ଧାନ ରଖିବା ପାଇଁ ଅସୁବିଧା ଯୋଗୁଁ ଆଜି ଲୋକେ ଧାନ ନ କାଟି ବିଲରେ ମଧ୍ୟ ରହିଛି,ଯେଉଁ ଫଳରେ ବର୍ଷକର ପାରିଶ୍ରମିକ ମୂଲ୍ୟ ବେକାର ମାଟିରେ ମିଶିବା ଚଳା ଆଉ କିଛି ଉପାୟ ଶନ୍ୟୂ । ପରିଶ୍ରମ ବୃତ୍ତା ଆଜି ଧାନ ଗୁଡିକ ଶୋଇ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରଶାସନ ଯଦି ଶୀଘ୍ର ମାଣ୍ଡି ଧାନ ପ୍ରତି ସୁଯୋଗ ଦିଅନ୍ତି,ଲୋକେ ଧାନ ମାଣ୍ଡିରେ ରଖି ଯେଉଁ କଟାଳି ଧାନ ଆଉ କାଟି ମାଣ୍ଡିରେ ଶୀଘ୍ର ଦେଇଥାନ୍ତି । ଏଣୁ ଯାହା ଫଳରେ ଆଜି ଧାନ ମାଣ୍ଡି ନ ଖୋଲିବାରୁ ଏହି ପରି ପରିସ୍ଥିତିରେ ଦେଖିବାର ଜଣାପଡିଗଲା କି ଧାନ କାଟି ଆଣି କେଉଁଠି ତୋ ରାସ୍ତା କୋଳରେ,କିଏ ତୋ ରାସ୍ତା ମଝିରେ ରଖିବାକୁ ପାଇଛୁ ।
ଗୋଟିଏ ଦୃଷ୍ଟିରେ ଏହି ପଟେ ଧାନ ରାସ୍ତାରେ ପଡିଥିବାବେଳେ,ଯାହାନ, ବାହାନ ଯିବା ଆସିବା ନ ଥିବା ସତ୍ବେ ଧାନ ବାହାରେ ରହିଥିବା ବେଳେ, ଆକାଶ ଛୁଆଁର କଳା ମେଘ ଡାଙ୍କି ବର୍ଷା ହେବାର ସମ୍ଭାବନା ମଧ୍ୟ ଦେଖା ଯିବାର ସୃଷ୍ଟି କରୁଛି । ତୋ ଲୋକେ ଆଜି ଧାନ କେଉଁଠି ନିଆଯିବ,କଣ କରାଯିବ,କିପରି ଧାନ ରଖି ବି କହି ଜ୍ଞାନ ବୁଦ୍ଧି ହୀନ ଦୁଃଖରେ ଭାଙ୍ଗି ପଢିଛନ୍ତି ଲୋକେ । ପ୍ରଶାସନ ମାଣ୍ଡି ଯଦି ଶୀଘ୍ର ଦେଇଥାନ୍ତି ତେବେ ବର୍ଷା ଦେହରୁ ଲୋକେ ବଞ୍ଚିତ ହେବୁ ଗ୍ରାମ ବାସୀ । 


© 2023 Odisha Taza News.