• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପାଇଁ ଉନ୍ନତିକରଣ କାର୍ଯ୍ୟର ତାଲିକା ପ୍ରସ୍ତୁତ କଲେ – ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତି 

Proprietor Abhimanyu Maharana by Proprietor Abhimanyu Maharana
December 31, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପାଇଁ ଉନ୍ନତିକରଣ କାର୍ଯ୍ୟର ତାଲିକା ପ୍ରସ୍ତୁତ କଲେ – ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତି 
Share on FacebookShare on TwitterWhatsapp

ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନତିକରଣ ନିମନ୍ତେ,  ଅଧକ୍ଷା ରଙ୍ଗୀନ ମହାନ୍ତି :- ୧୦ ଗୋଟିଏ ପ୍ରସ୍ତାବ

୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର NAC :- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନତିକରଣ ନିମନ୍ତେ ଏନଏସି ପକ୍ଷରୁ ବିଭିନ୍ନ ଯୋଜନା ସମ୍ପର୍କରେ ।  ବୈଠକରେ ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା |   ରଣପୁର ପ୍ରେସ କ୍ଲବର ସମସ୍ତ ସଭ୍ୟ ଓ ସାଂସଦ ପ୍ରତିନିଧି ସ୍ବରାଜ ମହାନ୍ତି ଉପସ୍ଥିତ ଥିଲେ | ରଣପୁର ପୂର୍ତ୍ତ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିବା ଏହିବୈଠକ ରେ ବିଜ୍ଞାପିତ ପରିଷଦର ବିଭିନ୍ନ ଉନ୍ନତି ମୂଳକ ଯୋଜନା ସମ୍ବନ୍ଧରେ ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତି ସୂଚନା ଦେଇଥିଲେ |

ପ୍ରସ୍ତାବ ଗୁଡିକ ହେଲା ..

• ୧ ହଜାରରୁ ଅଧିକ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ।

• ଜାଗା ମିଶନ ସର୍ଭେ ଅନୁଯାୟୀ ଆବେଦନକାରି ଙ୍କୁ ଜାଗା ଦିଆଯିବ ।

• ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

• ମିନିଷ୍ଟାଡିୟମ ଉନ୍ନତି କରଣ କାର୍ଯ୍ୟ କରାଯିବ

• ମା ମଣିନାଗ ମନ୍ଦିର ମୁକ୍ତାକାଶ ବୈଠକ ମଞ୍ଚ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି ।

• ୪୦ଲକ୍ଷ ଟଙ୍କା ବିନିଯୋଗରେ ଏକ ଐତିହ୍ୟ ଭବନ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି ।

• ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

• ସ୍ୱଚ୍ଛତା ନିମନ୍ତେ ଲୋକଙ୍କୁ ସଚେତନ କରାଇବା ଓ ବିଭିନ୍ନ ସ୍ଥାନରେ ଆଲୋକିକରଣ ପ୍ରକଳ୍ପ  କରାଯିବ ।

• ଉପର ମଣିନାଗର ପ୍ରବେଶ ଦ୍ୱାର ଠାରେ ଏକ ଫାଟକର ବ୍ୟବସ୍ଥା କରାଯିବ ।

• ପଞ୍ଚୁଦୋଳ ପଡିଆରେ ଦୁଇଟି ହାଇମାକ୍ସ ଲାଇଟ ଲଗାଯିବାର ଯୋଜନା ମଧ୍ୟ ରହିଛି ।

୨୦୧୧ ରେ ହୋଇଥିବା ଜନ ଗଣନା ତଥ୍ୟ ଅନୁଯାୟୀ ରଣପୁର ବିଜ୍ଞାପିତ ପରିଷଦର ମୋଟ ଲୋକସଂଖ୍ୟା ୧୪୭ଠ୭ । ବିଜ୍ଞାପିତ ପରିଷଦର ନିୟମ ଅନୁଯାୟୀ ମୋଟ ଜନସଂଖ୍ୟାର ୫୩% ଲୋକଙ୍କୁ ରାସନ କାର୍ଡ ମିଳି ପାରିବ ଅର୍ଥାତ ପ୍ରାୟ ୭୭୯୫ ଜଣ ଲୋକଙ୍କୁ ରାସନ କାର୍ଡ ମିଳିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଜ୍ଞାପିତ ପରିଷଦରେ ୯୯୦୦ ଜଣ ରାସନ କାର୍ଡ ହିତାଧିକାରୀ ରହିଛନ୍ତି ।

