ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଡ଼ଃ ନୃସିଂହ ପ୍ରସାଦ ବସ୍ତିଆ ଯୋଗ ଦେଇ ସାହିତ୍ୟରେ ଯୋଗ ଓ ଧ୍ୟାନ ର ପ୍ରୟୋଗ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ଯୋଗଗୁରୁ,ସ୍ୱାମୀ ଯୋଗାପ୍ରସାଦ ଯୋଗ ଦେଇ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ବିକାଶରେ ଯୋଗାର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ, ବିଭାଗୀୟ ମୁଖ୍ୟ ଭାଗିର୍ଥୀ ପାଢ଼ୀ ଅତିଥି ପରିଚୟ ଦେବ ସହିତ ସଭାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ, ଅଧ୍ୟାପକ ପୂର୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,,
ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଦେବମନ୍ତ୍ର ପଠନ କରିଥିଲେ, ମାମାଲି ସାହୁ ପ୍ରାରମ୍ଭିକ ସଂଗୀତ ଗାଁ କରିଥିବା ବେଳେ ଅରୋଲିତା ରାଉତରାୟ ଲୋକନୃତ୍ୟ ପରିବେଷଣ କରିଥିଲେ, ପ୍ରଦୀପ୍ତ, ପିଣ୍ଟୁ,ପ୍ରିୟଙ୍କା, ଗାୟତ୍ରୀ, ରୁବିନା, ଟୁକୁନା, ରାକେଶ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |

© 2023 Odisha Taza News.