No Result
View All Result
୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପ ଖଣ୍ଡ ପ୍ରଶାସନ ପୁରୁଷ ହକି ବିଶ୍ଵ କଫ୍ ଟ୍ରଫିଙ୍କୁ ସ୍ବାଗତ କରାଯାଉଛି । ସଉରା ପ୍ରଧାନୀଗୁଡା ଶିଶୁ ମାନେ ବାଦ୍ୟଯନ୍ତ୍ର,ବାମଣୀ ବାଟାଲିୟମ୍-2,ଗୁଣପୁର କଲେଜ ଏନ୍ସିସି,ପୋଲିସ୍ କର୍ମକାରୀ ନାଚ, ଗୀତ ମାଧ୍ୟମରେ ବିଶ୍ଵ କଫ୍ ଟ୍ରଫିଙ୍କୁ ପୁଷ୍ପଗୋଚ୍ଚ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରୁଥିଲେ । ଜାନୁୟାରୀ ମାସରେ ହକି ଓମେନ୍ସ୍ ୱାର୍ ଲର୍ଡ କଫ୍ 2023 ଭୂବନେଶ୍ବର ଓ ରାଉରକେଲା ସହରରେ 13-29 ଜାନୁୟାରୀ 2023 ହେବାକୁ ଯାଉଥିବା ପୁରୁଷ ହକି କଫ୍ । ଉକ୍ତ ଟ୍ରଫିଙ୍କୁ ସାରା ଓଡିଶାରେ ପରିଭ୍ରମଣ କରିବା ଫଳରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ରେ ପରିକ୍ରମା ଗତ ଖାଲି ସନ୍ଧ୍ୟା 8 ଘଣ୍ଟିକା ସମୟରେ ମିନିଷ୍ଟାଡିୟମ୍ ପଡିଆରେ ଶୁଭାରମ୍ଭ କରାଯାଇଛି । ଏଥିରେ ନାଚ,ଗୀତ,ନୃତ୍ୟରେ ଭାଗ ନେଇଥିବା କଳା କାର ମାନଙ୍କୁ ସମ୍ମାନୀତ କରାଯାଇଛି । ଉକ୍ତ କଳା କାର ମାନେ ସସ୍ମିତା ପଣ୍ଡା ଗ୍ରୁପ,ପ୍ରତି ମିଶ୍ର ଅମ୍ରିତ ପଟ୍ଟନାୟକ ସମ୍ବଲପୁର ନାଚ,ସତ୍ୟ ଦୀଲ୍ଲିପ୍ ଚନ୍ଦ୍ର ଗ୍ରୃପ୍,ଓମେନ୍ସ୍ କଲେଜ ଛାତ୍ରୀ ନୃତ୍ୟ ପରିବେଶଣ,ଗୁଣପୁର କଲେଜ ମହାବିଦ୍ଯାଳୟର ଏନ୍ ସି ସି ଛାତ୍ର ଛାତ୍ରୀମାନେ ମାନତ ପ୍ରଦାନ କରାଗଲା ।ସ୍ଥାନୀୟ ବିଡିଓ,ତହସିଲଦାର, ପୋରପରିଷଦ,କମାଣ୍ଡ୍ ବାଟାଲିୟମ୍-2,ପଦ୍ମପୁର ବ୍ଲକ୍-ତହସିଲଦାର ଶ୍ରୀ-ପାଳ କୃଷ୍ଣ,ବିଜୟ ଗମାଙ୍ଗ,ଚନ୍ଦ୍ର ଦୟାକରି ପଣ୍ଡା,ଅକ୍ଷୟ ଦାସ୍, ସୁଦୀର ଦାସ୍,ରଘୁନାଥ ଗମାଙ୍ଗ ପ୍ରତ୍ୟେକ ବ୍ଲକ୍ ର ସମସ୍ତ କର୍ମଚାରୀ,ମହିଳା ଗ୍ରୃପର ମା’ ମାନେ,ସ୍ଥାନୀୟ ଯୁବକ ଗୋଷ୍ଠୀ ଓ ସାମ୍ବାଦିକ ବନ୍ଧୁମାନଙ୍କ ସମେତ ଉପସ୍ଥିତ ଥିଲେ ।
No Result
View All Result