କିନ୍ତୁ ୨୦ ୨୧ ରେ ଜନ ଗଣନା ହୋଇ ନାହିଁ । ୨୦ ୨୧ ର ଜନଗଣନା ଅନୁଯାୟୀ ରଣପୁର ବିଜ୍ଞାପିତ ପରିଷଦର ଜନସଂଖ୍ୟା ପ୍ରାୟ ୨୧ ହଜାରରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି । ଏହି ଜନସଂଖ୍ୟାର ୫୩% ଅର୍ଥାତ୍ ପ୍ରାୟ ୧୧ ହଜାର ହିତାଧିକାରୀ ରହିବେ ବୋଲି ହିସାବ କରାଯାଇଛି । ତେଣୁ ବର୍ତ୍ତମାନ ଥିବା ହିତାଧିକାରୀ ଅପେକ୍ଷା ପ୍ରାୟ ଆଉ ୧ ହଜାର ଅଧିକ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ ବୋଲି ଜଣାପଡିଛି ।୨୦୧୮ ମସିହାରେ ହୋଇଥିବା ଜାଗା ମିଶନ ସର୍ଭେ ଅନୁଯାୟୀ ୨୮୩ ଜଣ ଲୋକଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ୮୨ ଜଣଙ୍କୁ ଆବାସ ଯୋଜନା ଦିଆ ଯିବା ପାଇଁ ପ୍ରସ୍ତୁତି ଚାଲିଛି । ଅବଶିଷ୍ଟ ଲୋକମାନଙ୍କ ଆବେଦନକୁ ପୁନଃ ରିଭ୍ୟୁ କରାଯାଇ ସେ ସମ୍ପର୍କରେ ନିଷ୍ପତ୍ତି ନିଆ ଯିବ ବୋଲି ଜଣାପଡିଛି । ସରକାରଙ୍କ ନିୟମ ଅନୁଯାୟୀ ଜାଗା ମିଶନ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।ଆଗାମୀ ଦିନରେ ବିଜ୍ଞାପିତ ପରିଷଦ ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ଏହି ଯୋଜନା ନେଇ ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ କାର୍ଯ୍ୟ ଚାଲିଛି ବୋଲି ଜଣାପଡିଛି । ଜଳ ନଷ୍ଟ ଓ ପାଣି ଚୋରି ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି । ଏହି ୨୪ ଘଣ୍ଟା ପାଣି ଯୋଜନାରେ ଭେଟବରରୁ ପାଣି ଆସିବ ବୋଲି ଜଣା ପଡିଛି । ଏବେ ପ୍ରତ୍ୟକ ଦିନ ୧୮ ଲକ୍ଷ ଲିଟର ପାଣି ଯୋଗାଇ ଦିଆ ଯାଉଥିଲା ବେଳେ ଆଗାମୀ ଦିନରେ ପ୍ରାୟ ଦୈନିକ ୪୦ ଲକ୍ଷ ଲିଟର ପାଣି ଯୋଗାଇ ଦିଆଯିବ ବୋଲି ହିସାବ କରାଯାଇଛି ।ମିନି ଷ୍ଟାଡିଅମର ଉନ୍ନତି କରଣ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଇଛି । ପୂର୍ବରୁ ରଣପୁରରେ ପିଲା ମାନେ ଖେଳିବା ପାଇଁ ବାଘ ସାମନ୍ତ ପଡିଆ ରହିଥିଲା । ଯାହାକୁ ନୂଆ ରୂପ ରଙ୍ଗ ଦିଆଯାଇ ରେଞ୍ଜର ଅଫିସ୍ ପାଖରେ ଏକ ମିନି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଷ୍ଟାଡିୟମ୍ ପରିସର ଭିତରେ ଗ୍ୟାଲେରୀ କରାଯିବା ପାଇଁ ସ୍ଥିର କରାଯାଇଛି । ଏଥି ନିମନ୍ତେ ୯୦ଲକ୍ଷ ବ୍ୟୟ ରାଶି ଆକଳନ କରାଯାଇଛି ।ରଣପୁରରେ ସବୁଜ ସୁନ୍ଦର ପାହାଡ ତଳେ ପୂଜା ପାଉଥିବା ଆରଧ୍ୟା ଦେବୀ ମା ମଣିନାଗ ଙ୍କ ପରିସରରେ ଏକ ମୁକ୍ତାକାଶ ବୈଠକ ମଞ୍ଚ ନିର୍ମାଣ କରାଯିବା ପାଇଁ ମଧ୍ୟ ଯୋଜନା କରାଯାଇଛି । ଏଥି ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଆକଳନ କରାଯାଇଛି । ରଣପୁରମାଟି ପାଇଁ ବଳିଦାନ ଦେଇଥିବା ସହିଦଙ୍କ ସ୍ମୃତିକୁ ଉଦଜୀବିତ ରଖିବା ପାଇଁ ଓ ରଣପୁର ର ଐତିହାସିକ ପରମ୍ପରାକୁ ଲୋକ ଲୋଚନ କୁ ଆଣିବା ପାଇଁ ରଘୁ-ଦିବାକର କ୍ଲବ ଉପରେ ଏକ ଐତିହ୍ୟ ଭବନ ନିର୍ମାଣ ପାଇଁ ଯୋଜନା କରାଯାଇଛି । ସାନଗଡ଼ ଉପରସାହି ଠାରେ ଏକ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଯାହାକି ସରକାର ଙ୍କ ୪୦ ଏକର ଜାଗା ଓ ୧୦ ଏକର ଜମିରେ ଏଭଳି ସ୍ୱାଗତ ଯୋଗ୍ୟ ପ୍ରକଳ୍ପର ଯୋଜନା ରହିଛି । ଏଥିପାଇଁ ପ୍ରାୟତଃ ୩୦ ଲକ୍ଷ ଟଙ୍କାର ବ୍ୟୟ ଆକଳନ କରାଯାଇଛି । ବିଜ୍ଞାପିତ ପରିଷଦର ଲୋକମାନଙ୍କୁ ପାଇଖାନା ଯୋଗାଇ ଦିଆ ଯାଇଥିଲା ବେଳେ କେତେକ ଅଞ୍ଚଳରେ ଲୋକମାନେ ରାସ୍ତା କଡରେ ମଳ ତ୍ୟାଗ କରୁଛନ୍ତି ।

