• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

Proprietor Abhimanyu Maharana by Proprietor Abhimanyu Maharana
October 18, 2026
in ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
0
ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍
Share on FacebookShare on TwitterWhatsapp

ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ରଣପୁର ଥାନା ଅଧୀନସ୍ଥ ରଣପୁର ସୁଆଁସିଆ ସାହିର ଦୁର୍ଦାନ୍ତ ଅପରାଧୀ ଜିତେନ ଖଟେଇକୁ ଗୁରୁବାର ରାତିରେ ଭୁବନେଶ୍ୱରରୁ ଗିରଫ କଲା ରଣପୁର ପୋଲିସ !’ସୂଚନା ଅନୁଯାୟୀ ରଣପୁର ସୁଆଁଶିଆ ସାହିର ଦୁର୍ଦାନ୍ତ ଆକ୍ରମଣକରୀ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍,ପିତା ଫକୀର ଖଟେଇ !ରଣପୁର ଅଞ୍ଚଳର କାର୍ଯ୍ୟରତ ଯୁବ ସାମ୍ବାଦିକ ମଧୁସୂଦନ ପରିଡ଼ାକୁ ଗତମାସ ୧୫ ସେପ୍ଟେମ୍ବରରେ ରାସନ କିଣୁଥିବାବେଳେ ଜୀବନରୁ ମାରିବା ପାଇଁ ଦିନ ଦ୍ବିପହରେ ପଛପଟୁ ମରଣାତ୍ମକ ଆକ୍ରମଣ କରି ଦୁର୍ଦାନ୍ତ ଆସାମୀ ଜିତେନ୍ ଓ ତାଙ୍କ ସହଯୋଗୀମାନେ ଫେରାର ହୋଇଯାଇଥିଲେ । ସାମ୍ବାଦିକ ମଧୁସୂଦନ ପରିଡ଼ାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୧୨ ପୋଲିସ ସହାୟତାରେ ରଣପୁର ଡାକ୍ତରଖାନାରେ ଚିକିତ୍ସା ଭର୍ତ୍ତି କରିଥିଲେ l

ପରେ ସାମ୍ବାଦିକ ଶ୍ରୀ ପରିଡାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ଏମ୍ସ ରେ ବେଡ ନ ମିଳିବାରୁ ସମ୍ ହସପିଟାଲକୁ ସ୍ଥାନାନ୍ତର ହୋଇ ପ୍ରାୟ ୨୦ ଦିନ ଧରି ଚିକିତ୍ସାଧୀନ ହୋଇଥିଲେ। ଏ ସଂକ୍ରାନ୍ତରେ ରଣପୁର ଥାନାରେ କେଶ ନମ୍ବର ୩୧୦/୨୬ ଆଧାରରେ ୧୭ ସେପ୍ଟେମ୍ବରରେ ରେଜିଷ୍ଟ୍ରି ହୋଇଥିଲା । ରଣପୁର ଥାନା ନିରୀକ୍ଷକ ଆଶିଷ ଦେବ ସାହୁ ଆସାମୀମାନଙ୍କୁ ଗିରଫ କରିବା ପାଇଁ ତୀକ୍ଷ୍ମ ନଜର ରଖିବା ସହ ବିଭିନ ସ୍ଥାନରେ ଚଢାଉ ଜାରି ରଖିଥିଲେ। ଜଣେ କତ୍ତବ୍ୟନିଷ୍ଠ ଥାନା ଅଧିକାରୀ ଭାବରେ ବିଳମ୍ବ ହେଲେବି ଆସାମୀ ଚିତ୍ତରଞ୍ଜନ ଖଟେଇ(ଜିତେନ୍ )କୁ ଭୁବନେଶ୍ୱର ପଟିଆସ୍ଥିତ ଭେଙ୍କେଣ୍ଟେଶ୍ଵର୍ ଇଂରାଜୀ ମିଡ଼ିଅମ୍ ସ୍କୁଲ ପରିସରରୁ ଗତକାଲି ରାତିରେ ଗିରଫ କରିଥିବାବେଳେ ଅନ୍ୟ ସହଯୋଗୀମାନେ ଚତୁର ତାର ସହ ଫେରାର ହୋଇଥିବା ଜଣାପଡ଼ିଛି ।

