No Result
View All Result
୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା ଜିଲ୍ଲା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ଅନ୍ତର୍ଗତଃ ଘନାନ୍ଥ୍ରୀ ପଞ୍ଚାୟତ ସାମ୍ଫିନି ଗ୍ରାମ ଠାରେ ନୂତନ ବର୍ଷର ପର୍ବ ପାଳନ । ଗତ ଖାଲି 2022ର ବିଷୟରେ ଆଲୋଚନା ଫଳରେ ନୂତନ ବର୍ଷ ଗ୍ରାମରେ ପର୍ବ ପାଳନ ଲୋକେ ନୂଆ ପୋଷାକ,ପିଠା, ପଣା,ରୋଷେଇର ଆୟୋଜନ ଆନନ୍ଦ ଉଲାସ ଉପଭୋଗ ମହକି ଯିବା ପରେ 2023 ବର୍ଷର ସ୍ବାଗତ ଆନନ୍ଦ ଉଲାସ,ଗୀତ, ନାଚ, ସ୍ତ୍ରୋତତ୍ର କରିବା ନେଇ ମହାଆଡ଼ମ୍ବରରେ ପର୍ବ ପାଳନ କରିଥିଲେ । ନବବର୍ଷ ବୋଲି ଯାହା ଅତି ଆନନ୍ଦରେ ପାଳନ କରି କିଛି ଲୋକ ଜାଣି ନ ଥିଲେ ମଧ୍ୟ ପ୍ରତି ଦିନ ସକାଳ ଗୋଟିଏ ନୂଆ ଦିନ,ପ୍ରତି ମୁହୂର୍ତ୍ତରେ ଗୋଟିଏ ନୂଆ ମୂହୁର୍ତ୍ତ, ଯେଉଁ ଦିନ ଆପଣଙ୍କ ଜୀବନରେ କିଛି ହାସଲ କଲେ ତାହା ହିଁ ଆପଣଙ୍କ ପାଇଁ ନୂଆ ଦିନ ନବ ବର୍ଷ ସହ ସମାନ ।
ଦୁଃଖ କେବେ କାହାର ବି କମ୍ ହୁଏ ନା ଜୀବନରେ ଦୁଃଖ ସବୁ ମନୁଷ୍ୟଙ୍କ ମଧ୍ୟରେ ରହେ ମନୁଷ୍ୟ ସୁଖ ଖୋଜି ଖୋଜି ସୁଖ ସନ୍ଧାନରେ ଦୁଃଖ ପାଇଥାଏ । ଯେମିତି ବିବାହ କଲେ ସୁଖ ମିଳେ କିନ୍ତୁ ବିବାହ ପରେ ମୁହୁର୍ତ୍ତ କଣ ହୁଏ ଦୁଃଖ ହିଁ ଦୁଃଖ,ଚାକିରୀ ପାଇଲା ପରେ ସୁଖ ବୋଲି ଭାବେ କିନ୍ତୁ ଚାକିରୀ ପରେ ମୁହୁର୍ତ୍ତ କାମରେ ଜଟିଳତା ଯୋଗୁଁ ତାହା ହିଁ ଦୁଃଖ ଦେଇଥାଏ । ସନ୍ତାନ ଯୋଗୁଁ ସୁଖ ମିଳେ କିନ୍ତୁ ସେହି ସନ୍ତାନ ବଡ ହେଲା ପରେ ଅଲଗା ହୁଏ,ଅର୍ଥ ମାଗିବାରେ ବାପା,ମାଆଙ୍କୁ ମାର୍ ପିଟ୍ ପରେ ଏମିତି ବହୁତ ନିଜର ଦୁଃଖ ରହିଛି ।
କିନ୍ତୁ ନୂଆ ବର୍ଷ ଆଉ ସୁଖ,ଦୁଃଖ ମିଶି ରହେ ମନୁଷ୍ୟ ଜୀବନରେ ଗୋଟିଏ ପରିବାର ଅଟେ । ଏହି ସମୟ ବିଜ୍ଞାନ ଯୁଗରେ ବିଦ୍ୟା ଅର୍ଜନ କରିବା ବିବାହ କରିବା, ସନ୍ତାନ,ସନ୍ତତିଙ୍କୁ ବଢାଇ ନିଜ ବଂଶ ବୃଦ୍ଧିକୁ ଆଗକୁ ବଢିବା,ପୁଣି ବୃଦ୍ଧ ହେବା ଶରୀର ନଷ୍ଟ ହେବା ସମୟ । ତଥ୍ ବିନ ଆଜିର ନୂତନ ବର୍ଷ ଭୋଜି ପାଣିର ଆନନ୍ଦ ଉଲାସ ମହକି ଯିବା ଲୋକଙ୍କ ମଧ୍ୟରେ ନାଚ,ଗୀତ, ନୂତନ ପୋଷାକରେ ହଜି ମନ ଭରି ଦେଇ ଥିଲେ । ମଜେଶ ଶବର, ନର୍ସିଙ୍ଗ ଶବର,ପିନିଏଲ୍ ଶବର ଉପସ୍ଥିତ ଥିଲେ । 

No Result
View All Result