ଫଳରେ ପରିବେଶ ପ୍ରଦୂଷିତ ହେବା ସହ ସେହି ରାସ୍ତା ଦେଇ ଗମନା ଗମନା କରିବା ପାଇଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ସେହି ଅଞ୍ଚଳର ଲୋକମାନେ ସଚେତନ ହୋଇ ରାସ୍ତା କଡରେ ମଳ ନ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହା ସହିତ ବିଜ୍ଞାପିତ ପରିଷଦର ବିଭିନ୍ନ ସ୍ଥାନରେ ଆଲୋକୀକରଣ ପ୍ରକଳ୍ପ,ଉପର ମଣିନାଗ ରାସ୍ତାର ସୌନ୍ଦର୍ଯ୍ୟକରଣ, ଉପର ମଣିନାଗର ପ୍ରବେଶ ଦ୍ୱାର ଠାରେ ଏକ ଫାଟକର ବ୍ୟବସ୍ଥା କରାଯିବା ସହିତ ରେଜିଷ୍ଟର ମେଣ୍ଟନ କରାଯିବ, ଉପର ମଣିନାଗକୁ ଯାଉଥିବା ଗାଡିଗୁଡିକର ସଠିକ କାଗଜ ପତ୍ର ଯାଞ୍ଚ କରାଯାଇ ଅନୁମିତ ଦିଆ ବୋଲି ସୂଚନା ଦିଆ ଯାଇଛି । ରଣପୁର ପଞ୍ଚୁଦୋଳ ପଡିଆରେ ଦୁଇଟି ହାଇମାକ୍ସ ଲାଇଟ ଲଗାଯିବାର ଯୋଜନା ମଧ୍ୟ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version