ଆସାମୀ ଚିତ୍ତରଞ୍ଜନ ଖଟେଇ ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ରଣପୁର ପୋଲିସକୁ ସୂଚନା ମିଳିଛି ! ପୁର୍ବରୁ ମଧ୍ୟ ଝାରପଡ଼ା ଜେଲରେ ଥିବା ଜଣା ପଡ଼ିଛି । ସୁଚନା ଅନୁସାରେ ପାଞ୍ଚ ଜଣଙ୍କ ନାମରେ କେଶ ହୋଇଛି, ଅନ୍ୟମାନେ ହେଲେ ଦୀନବନ୍ଧୁ ପଣ୍ଡା , କୃପାସିନ୍ଧୁ ପଣ୍ଡା ଗ୍ରାମ – ବାସୁଦିଆ , ଅନ୍ୟ ଦୁଇଜଣ ସମ୍ପୃକ୍ତ ଥିବା ନେଇ ପୋଲିସ ତଦନ୍ତ ପରିସର ଭୁକ୍ତ ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ଡ୍ରାଇଭର ଭାବରେ ଭେଙ୍କେଟେଶ୍ୱର୍ ସ୍କୁଲରେ କାର୍ଯ୍ୟରତ ଥିବା ଜଣାପଡିଛି। ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ ଶୀଘ୍ର କରିବା ପାଇଁ ରଣପୁର ପୋଲିସ ଅଭିଯାନ ଜାରି ରଖିଥିବା ଜଣା ପଡ଼ିଛି।

ଏହି ଗିରଫଦାରୀରେ ରଣପୁର ଥାନା ଅଧିକାରୀଙ୍କୁ ସବ ଇନ୍ସପେକ୍ଟର ହାସିନା ପ୍ରଧାନ ଓ ଅନ୍ୟମାନେ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ। ରଣପୁର ଥାନା ଅଧିକାରୀଙ୍କ ସୁଚନା ଅନୁସାରେ ଆସାମୀ ଚିତ ଖଟେଇ ଜଣେ ଖୁନି ଆସାମୀ, ଦୁର୍ଦାନ୍ତ ଅପରାଧୀ, ଯାହା ନାମରେ ୩୦୨, ୩୦୭ ଭଳୀ ଦଫା ଲାଗି ଅନେକ ଥର ଜେଲ ଯାଇଛି । କିଭଳୀ ଭାବରେ ଦୁର୍ଦାନ୍ତ ଅପରାଧୀଙ୍କୁ ଭୁବନେଶ୍ୱରର ପଟିଆ ସ୍ଥିତ ଭେଙ୍କେଣ୍ଟେଶ୍ୱର ଇଂଲିଶ ମିଡ଼ିଅମ୍ ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ଯାଞ୍ଚରେ ଅଭିଯୁକ୍ତର ପୋଲିସ ଭେରିଫିକେଶନ ନକରି ଡ଼୍ରାଇଭର ଭାବେ କାର୍ଯ୍ୟ କରିବା ପାଇଁ ସ୍ବୀକୃତି ଦେଲେ ଜନ ସାଧାରଣ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ! ଏହି ବିଦ୍ୟାଳୟ ଉପରେ ଅଧିକ ଯାଞ୍ଚ ପାଇଁ ରାଜ୍ୟ ପୋଲିସ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ରଣପୁର ଅଞ୍ଚଳବାସୀ ଅନୁରୋଧ କରିଅଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
BEE Organises Influencers’ Conclave 2026

BEE Organises Influencers’ Conclave 2026

October 18, 2026
ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

October 18, 2026
ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା

ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା

October 18, 2026
ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

October 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

BEE Organises Influencers’ Conclave 2026

BEE Organises Influencers’ Conclave 2026

October 18, 2026
ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

October 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version