍କୁ ନବବର୍ଷ ର ଶୁଭେଚ୍ଛା ସହିତ ପ୍ରସାଶନିକ ଅଧିକାରୀ ମାନଙ୍କୁ ମିଠା ପ୍ରଦାନ କରିଥିଲେ ଏନଏସି ଅଧ୍ୟକ୍ଷା ଓ କର୍ମକର୍ତ୍ତା ମାନେ ।
ରଣପୁର ଏନଏସି ରେ ନବବର୍ଷ ଟିକୁ ସ୍ବାଗତ ଜଣାଇ ନିଜ ନିଜ ର କର୍ତ୍ତବ୍ୟ କୁ ପାଳନ କରିବା ପାଇଁ ଏକାଠି ଏକ ମତ ଦେଇଥିଲେ ।ରଣପୁର ଏନ୍ଏସି ପକ୍ଷରୁ ଇଂରାଜୀ ନବ ବର୍ଷର ପ୍ରଥମ ଦିନକୁ ରଣପୁର ର ବିକାଶ ଦିଗରେ ଆଗେଇ ନେବା ପାଇଁ ପ୍ରଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଣି ଙ୍କ ସହ ସଫେଇ କର୍ମଚାରୀ , କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା ବୟୋଜ୍ୟେଷ୍ଠ କର୍ମଚାରୀ ଏବଂ ସମସ୍ତ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ନବ ବର୍ଷ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।
ତେବେ ଆମେ ଜାଣିବା ଅନୁସାରେ ଆଗକୁ ରଣପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାର ଏକ ତାଲିକା ନିର୍ଦ୍ଧାରଣ ହୋଇଛି ଯାହାର ଶୁଭାରମ୍ଭ ଦିଗରେ ଏହି ନୂଆ ବର୍ଷ ଟି ବେଶ୍ ସହାୟକ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି । ରଣପୁରର ପ୍ରଗତି ଦିଗରେ ଏନଏସି ର ସମସ୍ତ ଲୋକ ପ୍ରତିନିଧି ଙ୍କୁ ଏକମୁଖ କରାଇ ୨୦୨୩ ମସିହାଟି ଜନ ହିତକର ସାବ୍ୟସ୍ତ ହେଉ ବୋଲି ରଣପୁରବାସୀ ଙ୍କୁ ନବବର୍ଷ ର ଶୁଭେଚ୍ଛା ସହିତ ପ୍ରସାଶନିକ ଅଧିକାରୀ ମାନଙ୍କୁ ମିଠା ପ୍ରଦାନ କରିଥିଲେ ଏନଏସି ଅଧ୍ୟକ୍ଷା ଓ କର୍ମକର୍ତ୍ତା ମାନେ । ରଣପୁର ଏନଏସି ରେ ନବବର୍ଷ ଟିକୁ ସ୍ବାଗତ ଜଣାଇ ନିଜ ନିଜ ର କର୍ତ୍ତବ୍ୟ କୁ ପାଳନ କରିବା ପାଇଁ ଏକାଠି ଏକ ମତ ଦେଇଥିଲେ ।

© 2023 Odisha Taza News.